ପୁରୁଷମାନଙ୍କ ପାଇଁ ବରଦାନ ଅଟେ ଏହି ଫଳ, ହେବ ନାହିଁ ଏହି 4ଟି ବଡ ରୋଗ

ପୁରୁଷ ମାନଙ୍କ ପାଇଁ ପୃଷ୍ଟିସାର ଜାତୀୟ ଖାଦ୍ୟ ଅବଶ୍ୟକ । ପୃଷ୍ଟି ଜାତୀୟ ଖାଦ୍ୟ ଖାଇଲେ ଅନେକ ରୋଗ ଭଲ ହୁଏ ଓ ଶରୀରକୁ ଶକ୍ତି ମଧ୍ୟ ମିଳେ । ପୁରୁଷ ମାନଙ୍କ ପାଇଁ ସଜନା ଛୁଇଁ ତାଙ୍କ ଶରୀର ପାଇଁ ଲାଭଦାୟକ ହୋଇଥାଏ, ଏହା ଦ୍ଵାରା ତାଙ୍କ ଶରୀରର ବହୁତ ପ୍ରକାର ରୋଗ ଭଲ ହୁଏ । ଆପଣ ନିଜ ଡାଏଟରେ ସଜନା ଛୁଇଁ ନିଶ୍ଚୟ ସମାଇଲ କରାନ୍ତୁ । ସଜନା ଛୁଇଁକୁ ମେରିଙ୍ଗ ଓ ଡ୍ରମଷ୍ଟିକ ନାମରେ ବି ଜଣାଯାଏ ଓ ଏହା ଭିତରେ ବହୁତ ଔଷଧୀୟ ଗୁଣ ରହିଛି ।

ଡ୍ରମଷ୍ଟିକ ଭିତରେ କ୍ୟାଲସିୟମ, ମ୍ୟାଗ୍ନେସିୟମ, କପର, ଆଇରନ, ଜିଙ୍କ ବହୁତ ମାତ୍ରାରେ ଥାଏ । ଏହା ଭିତରେ ଭିଟାମିନ ଏ, କେ, ବିଟା-କେରୋଟୀନ, ଭିଟାମିନ-ବି, ଭିଟାମିନ ସି, ଡି, ମଧ୍ୟ ଅଛି । ଏହା ଖାଇଲେ ଦେହ ଭିତରେ ରୋଗ ହୁଏ ନାହିଁ । ଆସନ୍ତୁ ଜାଣିବା ଏହାକୁ ବ୍ୟବହାର କାଲେ କେଉଁ ରୋଗରୁ ମୁକ୍ତି ମିଳେ ।

ପ୍ରୋଷ୍ଟେଟ କ୍ୟାନସରରୁ ବଞ୍ଚାଏ

ଯେଉଁ ପୁରୁଷମାନେ ସଜନା ଛୁଇଁ ଖାଆନ୍ତି ତାଙ୍କୁ ପ୍ରୋଷ୍ଟେଟ କ୍ଯାନସର  ହେବାର ଆଶଙ୍କା କମିଯାଏ । ଏହା ଭିତରେ ସଲଫର ଯୁକ୍ତ କମ୍ପାଉଣ୍ଡ (ଗ୍ଳୁକୋସାଇନେଲେଟସ) ଦେଖିବାକୁ ମିଳେ । ଯେଉଁଥିରେ ଆଣ୍ଟିକ୍ୟାନସର ଗୁଣ ଥାଏ । ସଜନା ଛୁଇଁ ଉପରେ ଯେଉଁମାନେ ଗବେଷଣା କରିଥିଲେ ସେମାନେ କହୁଛନ୍ତି ଏହାକୁ ଖାଇଲେ ପ୍ରୋଷ୍ଟେଟ କ୍ଯାନସର କୋସିକଗୁଡ଼ିକର ବୃଦ୍ଧି ହୁଏନାହିଁ ଓ କ୍ଯାନସର ରୋଗ ଭଲ ହୁଏ । ଏହା ସଫ୍ଟ ହାଇପରଲେସିଆକୁବି ରୋକି ଥାଏ । ସଫ୍ଟ ହାଇପରଲେସିଆ ହେଲେ ପରିସ୍ରା କରିବାରେ ଅସୁବିଧା ହୁଏ ।

ଇରେକ୍ଟାଇଲ ଡିସେମ୍ଫେକ୍ସନରୁ ରହିବେ ଦୂରେଇ

ସଜନା ଛୁଇଁ ଖାଇଲେ ଡିସେମ୍ଫେକ୍ସନ ସମସ୍ଯା ଦୂର ହୁଏ । ମେରିଙ୍ଗର ମଞ୍ଜି ଓ ପତ୍ରର ଭିତରେ ରହିଥିବା ଗୁଣ ଡିସେମ୍ଫେକ୍ସନକୁ ଦୂର କରିବାର କମ କରିଥାଏ । ଯେଉନମାନଙ୍କର ଏହି ସମସ୍ଯା ଅଛି ସେମାନେ ନିଜ ଡାଇଟିଙ୍ଗରେ ଏହି ପରିବାକୁ ଖାଆନ୍ତୁ ।

ବ୍ଲଡ଼ ସୁଗାର ନ ବଢିବାପାଇଁ

ବ୍ଲଡ଼ ସୁଗାର ଦୂର କରିବାପାଇଁ ସଜନା ଛୁଇଁ ଅତିଅନ୍ତ ଲାଭଦାୟକ ହୋଇଥାଏ । ଏହାକୁ ଖାଇଲେ ୨ ପ୍ରକାର ଡାଇବେଟିସ ହୁଏ ଓ ସୁଗାର ମାତ୍ରା କମ ହୁଏ । ଇନସୁଲିନ ଉତ୍ପାଦନ ଅଧୁକ ନହେବାରୁ ସୁଗାର ବଢିଯାଏ । ଏହାକୁ ଖାଇଲେ ଇନସୁଲିନର ଠିକ ଉତ୍ପାଦନ ହୋଇଥାଏ ଓ ରକ୍ତ ଶର୍କରା ବୃଦ୍ଧି ହୁଏ ନାହିଁ । ସେଥିପାଇଁ ସଜନା ଛୁଇଁ ଖାଇଲେ ଡାଇବେଟିସ ରୋଗ ହୁଏ ନହିଁ ।

ପ୍ରଜନନ କ୍ଷମତା ବଢେ

ପ୍ରଜନନ କ୍ଷମତାକୁ ମଜବୁତ ରଖିବାପାଇଁ ସଜନା ଛୁଇଁ ଲାଭଦାୟକ ହୋଇଥାଏ । ଏହାକୁ ସବୁଦିନ ଖାଇଲେ ପ୍ରଜନନ କ୍ଷମତା କମ ହୁଏ ନାହିଁ । ମେରିଙ୍ଗର ପତ୍ର ଓ ମଞ୍ଜି ଅଣ୍ଟିଆକ୍ସିଡେଣ୍ଟ ରହିଥାଏ । ଯେଉଁ ପୁରୁଷମାନେ ଏହାକୁ ଖାଇବେ ତାଙ୍କର ଆୟୁ ଓ ପ୍ରଜନନ କ୍ଷମତା କମ ହୁଏ ନାହିଁ ।

ଏହିପରି ଏହାକୁ ସେବନ କରନ୍ତୁ

ସଜନା ଛୁଇଁକୁ ବହୁତ ପ୍ରକାରରେ ବ୍ୟଭର କରାଯାଏ । ଏହାକୁ ତରକାରୀ କରି ମଧ୍ୟ ଖାଆନ୍ତି । ସଜନା ଛୁଇଁକୁ ଚୂର୍ଣ୍ଣ କରି ବ୍ୟବହାର କରାଯାଏ । ସଜନା ଛୁଇଁର ଚୂର୍ଣ୍ଣ ପ୍ରସ୍ତୁତ କରିବା ବହୁତ ସହଜ ହୋଇଥାଏ । ଏହାର ପତ୍ର ଓ ମଞ୍ଜିକୁ ସଫା କରି ଖରାରେ ଶୁଖେଇ ଦିଅନ୍ତୁ,ଇଏ ଭଲରେ ଶୁଖିଗଲେ ଏହାକୁ ବାଟି ପାଉଡର ପ୍ରସ୍ତୁତ କରନ୍ତୁ । ଏହି ଚୂର୍ଣ୍ଣକୁ ଡବାରେ ରଖି ସବୁଦିନ ଏକ ଚାମଚ ସେବନ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *