ଦେଖନ୍ତୁ କେମିତି ନିଜ କୁନି ଝିଅ ସହ ନୂତନ ବର୍ଷ ଧୁମଧାମରେ ସେଲିବ୍ରେସନ କଲେ Subhasis ଓ Anisha

ଟିଭି ଇଣ୍ଡଷ୍ଟ୍ରି ରେ ଜବରଦସ୍ତ ଅଭିନୟ କରି କଳାକାର ମାନେ ନିଜର ଅଲଗା ପରିଚୟ ସୃଷ୍ଟି କରିଛନ୍ତି । କିଛି କଳାକାର ମାନେ ନିଜର ମ୍ୟାରେଡ ଲାଇଫକୁ ନେଇ ବେଶ ଚର୍ଚ୍ଚା ରେ ରହିଥାନ୍ତି । ବିଶେଷ କରି ଅଭିନେତ୍ରୀ ମାନେ ନିଜର ପର୍ଶନାଲ ଲାଇଫ ସହ ନିଜର ଷ୍ଟାଇଲ, ଲୁକ କୁ ନେଇ ବେଶ ଚର୍ଚ୍ଚା ରେ ରହିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତା ସୁଭାଶିସ ଓ ଅଭିନେତ୍ରୀ ଆନିଶା କିପରି ନିଜ ଝିଅ ସହ ନୂଆବର୍ଷ ପାଳନ କରିଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ଟିଭି ଜଗତର ଲୋକପ୍ରିୟ ଅଭିନେତା ସୁଭାଶିଷ ଶର୍ମା ଙ୍କୁ ବେସ ଭଲ ଭାବେ ଜାଣିଥିବେ । ସେ ତାଙ୍କର ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣିବାରେ ସଫଳ ହୋଇଛନ୍ତି । ଦର୍ଶକ ମାନେ ମଧ୍ୟ ତାଙ୍କର ଅଭିନୟକୁ ପ୍ରଶଂସା କରିବା ସହ ବହୁତ ସାରା ଭଲ ପାଇବା ଦେଇଛନ୍ତି । ତେବେ ଆନିଶା ଙ୍କ ସହ ଶୁଭାଶିଷଙ୍କ ବିବାହ ହୋଇ ସାରିଛି ।

ଦୀର୍ଘ ଦିନ ତଳେ ଦୁହିଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ତେବେ ଆଜି ହେଉଛି ନୁଆବର୍ଷ ୨୦୨୨ ର ଶୁଭାରମ୍ଭ । ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ କିପରି ଭାବେ ଦୁଇ ଦମ୍ପତି ନିଜ ଝିଅ ସହ ନୂତନ ବର୍ଷର ଅଭିନନ୍ଦନ ଜଣାଉଛନ୍ତି ।

ଦୁହେଁ ନିଜ ଘରକୁ ଖୁବ ସୁନ୍ଦର ଭାବେ ସାଜସଜା କରି ଲାଇଟ ଲଗାଇ ନୂଆବର୍ଷ ସେଲିବ୍ରେସନ କରିଛନ୍ତି । ଆନିଶା ଓ ସୁଭାଶିଷ ଏହି ଭିଡିଓ କୁ ନିଜର ସୋସିଆଲ ଆକାଉଣ୍ଟ ରେ ସେୟାର କରିଛନ୍ତି । ଦର୍ଶକ ମାନେ ମଧ୍ୟ ଏହାକୁ ବହୁତ ସାରା ଲାଇକ ଓ କାମେଣ୍ଟ ଦେଇଛନ୍ତି ।

ସୋସିଆଲ ମିଡିଆରେ ଏହି ଭିଡିଓ ଟି ପ୍ରଚୁର ମାତ୍ରା ରେ ଭାଇରାଲ ହୋଇଛି । କୁନି ଝିଅ ସହ ପ୍ରଥମ ଥର ପାଇଁ ନବବର୍ଷ କୁ ସେଲିବ୍ରେସନ କରିଛନ୍ତି ଆନିଶା ଓ ସୁଭାସିସ । ଆନିଶାଙ୍କ ଝିଅ ନୂଆ ଡ୍ରେସ ପିନ୍ଧିବା ସହ ଖୁବ ସୁନ୍ଦର ଭାବେ ସଜ ହୋଇ ଥିବାର ଏହି ଭିଡିଓ ରେ ନଜର ଆସୁଛନ୍ତି । ଦୁହେଁ ନିଜର କୁନି ଝିଅ ସହ ବେସ ଧୁମଧାମ ରେ ନୂତନ ବର୍ଷ ସେଲିବ୍ରେସନ କରିଛନ୍ତି ।

ଆଶା କରୁଛୁ ଦୁହିଙ୍କ ଦାଂପତ୍ଯ ଜୀବନ ଏମିତି ହସ ଖୁସିରେ ଆଗକୁ ରହିବା ସହ ତାଙ୍କ କୁନି ଝିଅ ମଧ୍ୟ ଭଲରେ ରହୁ । ତେବେ ସୁଭାଶିଷ ଆଜି ବି ନିଜର ଅଭିନୟ କ୍ଯାରିୟର ଜାରି ରଖିଛନ୍ତି । କିନ୍ତୁ ଆନିଶା ନିଜର ଅଭିନୟ ଦୁନିଆରୁ ଦୂରେଇ ଅଛନ୍ତି । କାରଣ ସେ ଘରେ ରହି ନିଜର କୁନି ଝିଅର ଯତ୍ନ ନେଉଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆନିଶା ଓ ସୁଭାଶିଷଙ୍କ ଝିଅ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *