ଡାକ୍ତର ଆମକୁ ଫେରାଇ ଦେଇଥିଲା, ତାପରେ ଆମେ ଆସିଲୁ ବାବାଙ୍କ ପାଖକୁ ବାବା ଏମିତି ଫୁଙ୍କିଲେ ଯେ… ଦେଖନ୍ତୁ କଣ କହୁଛନ୍ତି ଭକ୍ତ ମାନେ

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ଡେକମା ଖବର ଆସି ପହଞ୍ଚିଛି ତାହାକୁ ଆମେ ଅନ୍ଧ ବିଶ୍ଵାସ କହିବା ନା ବିଶ୍ଵାସ ଆପଣ ଦ୍ଵନ୍ଦରେ ପଡିଯିବେ । ଯେ କେହି ଏହାକୁ ଶୁଣିବେ ପ୍ରଥମେ ଅନ୍ଧବିଶ୍ଵାସ ହିଁ କହିବେ । କିନ୍ତୁ ପରେ ସମ୍ପୂର୍ଣ କଥା ଜାଣିବା ପରେ ବିଶ୍ଵାସ ମଧ୍ୟ କରିବାକୁ ଲାଗିବେ । ଯାହାକୁ ଡାକ୍ତର ଭଲ କରି ପାରିଲେ ନାହିଁ ତାହାକୁ ବାବା ଭଲ କରିଦେଲେ । ତେବ ଏନେଇ କଣ ରହିଛି ସମ୍ପୂର୍ଣ ଖବର ଆଉ ଡେରି ନକରି ଆସନ୍ତୁ ନଜର ପକାଇବା ।

ଯେଉଁ ରୋଗରୁ ମୁକ୍ତି ମିଳିପାରୁନି ଡାକ୍ତରଙ୍କ ଔଷଧରେ । ସେହି ରୋଗରୁ ମୁକ୍ତି ପାଉଛନ୍ତି ବାବାଙ୍କ ସ୍ପର୍ଶରେ । ବାବା ହାତ ମାରିଲେ ଭଲ ହେଇଯାଉଛି ରୋଗ । ଟିଉମର ରୋଗ ମଧ୍ୟ ବାବାଙ୍କ ହାତ ସ୍ପର୍ଶରେ ଦୂରେଇ ଯାଉଛି । ବାବାଏନକେ ପାଖକୁ ଆସିଥିବା ବ୍ୟକ୍ତି ମାନେ ନିଜର ଆରୋଗ୍ୟ ଲାଭର ଅନୁଭୂତି ବଖାଣିଛନ୍ତି । ଯାହା ଅବିଶ୍ଵସନୀୟ ହେଲେ ମଧ୍ୟ ସତ୍ୟ ବୋଲି ମାନିବାକୁ ବାଧ୍ୟ ହେଉଛନ୍ତି ଲୋକ ।

ଡାକ୍ତରଙ୍କ ପାଖରୁ ନିରାଶ ହୋଇ ଫେରିଥିବା ବ୍ୟକ୍ତି ଗୋଗଳ ଆସି ବ୍ରହ୍ମଦଣ୍ଡ ସ୍ପର୍ଶରେ ରୋଗରୁ ଆଶ୍ଵସ୍ତି ପାଇଥିବାର କଥା କହିଛନ୍ତି । ବିନା ଔଷଧରେ ଭଲ ହୋଇ ଫେରୁଥିବାର କଥା ଲୋକେ କହୁଛନ୍ତି । ଏଭଳି ଏକ ଅଲୌକିକ ଘଟଣାର ସ୍ଥଳୀର ଅବସ୍ତିତି ହେଉଛି ଜଗତସିଂପୁର ଜିଲ୍ଲାର ବାଲିକୁଦା ବ୍ଲକ ଅନ୍ତର୍ଗତ ସଂଗ୍ରାମପୁର ପଞ୍ଚାଯତ ଅଧୀନ କୁମ୍ଭାରୀ ଗୋଗଳ ଗ୍ରାମରେ ଅଛି ।

ସେଠାକୁ ଆସିଥିବା ଲୋକେ ତାଙ୍କର ଅନୁଭୂତି କୁ ଜଣାଇଛନ୍ତି କାହାର ଆଣ୍ଠୁ ଗଣ୍ଠି ବିନ୍ଧା ହେଉଥିଲା ତ କାହାର କର୍କଟ ରୋଗ ଆଉ କାହାର ଷ୍ଟୋନ ରୋଗ ହୋଇଥିଲା । ତେବେ ଯେତେ ବଡ ବଡ ରୋଗ ହେଉ ନା କାହିଁକି ବୀନା ଡାକ୍ତର ଏବଂ ଔଷଧରେ ବାବାଙ୍କ ସ୍ପର୍ଶ ପାଇ ପ୍ରକୃତରେ ସୁସ୍ଥ ଅନୁଭବ କରିବା କଥା କହିଛନ୍ତି । ଯାହା ମେଡିକାଲର ଡାକ୍ତର କରିପାରିଲେ ନା ତାହା ଜେନ ବାବା କରି ଦେଖାଉଛନ୍ତି ।

ଲୋକ ଏହି କଥାର ପ୍ରମାଣ ମଧ୍ୟ ପାଇଛନ୍ତି ନିଜେ ପ୍ରତ୍ୟକ ଦର୍ଶୀ ରୋଗୀ ମାନେ ନିଜର କଷ୍ଟ ଦୂର ହେବାର କଥା ଜଣାଇଛନ୍ତି । ତେବଡେ ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ସେ ନା କୌଣସି ଔଷଧ ଦେଉଛନ୍ତି ନା କୌଣସି ଚିକିତ୍ସା କରାଉଛନ୍ତି କେବଳ ହାତର ସ୍ପର୍ଶରେ ବାବା ରୋଗୀର ରୋଗକୁ ହରଣ କରୁଛନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭାଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *