ନିଆରା ବାହାଘର: ଯେତେବେଳେ ପଡିଲା ଦୁଇ ଝିଅଙ୍କ ହାତଗଣ୍ଠି, ତା ପରେ କଣ ହେଲା ଦେଖନ୍ତୁ Video

ବିବାହ ସମସ୍ତଙ୍କ ପାଇଁ ବହୁତ ହିଁ ମହତ୍ଵ ରଖିଥାଏ । ପୁଅ ଓ ଝିଅ ଠାରୁ ଆରମ୍ଭ କରି ସେମାନଙ୍କ ପାରିବାର ପାଇଁ ଏହା ବହୁତ ଗୁରୁତ୍ଵପୂର୍ଣ ବିଷୟ ହୋଇଥାଏ । କାରଣ ବିବାହ ପରେ ଏକ ନୂତନ ପରିବାରର ଆରମ୍ଭ ହୋଇଥାଏ । ଏଥିପାଇଁ ସବୁ ପୁଅ କିମ୍ବା ଝିଅର ପରିବାର ଲୋକମାନେ ପୁଅ କିମ୍ବା ଝିଅକୁ ଭଲ ଭାବରେ ଦେଖି ତାଙ୍କର ସମସ୍ତ ସୂଚନା

ହାସଲ କରିବା ପରେ ହିଁ ନିଜର ପୁଅ କିମ୍ବା ଝିଅର ବିବାହ କରିଥାନ୍ତି । କହିବାକୁ ଗଲେ ଆପଣ ଏହି ଦୁନିଆରେ ବିଭିନ୍ନ ପ୍ରକାରର ବିବାହ ଦେଖିଥିବେ । ପ୍ରାୟତଃ ପୁଅ ଓ ଝିଅର ବାହାଘର ହୋଇଥାଏ । ଏହା ସହିତ ବୁଦ୍ଧ ମହିଳା ସହ ଯୁବକର ବିବାହ କିମ୍ବା ବୁଦ୍ଧ ବ୍ୟକ୍ତି ସହ ଯୁବତୀର ବିବାହ ବି ଆପଣ ଦେଖିଥିବେ ।

କେତେକ ସ୍ଥାନରେ ପୁଅ ପୁଅ କିମ୍ବା ଝିଅ ଝିଅକୁ ମଧ୍ୟ ବିବାହ ହେବାର ଖବର ଶୁଣିଥିବେ କିମ୍ବା ଦେଖିଥିବେ ତାହା ବି ବହୁତ କମ । ଏହା ସହିତ କେତେକ ସ୍ଥାନରେ ଆପଣ ବାଲ୍ୟ ବିବାହ ଅର୍ଥାତ ୧୮ ବର୍ଷରୁ କମ ବୟସର ପୁଅ କିମ୍ବା ଝିଅର ବିବାହ ବି ଦେଖିଥିବେ । କିନ୍ତୁ ଏହିଭଳି ବିବାହ ବର୍ତ୍ତମାନ ବହୁତ କମ ଦେଖିବାକୁ ମିଳୁଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ବିବାହ ବିଷୟରେ କହିବୁ ଯାହା ବିଷୟରେ ଆପଣ ନା ହିଁ ଆଗରୁ କେବେ ଶୁଣିଥିବେ କିମ୍ବା ଦେଖିଥିବେ ।

ଏହା ସବୁଠୁ ଅଦ୍ଭୁତ ପ୍ରକାରର ବିବାହ ଅଟେ । ଓଡିଶାର ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ସହରରେ ଏକ ଅଦ୍ଭୁତ ବିବାହ ଦେଖିବାକୁ ମିଳିଛି । ପ୍ରଥମତଃ ଏଠି ବାଲ୍ୟ ବିବାହ କରାଯାଇଛି ଓ ଦ୍ଵିତୀୟ ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ଏଠି ଦୁଇ ଝିଅ ଯେଉଁମାନେ ବୋଧେ ୧୦ କିମ୍ବା ୧୨ ବର୍ଷରୁ କମ ଅଟନ୍ତି ସେମାନଙ୍କର ବିବାହ କରାଯାଇଛି । ଏହି ବିବାହ ବର୍ତ୍ତମାନ ଏହି ଅଞ୍ଚଳରେ ଚର୍ଚାର ବିଷୟ ହୋଇ ଯାଇଛି । ସମସ୍ତେ ଏହି ବିବାହକୁ ନେଇ ବିଭିନ୍ନ ପ୍ରକାରର କଥା କହୁଛନ୍ତି ।

ଏତିକି ନୁହେଁ ଆପଣ ଏହି ବିବାହର କିଛି ଫଟୋରେ ଦେଖି ପାରିବେ କି ବହୁତ ଆଡମ୍ବର ସହ ଦୁଇ ପରିବାର ସହ କିଛି ଗ୍ରାମବାସୀମାନେ ବି ଏହି ବିବାହରେ ସାମିଲ ହୋଇ ଦୁଇ ଝିଅଙ୍କର ବିବାହ କରୁଛନ୍ତି । ବିବାହର ସମସ୍ତ ନୀତି ନିୟମ ସହ ବିବାହ ସମ୍ପନ୍ନ ହେଉଛି । ବର ଓ ଝିଅ ଉଭୟ ଉଭୟକୁ ଫୁଲମାଳ ପିନ୍ଧାଉଛନ୍ତି । ଏହା ପରେ ଦୁଇ ଜଣ ସାତଫେରା ନେଉଛନ୍ତି ।

ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ଦୁଇ ଝିଅଙ୍କ ପରିବାର ବି ଏହି ବିବାହରେ ରାଜି ହୋଇଛନ୍ତି ଓ ଦୁଇ ଝିଅଙ୍କର ବିବାହ ମଧ୍ୟ କରୁଛନ୍ତି । କିନ୍ତୁ ଆପଣ ଦେଖି ଜାଣି ପାରିବେ କି ଦୁଇ ଝିଅ ଯେଉଁମାନଙ୍କ ବୟସ ବହୁତ ହିଁ କମ ଅଟେ ସେମାନେ ଏହା ବିଷୟରେ କିଛି ବି ଜାଣି ପାରୁ ନାହାନ୍ତି । ୧୮ ବର୍ଷରୁ କମ ଦୁଇ ଝିଅଙ୍କ ବିବାହ କାହିଁକି କରାଯାଇଛି ଓ ଏହା ପଛରେ ଅସଲ କାରଣ କଣ ସମସ୍ତେ ଜାଣିବାକୁ ଚାହୁଁଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *