ଆମେ ଯାହାକୁ ସବୁଠାରୁ ଅଧିକ ଭଲ ପାଇଥାଉ ସେ କାହିଁକି ଆମକୁ ମିଳନ୍ତି ନାହି ? ଜାଣି ଆଶ୍ଚର୍ଯ୍ୟ ହେବେ…. Krishna Vani

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ନିଜ ଜୀବନରେ କାହାକୁ ନିଶ୍ଚୟ ଭଲ ପାଇଥିବେ । ଆଉ ନିଜ ଭଲ ପାଇବାକୁ ପାଇବା ପାଇଁ ସମସ୍ତେ ଇଚ୍ଛା ରଖିଥାନ୍ତି । ଆଉ ଇଚ୍ଛା କିଛି ଲୋକଙ୍କର ପୂରଣ ହୋଇଥାଏ ତ ଆଉ କିଛି ଲୋକଙ୍କର ଆଧାର ରହି ଯାଇଥାଏ । ତେବେ ଏମିତି କାହିଁକି ହୋଇଥାଏ କି ଯେବେ ଆମେ କାହାକୁ ପୁରା ସଚ୍ଚା ମନରେ ଭଲ ପାଇଥାଉ ସେ ଆମକୁ ମିଳେ ନାହି କାହିଁକି ? ଏହି ପ୍ରଶ୍ନ ର ଉଦାହରଣ ହେଉଛନ୍ତି ଭଗବାନ ଶ୍ରୀ କୃଷ୍ଣ ଓ ରାଧା ।

ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଠୁଥାଏ ଭଗବାନ ଶ୍ରୀ କୃଷ୍ଣ ଓ ରାଧା ଙ୍କୁ ନେଇ ଯେ ରାଧା କୃଷ୍ଣ ଙ୍କ ପ୍ରେମ ଅମର ଥିଲା ତଥାପି ସେମାନଙ୍କର ବିବାହ କାହିଁକି ହେଲା ନାହି ? କଣ ପାଇଁ ରାଧା କୃଷ୍ଣ ସର୍ବଦା ପାଇଁ  ପରସ୍ପର ଠାରୁ ଅଲଗା ହୋଇଗଲେ ? କଣ ପାଇଁ କୃଷ୍ଣ ରାଧା ଙ୍କୁ ଛାଡିକି ଚାଲିଗଲେ ? କଣ ପାଇଁ କୃଷ୍ଣ ଙ୍କ ଅତୁଟ ପ୍ରେମ ରାଧା ଙ୍କ ପ୍ରତି କମଜୋର ପଡିଗଲା ? କଣ ପାଇଁ ରାଧା ସାରା ଜୀବନ କୃଷ୍ଣ ଙ୍କ ସ୍ମୃତି ରେ ବିତାଇ ଦେଲେ ? କୁହାଯାଏ ସଚ୍ଚା ପ୍ରେମ ଯେଉଁଠି ବି ଥାଉ ନା କାହିଁକି ତା ସଚ୍ଚା ହିଁ ହୋଇଥାଏ ।

ରାଧା କୃଷ୍ଣ ନା ସାଥିରେ ଥିଲେ ନା ବିବଝ କରିଥିଲେ ତେବେ ବି ଦୁହିଙ୍କ ମଧ୍ୟରେ ଏତେ ପ୍ରେମ କେମିତି ଥିଲା ? ଦୁହିଙ୍କ ମଧ୍ୟରେ ଏତେ ଲଗନ କେମିତି ଥିଲା ? ଏହାର ଉତ୍ତର ହେଉଛି ଯେ ଆପଣ କେବେ ଆଇନା ରେ ନିଜକୁ ଦେଖନ୍ତୁ । ଆଇନାରେ ଆପଣ ନିଜର ଦୁଇ ଆଖି କୁ ଦେଖି ପ୍ରଶ୍ନ ପଚାରନ୍ତୁ ଦୁଇ ଆଖି ଏକା ସହ କେମିତି ବନ୍ଦ ହୋଇଥାନ୍ତି ? ଏକା ସହ କାହିଁକି ଖୋଲିଥାନ୍ତି କାହିଁକି ସୋଇଥାନ୍ତି କାହିଁକି କାନ୍ଦିଥାନ୍ତି ?

ଏହାର ଅର୍ଥ ଆପଣ ଯେବେ କୌଣସି ବ୍ୟକ୍ତି ଙ୍କ ସହ ସମ୍ପର୍କ ରଖୁଛନ୍ତି ବିନା ତାଙ୍କ ସହ ଦେଖା କରି କିଛି ଏମିତି ପ୍ରେମ ସମ୍ପର୍କ ଥିଲା ରାଧା କୃଷ୍ଣ ଙ୍କର । ଏମିତି ହିଁ ହୋଇଥାଏ ପ୍ରେମ ଦୁଇ ଟି ଆତ୍ମା କେବେ ବି ମିସିବେ ନାହି କିନ୍ତୁ ସର୍ବଦା ସାଥିରେ ଯୋଡି ହୋଇ ରହିବେ । ଏହି ଭାବନା ନିସ୍ଵାର୍ଥ ହୋଇଥାଏ । ନିସ୍ଵାର୍ଥ ପ୍ରେମ ଆପଣଙ୍କୁ ଆନନ୍ଦ ଆଡକୁ ନେଇ ଯାଇଥାଏ । ନିସ୍ଵାର୍ଥ ପ୍ରେମ କରନ୍ତୁ ରାଧା କୃଷ୍ଣ ପରସ୍ପର ସହ ଯୋଡି ହୋଇ ରହି ପାରିଲେ ଆଉ ତାଙ୍କ ପ୍ରେମ ଅମର ହୋଇ ରହିଗଲା ।

ତେବେ ଯଦି ଆପଣ କାହାକୁ ସଚ୍ଚା ମନରେ ଭଲ ପାଉଛନ୍ତି ଆଉ ତାଙ୍କୁ ପାଇବାକୁ ଚେଷ୍ଟା କରି ବି ହାରି ଯାଉଛନ୍ତି ତେବେ ଜାଣିବେ ଆପଣ ଦୁହିଙ୍କ ପ୍ରେମ ସଚ୍ଚା ଅଟେ । ଆପଣ ଦୁହେଁ ଏକ ନ ହୋଇ ପାରିଲେ ଆତ୍ମା ସହ ଆପଣ ଦୁହେଁ ଯୋଡି ହୋଇ ରହି ଯାଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *