ନବୀନ ପଟ୍ଟନାୟକ ଙ୍କ ଦରମା ଜାଣି ଆଶ୍ଚର୍ଯ୍ୟ ହେବେ!

ଆଜି ଆମେ ଆମ ଦେଶ ର ରାଜନେତା ମାନଙ୍କ ର ଦରମା ବିଷୟ ରେ ଜାଣିବା । ସମସ୍ତଙ୍କର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ, ଏମଏଲଏ, ଏମପି ଙ୍କ ସଠିକ ଦରମା ବିଷୟରେ ଜାଣିବା । ଏହି ସବୁ ତଥ୍ୟ ଗଭର୍ମେଣ୍ଟ ର ଅଫ୍ଫିସିଆଲ ୱେବସାଇଟ ରେ ମିଳିଥାଏ । ଆସନ୍ତୁ ଜାଣିବା ସମସ୍ତଙ୍କର ସାଲାରୀ ବିଷୟରେ ।

ପ୍ରଥମେ ଆମେ ଆମ ଦେଶ ର ରାଷ୍ଟ୍ରପତି ଶ୍ରୀଯୁକ୍ତ ରାମନାଥ କୋବିନ୍ଦ ଙ୍କ ଦରମା ବିଷୟରେ ଜାଣିବା । ରାମନାଥ କୋବିନ୍ଦ ଙ୍କ ଦରମା ହେଉଛି ୫ଲକ୍ଷ ଟଙ୍କା । ଆଉ ଏହି ସାଲାରି ସମସ୍ତଙ୍କଠୁ ବେଶି । ଯାହା ବି ଗଭର୍ମେଣ୍ଟ ଅଫ୍ଫିସର ଅଛନ୍ତି ଭାରତ ରେ । ସମସ୍ତଙ୍କ ଠାରୁ ଅଧିକ ଦରମା ପାଇଥାନ୍ତି ଆମ ଦେଶ ର ରାଷ୍ଟ୍ରପତି । ପ୍ରଥମେ ଏହା ୧ଲକ୍ଷ ଟଙ୍କା ଥିଲା ଏବେ ବଢି ୫ଲକ୍ଷ ଟଙ୍କା ହୋଇଛି ।

ଦ୍ଵିତୀୟ ରେ ହେଉଛନ୍ତି ଉପ ରାଷ୍ଟ୍ରପତି । ଆମ ଦେଶ ର ଉପ ରାଷ୍ଟ୍ରପତି ଙ୍କ ସାଲାରୀ ୪ଲକ୍ଷ ଟଙ୍କା । ବର୍ତ୍ତମାନ ଆମ ଦେଶ ର ଉପ ରାଷ୍ଟ୍ରପତି ଅଛନ୍ତି ଭେଙ୍କିଆ ନାଇଡୁ ।

ତୃତୀୟ ରେ ହେଉଛନ୍ତି ପ୍ରଧାନମନ୍ତ୍ରୀ । ଆମ ଦେଶ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ସାଲାରି ହାଉଛି ୨ଲକ୍ଷ ୭୫ହଜାର ଟଙ୍କା । ଏହା ତାଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ମାସ କୁ ମାସ ଆସିଥାଏ ଗଭର୍ମେଣ୍ଟ ତରଫ ରୁ । ଆଉ ଏହାକୁ ଛାଡି ସୁରକ୍ଷା,ରହିବା ଖାଇବା ର ଖର୍ଚ୍ଚ, ଯିବା ଆସିବା ଖର୍ଚ୍ଚ  ରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ ।

ଚର୍ତୁଥ ରେ ଦେଶ ର ରାଜ୍ୟପାଳ ମାନଙ୍କ ଦରମା ବିଷୟରେ ଜାଣିବା । ଆମ ରାଜ୍ୟ ର ରାଜ୍ୟପାଳ ହେଉଛନ୍ତି ଗଣେଶୀ ଲାଲ । ତାଙ୍କର ମାସିକ ଦରମା ହେଉଛି ୩ଲକ୍ଷ ୫୦ହଜାର ଟଙ୍କା । ପଞ୍ଚମ ରେ ହେଉଛନ୍ତି ଦେଶ ର ନ୍ୟାୟପାଳ । ଚିଫ ଜଷ୍ଟିସ ଅଫ ଇଣ୍ଡିଆ ସୁପ୍ରିମ କୋର୍ଟ ର । ତାଙ୍କ ସଲାରି ହେଉଛି 2ଲକ୍ଷ ୮୦ହଜାର ଟଙ୍କା ।

ତାପରେ ଷଷ୍ଠ ସ୍ଥାନ ରେ ଆସୁଛନ୍ତି ସୁପ୍ରିମ କୋର୍ଟ ର ଜଜ ମାନେ । ସେମାନଙ୍କ ସଲାରି ହାଉଛି ୨ଲକ୍ଷ ୫୦ହଜାର ଟଙ୍କା । ରାଜ୍ୟ ର ହାଇକୋର୍ଟ ର ନ୍ୟାୟାଧୀଶ ବା ଚିଫ ଜଷ୍ଟିସ ଙ୍କ ସଲାରି ହାଉଛି ୨ଲକ୍ଷ ୫୦ହଜାର ଟଙ୍କା । ହାଇକୋର୍ଟ ର ଓକିଲ ମାନଙ୍କ ର ସଲାରି ହାଉଛି ୨ଲକ୍ଷ ୨୫ହଜାର ଟଙ୍କା ।

ମେମ୍ବର ଅଫ ପାର୍ଲାମେନ୍ଟ ମନ ଙ୍କର ସଲାରି ହାଉଛି ୧ଲକ୍ଷ ଟଙ୍କା । ରାଜ୍ୟ ର ମୁଖ୍ୟମନ୍ତ୍ରୀ ଓ ଏମପି ମାନଙ୍କର ସଲାରି ଅଲଗା ଅଲଗା ହୋଇଥାଏ । ତେଲଙ୍ଗାନା ର ମୁଖ୍ୟମନ୍ତ୍ରୀ ସବୁ ଠାରୁ ଅଧିକ ଦରମା ପାଇଥାନ୍ତି । ତାଙ୍କ ସଲାରି ହେଉଛି ୪ଲକ୍ଷ ୧୦ହଜାର ଟଙ୍କା । ଏବଂ ତେଲେଙ୍ଗାନା ର ଏମଏଲଏ ଙ୍କ ସଲାରି ହେଉଛି ୨ଲକ୍ଷ ୫୦ହଜାର ଟଙ୍କା । ଯାହା ପ୍ରଧାନମନ୍ତ୍ରୀ ଙ୍କ ଦରମା ସହ ସମାନ । ତା ପରେ ଦିଲ୍ଲୀ ରେ ସବୁଠାରୁ ଅଧିକ ଦରମା ପାଆନ୍ତି ।

ଦିଲ୍ଲୀ ର ମୁଖ୍ୟମନ୍ତ୍ରୀ ଙ୍କ ସଲାରି ହେଉଛି ୪ଲକ୍ଷ ଟଙ୍କା । ଏବଂ ଏମଏଲଏ ଙ୍କ ସଲାରି ହେଉଛି ୨ଲକ୍ଷ ଟଙ୍କା । ତୃତୀୟ ରେ ଉତ୍ତର ପ୍ରଦେଶ ରେ ମୁଖ୍ୟମନ୍ତ୍ରୀ ଙ୍କ ସଲାରି ହେଉଛି ୩ଲକ୍ଷ ୫୦ହଜାର ଟଙ୍କା । ଓ ସେଠାରେ ଏମଏଲଏ ମାନଙ୍କ ଦରମା ହେଉଛି ୨ଲକ୍ଷ ଟଙ୍କା ।

ମହାରାଷ୍ଟ୍ର ର ମୁଖ୍ୟମନ୍ତ୍ରୀ ଙ୍କ ଦରମା ହେଉଛି ୩ଲକ୍ଷ ୪୦ହଜାର ଟଙ୍କା  ଓ ଏମଏଲଏ ମାନଙ୍କର ସାଲାରି ହେଉଛି ୧ଲକ୍ଷ ୯୦ହଜାର ଟଙ୍କା । ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସଲାରି ହେଉଛି ୧ଲକ୍ଷ ୬୫ହଜାର ଟଙ୍କା । ଏବଂ ଓଡିଶା ର ଏମଏଲଏ ମାନଙ୍କର ସାଲାରି ହେଉଛି ମାତ୍ର ୩୫ହଜାର ଟଙ୍କା ।

ସବୁଠାରୁ କମ ସାଲାରି ନାଗାଲାଣ୍ଡ ରେ ମିଳିଥାଏ । ନାଗାଲାଣ୍ଡ ର ମୁଖ୍ୟ ମନ୍ତ୍ରୀଙ୍କ ଦରମା ହେଉଛି ୧ଲକ୍ଷ ୧୦ହଜାର ଟଙ୍କା ଓ ସେଠାକାର ଏମଏଲଏ ମାନଙ୍କ ର ଦରମା ହେଉଛି ୨୦ହଜାର ଟଙ୍କା ।  ଯଦି ଆପଣମାନଙ୍କୁ ଆମ କଥା ଭଲ ଲାଗିଥାଏ ତେବେ ଆମକୁ କମେଣ୍ଟ ରେ ନିଶ୍ଚୟ କୁହନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *