ଦିନରେ ଦୁଇ ଥର ଦୁଇ ଚାମଚ ଖାଆନ୍ତୁ ଦହି, ଜାଣନ୍ତୁ ଏହାର ଆଶ୍ଚର୍ଯ୍ୟ କରିଦେଲାଭଳି ଫାଇଦା

କଣ ଆପଣ ଏହା ଜାଣିଛନ୍ତି ଯେ ଗୋଟେ ଗିନାଭର୍ତ୍ତି ତାଜା ଦହି ଆପଣଙ୍କ ଶରୀର ଅଧା ରୋଗ ଦୂର କରି ଦେଇଥାଏ, ଦହି ଖାଇବାର ବହୁତ ଲାଭ ହୋଇଥାଏ । ଦହି ଗୋଟେ ପ୍ରକାର ପ୍ରୋବାୟୋଟିକ ହୋଇଥାଏ ଯାହା ପେଟ ଏବଂ ପାଚନ ତନ୍ତ୍ର ସବୁ ପ୍ରକାର ସମସ୍ୟା ପାଇଁ ବହୁତ ଲାଭକାରୀ ହୋଇଥାଏ । ଦହି ସେବନ ଦ୍ଵାରା ପେଟରେ ଗ୍ୟାସ ହୋଇନଥାଏ, ଦହି ଏମିତି ଏକ ଖାଦ୍ୟ ପଦାର୍ଥ ଯାହା ଜଳଖିଆ ଭଳି ମଧ୍ୟ କେବେବି ଖାଇ ହବ । ଏହାକୁ ଚିୟା ସିଡ୍ସ, ସୂର୍ଯ୍ୟମୁଖି ସିଡ୍ସ ଏବଂ କଦ୍ଦୁ ସିଡ ସହ ମିଶେଇ ସନ୍ଧ୍ୟା ବେଳେ ସେବନ କରା ଯାଇ ପାରିବ, ତେବେ ଆଜି ଆମେ ଆପଣଙ୍କୁ ଦୁଇ ଚାମଚ ଦହି ପ୍ରତିଦିନ ଖାଇବାର ଲାଭ ବିଷୟରେ କହିବାକୁ ଯାଉଛୁ ।

ଆଜି ଆମେ ଆପଣଙ୍କୁ ଏହା କହିବା ପାଇଁ ଚାହୁଁଛୁ ଯେ ଦିନରେ ଦୁଇ ଥର ଦହି ସେବନ କଲେ ଏହା ଆମ ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ, ପେଟ ଖରାପ ଏବଂ ପେଟ ଗରମ ସମସ୍ଯା ମଧ୍ୟ ଏହା ସେବନ ଦ୍ଵାରା ସମାପ୍ତ ହୋଇଥାଏ । ସପ୍ତାହ ରେ କେବଳ ଦୁଇ ଥର ଯଦି ଆପଣ ଦହି ସେବନ କରନ୍ତି ତେବେ ଏହା ଦ୍ଵାରା ବ୍ଲଡ ପ୍ରେସର ନିୟନ୍ତ୍ରଣ କରିଥାଏ ଓ ହାର୍ଟ ଷ୍ଟ୍ରୋକ ଏବଂ ହୃଦୟ ସମ୍ବନ୍ଧିତ ସମସ୍ୟା ଠାରୁ ମଧ୍ୟ ମୁକ୍ତି ଦେଇ ଥାଏ । ଆମେରିକାରେ ହୋଇଥିବା ଏକ ଅଧ୍ୟୟନ ଅନୁଯାଇ ଦହି ଏକ ଭଲ ଏବଂ ଲାଭକାରୀ ଖାଦ୍ୟ ପଦାର୍ଥ ଅଟେ, ସ୍ୱାସ୍ଥ୍ୟ ପାଇଁ ଦହି ବନେଇବା ପ୍ରଡକ୍ଟ ବହୁତ ଭଲ ବୋଲି କୁହା ଯାଇଛି ।

ଯଦି ଆପଣ ପ୍ରତିଦିନ ଦହି ସେବନ କରନ୍ତି ତେବେ ଦହି ଦ୍ଵାରା ମହିଳାଙ୍କ ଭିତରେ ୩୦% ଏବଂ ପୁରୁଷଙ୍କ ଭିତରେ ୧୯% ହାର୍ଟ ଅଟାକ ବିପଦ କମି ଯାଇଥାଏ । ଯେଉଁ ଲୋକ ହାଇପର ଟେନସନ ଭଳି ସମସ୍ୟା ଦ୍ଵାରା ପୀଡିତ ଅଛନ୍ତି ତାଙ୍କୁ ପ୍ରତିଦିନ ଦୁଇ ଥର ଦହି ଖାଇବା ଉଚିତ ତେବେ ତାଙ୍କ ରୋଗ ବିପଦ କମି ଯାଇଥାଏ, ତେବେ ଏହି ଗରମ ଦିନରେ ନିଜକୁ ସ୍ଵସ୍ଥ ରଖନ୍ତୁ ଏବଂ ଦହି ସେବନ କରନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଭଲ କରିଥାଏ । ଫଳ ସହ ଦହି କମ୍ବିନେସନ ଭଲ ହୋଇଥାଏ, ଏହାର ସ୍ଵାଦ ଏବଂ ସ୍ଵସ୍ଥ ରହିବା ଉଚିତ, ପ୍ରାୟତଃ ଲୋକ ଏହାକୁ ଗରମ ଦିନରେ ଖାଇବା ପସନ୍ଦ କରନ୍ତି ।

Leave a Reply

Your email address will not be published. Required fields are marked *