ଧନଲାଭ ପାଇଁ ଆଜି ହିଁ କରନ୍ତୁ ଲେମ୍ବୁର ଏହି ଉପାୟ, ମିଳିବ ଏହି ବଡ଼ ଲାଭ ।

ଧନ କାହାକୁ ବା ନ ଦରକାର, ଏହି ଧନ ପାଇଁ ଲୋକେ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଉଛନ୍ତି । ଆମ ସମାଜର କେତେ ଉପାୟ ଆଜି ବି କରା ଯାଊଛି । ଆମ ଗ୍ରନ୍ଥରେ ବି କେତେ ଏମିତି ପ୍ରୟୋଗ ବିଷୟରେ କୁହା ଯାଇଛି ଯାହା ସାହାଯ୍ୟରେ ଅସମ୍ଭବ କାର୍ଯ୍ୟ ମଧ୍ୟ କରାଯାଇ ପାରିବ । ଏମିତିରେ ଆଜି ଆମେ ଆପଣଙ୍କୁ କିଛି ଉପାୟ କହିବାକୁ ଯାଉଛୁ, ଆପଣ ଏହାକୁ କରିପାରିବେ ଓ ବହୁତ କିଛି ମଧ୍ୟ ପାଇପାରିବେ ।

ଜାଣିବା ସେହି ଟୋଟକେଙ୍କ ବିଷୟରେ :

ଯଦି ଆପଣଙ୍କୁ କୌଣସି ଜିନିଷରେ ସଫଳ ହେବାକୁ ଅଛି ତେବେ ଲେମ୍ବୁ ଉପରେ 4 ଲବଙ୍ଗ ଲଗାଇ ଦିଅନ୍ତୁ ଓ ଶ୍ରୀ ହନୁମତେ ନମଃ:  ମନ୍ତ୍ରକୁ 21 ଥର ଜପ କରିବା ପରେ ଲେମ୍ବୁକୁ ନିଜ ପାଖରେ ରଖନ୍ତୁ ।  ଧନ ଲାଭ ପାଇଁ ସୋରିଷ ତେଲ ନେଇଁ ଦୀପରେ ଢାଳନ୍ତୁ ଏବଂ ସେଥିରେ 2 ଟି ଲବଙ୍ଗ ପକାନ୍ତୁ । ଏହାପରେ ଏହି ଦୀପର ବ୍ୟବହାର ହନୁମାଙ୍କର ପୂଜା କରନ୍ତୁ ଲାଭ ନିଶ୍ଚୟ ମିଳିବ ।

କାମରେ ମନ ଲଗାଇବା ପାଇଁ କର୍ପୁର ଓ ଗୋଟେ ଫୁଲ ଥିବା ଲବଙ୍ଗ ଜଳାଇ ଦୁଇ ଓ  ତିନି ଦିନରେ ଗୋଟେ ଥର ଖାଇ ଦିଅନ୍ତୁ । ଏହା ଦ୍ବାରା ମନ ଶାନ୍ତି ରହିବ । ଯଦି ଆପଣଙ୍କ ଘରେ ଛୋଟ ଛୁଆ ବା ବଡ଼ ବ୍ୟକ୍ତିକୁ କାହାର ଖରାପ ନଜର ଲାଗିଛି ତା ମୁଣ୍ଡରୁ ଗୋଡ଼ ଯାଏ ସାତ ଥର ଲେମ୍ବୁ ବାର ନିଅନ୍ତୁ ଓ ଏହି ଲେମ୍ଵୁକୁ ଚାରି ଖଣ୍ଡ କରି କେଉଁ ଗୋଟେ ନିଛାଟିୟା ଜାଗା ବା କେଉଁ ତିରାହି ରେ ପକାଇ ଦିଅନ୍ତୁ ।  ଘରୁ ନାକର୍ତ୍ମକ ଉର୍ଜାକୁ ଦୁର କରିବା ପାଇଁ ଘରେ ଲେମ୍ବୁର ଗଛ ଲଗାନ୍ତୂ କାହିଁକି ନା ଲେମ୍ବୁର ଗଛ ଦ୍ଵାରା ଆଖପାଖର ବାତାବରଣ ସକର୍ତ୍ମାକରେ ଭରପୁର ରହିଥାଏ ।

ଦେଖିବେ କିଛି ଲୋକ ତାଙ୍କ ଘରେ ଆଗରେ ଲେମ୍ବୁ ଓ ଲଙ୍କା ଟାଙ୍ଗୀ ଥାଆନ୍ତି କାହିଁକି ସେମାନେ ଟାଙ୍ଗୀ ଥାଆନ୍ତି ଜାଣିଛନ୍ତି ସେ ଏଥିପାଇଁ ଟାଙ୍ଗୀ ଥାଆନ୍ତିକି ଯେମିତି କିଛି ଖରାପ ଶକ୍ତିର ନଜର ଏହି ଘରେ ନ ପଡେ ଏବଂ ଘରେ ଭିତରକୁ ନ ଯାଆନ୍ତୁ । ଲେମ୍ବୁ ଦ୍ଵାରା କେତେ ଆମ ଜୀବନରେ ଲାଭ ବାନ ହୋଇଥାଏ ଜାଣିଲେ ତ ତେବେ ଲେମ୍ବୁ କିଣି ଘରେ ଉପଯୋଗ କରନ୍ତୁ ।

Leave a Reply

Your email address will not be published. Required fields are marked *