ଧନତେରସ ଦିନ ଘରକୁ ଆଣନ୍ତୁ ଏହି ୧୦ ଟି ଜିନିଷ ଧନର ବୃଦ୍ଧି ହେବ 

ଧନତେରସ ଦିନ କେଉଁ ଜିନିଷ କିଣିବା ଯୋଗୁ ଆପଣଙ୍କ  ଭାଗ୍ୟରେ ପରିବର୍ତନ ହେବ ସହିତ ଘରକୁ ଧନର ଆଗମନ ହୋଇଥାଏ । ଏବେ ଧନତେରସ ଓ ଦୀପାବଳିର ମହୋଲ ଚାଲିଛି ଏହି ଦୁଇ ପର୍ବ ଧନ ସହିତ ଜଡିତ ଅଟେ । ସେଥିପାଇଁ ଏହି ଦୁଇ ଦିନ କରାଯାଇଥିବା କାମ ଆମର ଧାନରେ ବୃଦ୍ଧି କରିଥାଏ ।

ଏହା କାରଣ ଅଟେକି ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଲୋକମାନେ କେତେ କଣ ଉପାୟ କରିଥାନ୍ତି । ଜ୍ୟୋତିଶ ଆଉ ତନ୍ତ୍ର ଶାସ୍ତ୍ରରେ କିଛି ଏମିତି ବିଷୟରେ କୁହାଯାଇଛି ଯାହାକୁ ଘରେ ରଖିବା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

ଆଉ ଘରକୁ ଧାନର ଆଗମନ ହୋଇଥାଏ, ଚାଲନ୍ତୁ ଜାଣିବା କିଛି ଏମିତି ଜିନିଷ ବିଷୟରେ ଯଦି ଏହାକୁ ଦୀପାବଳି ଓ ଧନ୍ତେରସ ଦିନ ଘରେ ସ୍ଥାପନ କରିବେ ଆପଣଙ୍କ ଘରେ ସହେ ବର୍ଷ ପର୍ଯ୍ୟନ୍ତ ତାଙ୍କର ଅଭାବ ରହିବା ନହିଁ ।

ଲୁଣ – ଅନେକ ଲୋକ ଧନତେରସ ଦିନ ସୁନା, ରୂପା, ପିତ୍ତଳ ଆଦି ଅନେକ ଜିନିଷ ଘରକୁ ଆଣିଥାନ୍ତି ଏହା ବଦଳରେ ଯଦି ଗୋଟେ ଲୁଣ ପ୍ୟାକେଟ ଘରକୁ ଆଣିବେ ତାହେଲେ ଆପଣଙ୍କ ଧନରେ ବୃଦ୍ଧି ଘଟିବ । କାରଣ ଲୁଣ ଆପଣଙ୍କୁ ସାମାନ୍ୟ ଲାଗୁଥିବ କିନ୍ତୁ ଲୁଣର ସମ୍ବନ୍ଧ ମାତା ଲକ୍ଷ୍ମୀଙ୍କ ସହିତ ରହିଥାଏ ।

Image Courtesy: Google

ହଳଦୀ – ଯଦି ଧନତେରସ ଦିନ ଖଣ୍ଡ ହଳଦୀ ଘରକୁ ଆଣିବେ ଆପଣଙ୍କ ବହୁତ ଶୁଭ ହୋଇଥାଏ । ଆପଣଙ୍କ ଭାଗ୍ୟରେ ପରିବର୍ତନ ଘଟିବ ।  ଗୋମତୀ ଚକ୍ର ବଜାରରେ ବହୁତ ସହଜରେ ମିଳିଯିବ, ଏହାକୁ ଯଦି ଧନ୍ତେରସ ଦିନ ଘରକୁ ଆଣିବେ ଆପଣଙ୍କ ଧନ ଧନ୍ୟରେ ବୃଦ୍ଧି ଘଟିବ ।

ଶ୍ରୀ ଜନ୍ତ୍ର ଏବଂ କେବେର ଜନ୍ତ୍ର – ଯଦି ଆପଣ ଏହି ଜନ୍ତ୍ର ଘରକୁ ଆଣି ନିଜର ଧନ ରଖିବା ସ୍ଥାନରେ ରଖିବେ ଆପଣଙ୍କ ଧ୍ନରେ ବୃଦ୍ଧି ଘଟିବ ।  ଯଦି ଧନତେରସ ଓ ଦୀପାବଳି ଦିନ ରୂପାର ଗଣେଶ କି ଲକ୍ଷ୍ମୀଙ୍କର ମୂର୍ତି ଆଣିବେ ଓ ବିଧି ବିଧାନର ସହିତ ପୂଜା କରନ୍ତୁ ଏମିତି କରିବା ଦ୍ଵାରା ଘରେ କେବେ ଧନର କମି ହୋଇନଥାଏ ।ଆଉ ଘରେ ସୁଖ ଶାନ୍ତିର ବାସ ହୋଇଥାଏ ।

Image Courtesy: Google

ଲଘୁ ନଡିଆ – ଏହି ନଡିଆ ସାମାନ୍ୟ ନଡିଆ ଠାରୁ ଟିକେ ସାନ ହୋଇଥାଏ, ଏହାକୁ ଶ୍ରୀଫଳ ମଧ୍ୟ କୁହାଯାଏ । ଅର୍ଥାତ ଏହା ମା ଲକ୍ଷ୍ମୀଙ୍କର ଫଳ ହୋଇଥାଏ ଏହାକୁ ଧନ୍ତେରସ କିମ୍ବା ଦୀପାବଳି ଦିନ ପୂଜା କରିବା ପରେ ଏହି ନଡିଆକୁ ଲାଲ କପଡାରେ ବାନ୍ଧି ଏମିତି ଜାଗାରେ ରଖନ୍ତୁ ଯେଉଁଠି ସମସ୍ତଙ୍କର ଆଖି ନପଡିବ । ଏମିତି କରିବା ଦ୍ଵାରା ମାତା ବହୁତ ପ୍ରସନ୍ନ ହୋଇଥାନ୍ତି ଓ ଆପଣଙ୍କ ଘରେ ବାସ କରିବେ ।

ମାତା ଲକ୍ଷ୍ମୀଙ୍କ ଚରଣ ପାଦୁକା –  ଧନତେରସ କିମ୍ବା ଦୀପାବଳି ଦିନ ଲକ୍ଷ୍ମୀଙ୍କର ଚରଣ ପାଦୁକକୁ ଘରେ ସ୍ଥାପିତ କରନ୍ତୁ ଏବଂ ପ୍ରତିଦିନ ଏହାର ପୂଜା କରନ୍ତୁ ଯଦି ଆପଣ ରୂପାର ଆଣିପାରୁ ନାହାନ୍ତି ତାହେଲେ କିଛିବି ଚରଣ ପାଦୁକ ସ୍ଥାପିତ କରନ୍ତୁ । ଏହା ଦ୍ଵାରା ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ଆପଣଙ୍କ ଉପରେ ପ୍ରାପ୍ତି ହେବ ।

Image Courtesy: Google

କଉଡି – ଏହି ଜିନିଷ ଦେଖିବାରେ ତ ବହୁତ ସାମାନ୍ୟ ହୋଇଥାଏ କିନ୍ତୁ ଏହାର ପ୍ରଭାବ ବହୁତ ଚମତ୍କାରୀ ଅଟେ । ଏହାକୁ ମାତା ଲକ୍ଷ୍ମୀଙ୍କର ପ୍ରତୀକ ବୋଲି କୁହାଯାଏ । ଧନତେରସ କିମ୍ବା ଦୀପାବଳି ଦିନ ଯଦି ଆପଣ ପୂଜା ଘରେ ବା ସିନ୍ଦୁକରେ ସ୍ଥାପିତ କରିବେ ତ ଆପଣଙ୍କ ଘରେ ଧନର ବର୍ଷ ହେବ ।

ମୋତି ଶଙ୍ଖ – ମୋତି ଶଙ୍ଖ ଗୋଟେ ଦୁର୍ଲଭ  ପ୍ରକାର ଶଙ୍ଖ ଅଟେ । ତନ୍ତ୍ରରେ ଏହି ଶଙ୍କର ବହୁତ ମହତ୍ଵ ରହିଛି । ଏହି ଶଙ୍ଖ ଦେଖିବାରେ ବହୁତ ସୁନ୍ଦର ହୋଇଥାଏ ।ଆଉ  ଧନକୁ ନିଜ ଆଡକୁ ଆକର୍ଷିତ କରିଥାଏ । ଯଦି ଦୀପାବଳି କି ଧନତେରସ ଦିନ ନିଜ ପୂଜା ଘରେ ସ୍ଥାପିତ କରିବେତ ଆପଣଙ୍କ ସବୁ ମନୋସ୍କମନା ପୂରଣ ହୋଇଥାଏ ।

Image Courtesy: Google

ଏକାକୀ ନଡିଆ – ଏହା ଗୋଟେ ଖାସ ପ୍ରକାର ନଡିଆ ଅଟେ । ଏହି ନଡିଆରେ ଆଖିପାରି ଗୋଟେ ଆକୃତି ଥାଏ ଏହି କାରଣରୁ ଏହି ନଡିଆକୁ ଏକ ଆଖି ନଡିଆ ବୋଲି କୁହାଯାଏ । ଧନ ତେରସ ଦିନ ଏହି ନଡିଆକୁ ଘରେ ସ୍ଥାପିତ କରିବା ଦ୍ଵାରା ମନୁଷ୍ୟର ଭାଗ୍ୟ ଦେଖୁ ଦେଖୁ ବଦଳି ଯାଇଥାଏ ।

Leave a Reply

Your email address will not be published. Required fields are marked *