Interesting Q & A- 8 କୁ 8 ଥର ଲେଖିକି ଏମିତି ଯୋଡିବେ କି ଉତ୍ତର 1000 ଆସିବ, କୁହନ୍ତୁ ତ କେମିତି ଯୋଡି ହେବ ? ଏହା ସହ ଆହୁରି 20+ GK Quiz

ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ମଣିଷ ଶରୀରର କେଉଁ ଅଙ୍ଗ ଯାହା ଜନ୍ମ ପରେ ଆସିଥାଏ ଓ ମୃତ୍ୟୁ ପୂର୍ବରୁ ଚାଲିଯାଏ ?

ଉତ୍ତର- ଦାନ୍ତ

୨-  କେଉଁ ଦେଶକୁ ଛୋଟ ଭାରତ ନାମରେ ଜନାଜାଏ ?

ଉତ୍ତର- ମୋରିଶେଷ

୩- ଦୁନିଆର ସବୁଠାରୁ ଦାମୀ ଆମ୍ବ କେଉଁଠାରେ ମିଳିଥାଏ ?

ଉତ୍ତର- ଜାପାନ

୪- ଗୋଟିଏ ଗାଈ ଗୋଟିଏ ଦିନରେ କେତେ ଲିଟର କ୍ଷୀର ଦେଇଥାଏ ?

ଉତ୍ତର- ୬୦ରୁ ୭୦ ଲିଟର

୫- ଦୁନିଆରେ ପ୍ରଥମେ ଟ୍ରେନ କେବେ ଚାଲିଥିଲା ?

ଉତ୍ତର- ୧୮୨୫

୬- ସୂର୍ଯ୍ୟ ଅସ୍ତ ହେବ ଅପରେ ପୋଲିସ ମହିଳାଙ୍କୁ ଗିରଫ କଣ ପାଇଁ କରେ ନାହି ?

ଉତ୍ତର- ଏହି ଅଧିକାର ମହିଳାଙ୍କୁ ସମ୍ବିଧାନ ଦେଇଛି

୭- ଭାରତର କେଉଁ ଗାଁରେ ବ୍ଯାଙ୍କରେ ଗୋଟିଏ ବି କବାଟ ନାହି ?

ଉତ୍ତର- ସନି ସିଗନାପୁର

୮- ଭାରତର ସବୁଠାରୁ ପ୍ରଥମ ଟ୍ରେନ କେଉଁଠାରୁ କେଉଁଠିକି ଚାଲିଥିଲା ?

ଉତ୍ତର- ମୁମ୍ବାଇ ଠାରୁ ଠାଣେ ଯାଏଁ

୯- ସୁନା ଚାନ୍ଦିର ଅଧିକ ଶୁଦ୍ଧ କରିବା ପାଇଁ କଣ ପ୍ରୟୋଗ କାରାଜେ ?

ଉତ୍ତର- ନାଇଟ୍ରିକ ଅମ୍ଳ

୧୦- ତାଜମହଲ କେଉଁ ସହରରେ ଅବସ୍ଥିତ ଅଟେ ?

ଉତ୍ତର- ଆଗ୍ରା

୧୧- କେଉଁ ପଶୁର ହାଡ ସବୁଠାରୁ ଅଧିକ ମଜବୁତ ହୋଇଥାଏ ?

ଉତ୍ତର- ବାଘ

୧୨- ପୃଥିବୀ ଉପରେ କେଉଁ ଧର୍ମର ଲୋକେ ଅଧିକ ରହିଥାନ୍ତି ?

ଉତ୍ତର- ଇସାଇ

୧୩- ତାରପିନର ତେଲ କେଉଁ ଗଛରୁ ବାହାରିଥାଏ ?

ଉତ୍ତର- ଚିଡ଼ ଗଛରୁ

୧୪- ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ନଡିଆର ଉତ୍ପାଦନ ହୋଇଥାଏ ?

ଉତ୍ତର- କେରଳ

୧୫- ଦୁନିଆର ସବୁଠାରୁ ଶାନ୍ତ ସ୍ଥାନ କେଉଁଠି ?

ଉତ୍ତର- ଆମେରିକା

୧୬- ଏମିତି କେଉଁ ପ୍ରାଣୀ ଅଛି ଯିଏ କେବେ ପାଣି ପିଏ ନାହି ?

ଉତ୍ତର- ମେଢକ

୧୭- ଏମିତି କେଉଁ ଜିନିଷ ଅଛି ଯାହା ପୁରା ଗାଁରେ ବୁଲିଥାଏ କିନ୍ତୁ ମନ୍ଦିରକୁ ଯାଏ ନାହି ?

ଉତ୍ତର- ଜୋତା ବା ଚପଲ

୧୮- ପାକିସ୍ତାନ ଶବ୍ଦର ଅର୍ଥ କଣ ?

ଉୟତ୍ତର- ପବିତ୍ର ସ୍ଥାନ

୧୯- ଦୁନିଆର ସବୁଠାରୁ ବୁଦ୍ଧିମାନ ଦେଶର ନାମ କଣ ?

ଉତ୍ତର- ହଙ୍ଗକଙ୍ଗ

୨୦- କେଉଁ ଫଳ ଖାଇଲେ ଅଧିକ MNT ବଢିଥାଏ ?

ଉତ୍ତର- କିବୀ

୨୧- ମଣିଷ ପରେ ସବୁଠାରୁ ବୁଦ୍ଧିମାନ ଜୀବ କାହାକୁ କୁହାଯାଏ ?

ଉତ୍ତର- ଡଲଫିନ

୨୨- ଦୁନିଆର ସବୁଠାରୁ ପୁରାତନ ଗଛ କେଉଁଠାରେ ଅଛି ?

ଉତ୍ତର- କେଲିଫର୍ନିୟା

୨୩- ମସାକୁ ଅଧିକ କେଉଁ ରଙ୍ଗ ପସନ୍ଦ ହୋଇଥାଏ ?

ଉତ୍ତର- ନୀଳ

୨୪- ବାଘୁଣୀର ଗର୍ଭକାଳ କେତେ ଦିନ ହୋଇଥାଏ ?

ଉତ୍ତର- ୧୦୫ରୁ ୧୧୫ ଦିନ

୨୫- କେଉଁ ଦେଶରେ କୁକୁରଙ୍କୁ ପୂଜା କରାଯାଏ ?

ଉତ୍ତର- ନେପାଳ

୨୬- ୮କୁ ୮ଥର ଲେଖିକି ଏମିତି ଯୋଡିବା କି ଉତ୍ତର ୧୦୦୦ ଆସିବ କୁହ କେମିତି ଯୋଡି ହେବ ?

ଉତ୍ତର- ୮୮୮+ ୮୮+୮+୮+୮= ୧୦୦୦

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଆଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *