ଆପଣଙ୍କର ମ୍ୟାରେଜ କେଉଁ ଅକ୍ଷର ବା ନାମ ଥିବା ବ୍ୟକ୍ତିଙ୍କ ସହ ହେବ ? ବାଛନ୍ତୁ ଗୋଟେ ନମ୍ବର ଓ ଜାଣନ୍ତୁ

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ନିଜ ଜୀବନରେ ମ୍ୟାରେଜ କୁ ନେଇ ବହୁତ ଖୁସି ହୋଇଥାନ୍ତି । ପୁଅ ହେଉ ଆବ ଝିଅ ହେଉ ସମସ୍ତେ ନିଜ ନିଜ ମ୍ୟାରେଜ କୁ ନେଇ ଅନେକ ସ୍ଵପ୍ନ ଦେଖିଥାନ୍ତି । ବିବାହ ପରେ ସେମାନେ କେମିତି କା ଲାଇଫ ପାର୍ଟନର ପାଇବେ ତାଙ୍କ ସହ କେମିତି ମ୍ୟାନେଜ କରି ସାରା ଜୀବନ ବିତାଇବେ ଏ ସବୁ କିଛି ପ୍ରଶ୍ନ ପୁଅ ବ ଝିଅ ଙ୍କ ମନରେ ଆସିଥାଏ । କିନ୍ତୁ କେହି ବି ଜାଣି ନ ଥାନ୍ତି କି ସେମାନଙ୍କ ଯାହାକୁ ମ୍ୟାରେଜ କରିବେ ତାଙ୍କ ନାମର ପ୍ରଥମ ଅକ୍ଷର କଣ ହୋଇପାରେ ।

ତେବେ ଆଜି ଆମେ ଆପଣଙ୍କ ପାଇଁ ମଜାଦାର କୁଇଜ ଗେମ ନେଇ ଆସିଛୁ । ଏଥିପାଇଁ ଆପଣଙ୍କୁ ୫ଟି ଇମୋଜି ମଧ୍ୟ ରୁ ଯେ କୌଣସି ଗୋଟିଏ ଚୟନ କରିବାକୁ ହେବ । ଏହା ପରେ ଆମେ କହିବୁ ଆପଣଙ୍କ ମ୍ୟାରେଜ କେଉଁ ନାମର ବ୍ୟକ୍ତି ଙ୍କ ସହ ହେବ । ତେବେ ଆସନ୍ତୁ ଆରମ୍ଭ କରିବା । ୧- ପ୍ରଥମ ଇମୋଜି : ଆମ ଲିଷ୍ଟର ପ୍ରଥମ ରେ ଯେଉଁ ମାନେ ଇମୋଜି ଚୁଜ କରିଛନ୍ତି ସେମାନଙ୍କର ମ୍ୟାରେଜ ଗ, ନ, ଲ, ପ, ବ ନାମରୁ ଆରମ୍ଭ ହେଉଥିବା ବ୍ୟକ୍ତି ଙ୍କ ସହ ହେବ । ଏହି ନାମର ବ୍ୟକ୍ତି ଙ୍କ ସହ ପ୍ରଥମ ଇମୋଜି ଚୁଜ କରିଥିବା ବ୍ୟକ୍ତିଙ୍କର ମ୍ୟାରେଜ ହେବା ନିଶ୍ଚିନ୍ତ ଅଟେ ।

୨- ଦ୍ଵିତୀୟ ଇମୋଜି : ଆମ ଲିଷ୍ଟର ଦ୍ଵିତୀୟ ରେ ଯେଉଁ ମାନେ ଇମୋଜି ଚୁଜ କରିଛନ୍ତି ସେମାନଙ୍କର ମ୍ୟାରେଜ ସ, ହ, ବ, ଲ ନାମରୁ ଆରମ୍ଭ ହେଉଥିବା ବ୍ୟକ୍ତି ଙ୍କ ସହ ହେବ । ଆପଣଙ୍କର ବିବାହ ଏହି ନାମର ର ବ୍ୟକ୍ତିଙ୍କ ସହ ନିଶ୍ଚିନ୍ତ ହେବ ।

୩- ତୃତୀୟ ଇମୋଜି : ଆମ ଲିଷ୍ଟର ତୃତୀୟ ରେ ଯେଉଁ ମାନେ ଇମୋଜି ଚୁଜ କରିଛନ୍ତି ସେମାନଙ୍କର ମ୍ୟାରେଜ ବ, ଇ, ଓ, କ, ଲ ନାମ ରୁ ଆରମ୍ଭ ହୋଇଥିବା ବ୍ୟକ୍ତି ଙ୍କ ସହ ହେବ ।

୪- ଚତୁର୍ଥ ଇମୋଜି : ଆମ ଲିଷ୍ଟର ଚତୁର୍ଥ ରେ ଯେଉଁ ମାନେ ଇମୋଜି ଚୁଜ କରିଛନ୍ତି ସେମାନଙ୍କର ମ୍ୟାରେଜ ମ, ର, ପ, ତ, ମା ନାମ ର ବ୍ୟକ୍ତି ଙ୍କ ସହ ଆପଣଙ୍କର ମ୍ୟାରେଜ ହେବ ।

୫- ପଞ୍ଚମ ଇମୋଜି : ଆମ ଲିଷ୍ଟର ପଞ୍ଚମ ରେ ଯେଉଁ ମାନେ ଇମୋଜି ଚୁଜ କରିଛନ୍ତି ସେମାନଙ୍କର ମ୍ୟାରେଜ ଦ, ଫ, କ, ୟ, ଉ ନାମର ରୁ ଆରମ୍ଭ ହୋଇଥିବା ବ୍ୟକ୍ତି ଙ୍କ ସହ ନିଶ୍ଚୟ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *