Humane Sagar ଙ୍କ ପତ୍ନୀ Shriya ଖୋଲି କହିଲେ ତାଙ୍କ ସହ ହେଉଥିବା ନିର୍ଯ୍ୟାତନା ବିଷୟରେ, କହିଲେ “ଗୀତ ଗାଇ ମଦ ପିଇ ଆସୁଛି ଆଉ ମୋତେ…”!

ନମସ୍କାର ବନ୍ଧୁଗଣ, ଖବର ଅନୁଯାୟୀ ଏବେ ଏବେ ଏକ ବଡ ଖବର ଆସି ପହଞ୍ଚିଛି । ଆମ ଓଡିଆ ସିନେ ଜଗତର ସମସ୍ତଙ୍କ ମନ ମୋହୁଥିବା ସିଙ୍ଗର ହ୍ୟୁମାନ ସାଗରଙ୍କ ନାମରେ ତାଙ୍କ ସ୍ତ୍ରୀ ଆଣିଛନ୍ତି ଏକ ବଡ ଅଭିଯୋଗ । ଯାହା ଏବେ ସମ୍ପୂର୍ଣ ଚର୍ଚ୍ଚାର ବିଷୟ ପାଲଟିଛି । କାହିଁକି ମଧୁର ଗୀତ ଗାଉଥିବା ସିଙ୍ଗରଙ୍କ ମଧୁର ସମ୍ପର୍କ ଭାଙ୍ଗିବା ପାଇଁ ଯାଉଛି କାହିଁକି ତାଙ୍କ ପତ୍ନୀ ଥାନାରେ ଅଭିଯୋଗ ଆଣିଛନ୍ତି ? ତେବେ କଣ  ରହିଛି ପୁରା ଖବର ଆଉ ଡେରି ନକରି ଆସନ୍ତୁ ଜାଣିବା ।

ସମସ୍ତ ଓଡିଶାବାସୀଙ୍କ ବାସୀଙ୍କ ପାଇଁ ଭଲ ହୋଇଥିବା ବେଳେ ହ୍ୟୁମାନ ତାଙ୍କ ସ୍ତ୍ରୀଙ୍କ ପାଇଁ ଖରାପ ସାଜିଛନ୍ତି । ଉପରେ ନୟକ ହୋଇଥିବା ବେଲଦେ ଭିତରେ ଖଳ ନାୟକର କାମ କରୁଛନ୍ତି ହ୍ୟୁମାନ । ସବୁଦିନ ଗୀତ ଗାଇ ରାତିରେ ଡେରିରେ ଫେରିବା ପରେ ତାଙ୍କ ପତ୍ନୀଙ୍କୁ ଖୁବ ମାରନ୍ତି । ଗୀତା ଗାଇ ସମସ୍ତଙ୍କ ମନ ଜିଣି ଥିବା ହ୍ୟୁମାନ ସାଗର ଏବେ ଘରୋଇ ହିଂସା ମାମଲାରେ ପୁଣି ଚର୍ଚ୍ଚାର ରହିଛନ୍ତି ।

କିଛି ଦିନ ପୂର୍ବରୁ ଜଗନ୍ନାଥ ଗୀତ ଗାଇବା ପାଇଁ ମନା କରି ବିବାଦରେ ଫସିଥିଲେ ଆଉ ଏବେ ଏହି ଘଟଣା ସାମ୍ନାକୁ ଆସିଛି । ହ୍ୟୁମାନ ସାଗରଙ୍କ ପତ୍ନୀଙ୍କ କହିବା ଅନୁଯାୟୀ ହ୍ୟୁମାନ ତାଙ୍କୁ ମାନସିକ ଏବଂ  ଶାରୀରିକ ନିର୍ଯାତନା ଦେଉଛନ୍ତି । ଆଗଭଳି ତାଙ୍କୁ ଭଲ ପାଉନଥିବା ଏବଂ ସମୟ ଦେଉନଥିବା କଥା ତାଙ୍କ ପତ୍ନୀ ନିଜେ କହିଛନ୍ତି । ତେବେ ବଲାଙ୍ଗିର ଜିଲ୍ଲାର ଏହି ସିଙ୍ଗର ଏବେ କଟକ ରହୁଥିବା ବେଳେ ତାଙ୍କ ପତ୍ନୀ ଘରେ ହେଉଥିବା ଅଶାନ୍ତି  କାରଣରୁ ଯାଇ ତାଙ୍କ ବାପା ଘରେ ରହୁଥିଲେ ।

ତେବେ ହଠାତ ସେ କାଲି ଆସି କଟକ DCP ଅଫିସରେ ତାଙ୍କ ସ୍ଵାମୀ ହ୍ୟୁମାନ ସାଗରଙ୍କ ନାମରେ ଘରୋଇ ହିଂସାରା ଅଭିଯୋଗ କରିଛନ୍ତି  । ତେବେ ଏହି କଥାର ତଦନ୍ତ ପାଇଁ ପୋଲିସ ହ୍ୟୁମାନ ଏବଂ ତାଙ୍କ ପତ୍ନୀଙ୍କୁ ଠାକୁ ଡକାଇଥିବା ବେଳେ ଓଡିଶା ବାସୀଙ୍କ ନଜର ରହିଛି କେଉଁ ମୋଡ ନେବାକୁ ଯାଉଛି ସମ୍ପର୍କ ।

ଏହି ମଧୁର ଯୋଡି ଭାଙ୍ଗିବ ନା ଯୋଡି ହେବ ଏହି ଆଶଙ୍କାରେ ରହିଛନ୍ତି ବର୍ତ୍ତମାନ ହ୍ୟୁମାନ ସାଗରଙ୍କ ପ୍ରସଶଙ୍କ ମାନେ । ଓଡିଶାର ଜଣେ ବଡ ସିଙ୍ଗରଙ୍କ ନାମରେ ଏଭଳି ଏକ ଅଭିଯୋଗକୁ ପ୍ରସଶଙ୍କ ମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିହାତି କରନ୍ତୁ ।

Leave a Reply

Your email address will not be published. Required fields are marked *