ଧନ୍ତେରସ ଦିନ କେବେବି କିଣନ୍ତୁ ନାହିଁ ଏହି ଜିନିଷ, ନଚେତ କିଟିପତି ବି ହୋଇଯିବେ ଭିକାରି

ଧନ୍ତେରସରେ ଏହି ଜିନିଷ କିଣିବା ଦ୍ଵାରା ଆସିଥାଏ ବହୁତ ବଡ ବିପଦ । ଏମିତି କରିବା ଦ୍ଵାରା ଆପଣଙ୍କୁ ଗରିବ ହେବାକୁ କେହିମଧ୍ୟ ରୋକୀ ପାରିବେ ନହିଁ, ଏହି ଜିନିଷ କିଣିବାରୁ ଦୂରେଇ ରୁହନ୍ତୁ । ଦୀପାବଳି ପର୍ବକୁ ଧନ୍ତେରସରୁ ହିଁ ପାଳନ କରାଯାଇଥାଏ, ଧନ୍ତେରସ ରେ ଜିନିଷ କିଣିବା ବହୁତ ଭଲ ହୋଇଥାଏ ।

ଏହାକୁ ଶୁଭ ଓ ବହୁତ ମଙ୍ଗଳ କାରି ହୋଇଥାଏ । ଏହି ଦିନ ଧନର ଦେବତା କୁବେର ଓ ମାତା ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ । ଧନ୍ତେରସ କାର୍ତିକ ମାସର ତେର ଦିନ ଓ ଦୀପାବଳିର ଦୁଇଦିନ ପୂର୍ବରୁ ମନା ଯାଇଥାଏ । ଆଜି ଆମେ ଆଲୋଚନା କରିବା ଧନତେରସରେ କଣ କିଣିବା ଠିକ ହୋଇନଥାଏ ।

ଯେଉଁଥିରେ ବିପଦ ଆପଣଙ୍କ ଘରକୁ କେବେବି ନଆସୁ । ଏହି ସବୁ କଥାର ଯଦି ପାଳନ କରାଯିବ ଘରେ ସୁଖ ସମୃଦ୍ଧି ଆସିଥାଏ ଓ ଘରେ ସକାରାତ୍ମକ ଊର୍ଜାର ବାସ ହୋଇଥାଏ । ଲୁହା ଭଳି ଜିନିଷ କେବେବି ଧନ୍ତେରସ ଦିନ ଆଣିବେ ନହିଁ, ଏହା ବହୁତ ଖରାପ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଧନତେରସ ଦିନ ଲୁହା କେବେବି କିଣିବେ ନହିଁ । ଏହି ଦିନ ସୁନା ଚାନ୍ଦି, ହୀରା ମୋତି ତମ୍ବା ପିତଳ ଜିନିଷ ଏହି ଦିନରେ କିଣାଯାଇଥାଏ ।

ଜ୍ୟୋତିଷ ଅନୁସାରେ ଧନ୍ତେରସ ଦିନ ଗାଡି କେବେବି କିଣିବେ ନହିଁ, ରାହୁ କାଳ ହୋଇଥାଏ ଓ ଏହି ଦିନରେ ବାହନ କିଣିବା ଜମାବି ଠିକ ହୋଇନଥାଏ । ଧନ୍ତେରସ ଦିନ କାଚର ଜିନିଷ କିଣିବା ଅନୁଚିତ ହୋଇଥାଏ ଓ ଏହି ଦିନରେ ଧାରୁଆ ଜିନିଷ ମାନେ ଛୁରୀ, କଇଁଚି, ଆଦି କିଣିବା ଅନୁଚିତ ହୋଇଥାଏ । ହିନ୍ଦୁ ଧର୍ମ ଅନୁସାରେ ପୂଜାପର୍ବରେ କଳା ରଙ୍ଗର ବସ୍ତ୍ର ପିନ୍ଧିବା ଅନୁଚିତ ହୋଇଥାଏ ଓ କିଣିବା ମଧ୍ୟ ଠିକ ହୋଇନଥାଏ । ଧନ୍ତେରସରେ ମଧ୍ୟ ଧଳା ରଙ୍ଗର କପଡା ମଧ୍ୟ କିଣିବା ଉଚିତ ନୁହେଁ ।

ଯଦି ଭୁଲରେବି ଏହି ସବୁ ଜିନିଷର କିଣାକିଣି କରୁଛନ୍ତି ଆପଣଙ୍କ କେଉଁବି ତାକତ ଗରିବ ହେବାରୁ ରୋକୀ ପାରିବେନି । ସେଥିଲାଗି ଏହି କଥା ମନି ଧନ୍ତେରସ ଠିକସେ ପାଳନ କରନ୍ତୁ ଓ ନିଜ ଘରେ ଖୁସି ଆଣନ୍ତୁ । ଶାକରାତ୍ମକ ଊର୍ଜା ନିଜଘରକୁ ଆଣିବା ପାଇଁ ଏହି ସବୁ କଥା ମାନି ଘରୁ ନକରାତ୍ମକ ଊର୍ଜାକୁ ଦୁରାଇ ରଖନ୍ତୁ । ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *