ନି-ଶା କରି ପୋ-ଲି-ସଙ୍କ ସହ ଯୁବକ ଯାହା କଲେ ଦେଖି ହସି ହସି ଗଡିବେ- ଦେଖନ୍ତୁ ଭାଇରାଲ Video

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ବି ଲ-କ-ଡା-ଉ-ନ ଲାଗୁ ଅଛି । କିନ୍ତୁ ସରକାର କେବଳ କିଛି ଦୋକାନ ବଜାର ଖୋଲିବାର ସମୟ ସୀମାକୁ ବଢାଇ ଦେଇଛନ୍ତି ଓ ଏହା ସହିତ ଲ-କ-ଡା-ଉ-ନକୁ ଅଳ୍ପ କୋ-ହ-ଳ ମଧ୍ୟ କରିଛନ୍ତି । ଯାହାର ଫା-ଇ-ଦା ବର୍ତ୍ତମାନ କିଛି ଲୋକମାନେ ନେବାରେ ଲାଗିଛନ୍ତି । କହିବାକୁ ଗଲେ ସକାଳ ୫ ରୁ ଦିନ ୧ ପର୍ଯ୍ୟନ୍ତ ବଜାରରେ ଭି-ଡ ଦେଖା ଯାଉଛି ।

କିନ୍ତୁ ଏହା ପରେ ଲ-କ-ଡା-ଉ-ନ ଲା-ଗୁ ହୋଇଯାଏ । ଅର୍ଥାତ ଏହି ସମୟରେ ଅନୁମତି ମିଳିଥିବା ଲୋକମାନଙ୍କ ଛଡା ଆଉ କେହି ବି ଘରୁ ବାହାରି ପାରିବେ ନାହିଁ । କିନ୍ତୁ ଏହା ସତ୍ବେ ବି କିଛି ଲୋକମାନେ ଅଛନ୍ତି ଯେଉଁମାନେ କି ସରକାରଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥିବା ଏହି ନି-ୟ-ମ-କୁ ଉ-ଲଂ-ଘ-ନ କରି ରାସ୍ତାରେ ବୁଲୁଛନ୍ତି ।

ଗତ କାଲି ଭୁବନେଶ୍ଵର ସହରର ଏକ ଛ-କ ଉ-ପ-ରେ ଦୁଇ ଜଣ ବ୍ୟକ୍ତି ମ-ଦ ପି-ଇ ରାସ୍ତା ଉପରେ ତ-ମା-ସା କରୁଥିଲେ । ଦୁଇ ମ-ଦୁ-ଆ-ଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଚା-ଲି ବୁ-ଲି ପାରୁଥିଲା କିନ୍ତୁ ତାହାର କଥାବାର୍ତ୍ତାରୁ ଜଣା ପଡୁଥିଲା କି ସେ କଣ କହୁଛି ତାହା ବିଷୟରେ ସେ ବୋଧେ ନିଜେ ବି ଜାଣି ପାରୁ ନାହିଁ । ଏହା ଛଡା ଅନ୍ୟ ଜଣେ ବ୍ୟକ୍ତି ମ-ଦ ନି-ଶା-ରେ ରାସ୍ତା କଡରେ ଶୋଇ ଥିଲା ।

କିନ୍ତୁ ଯେତେବେଳେ ସେହି ବ୍ୟକ୍ତି ସହ ଜଣେ ମି-ଡି-ଆ କର୍ମୀ କଥାବାର୍ତ୍ତା କରିଲା ତେବେ ସେ ପୁରା ନି-ଶା-ରେ ଥିଲା ଓ କହୁଥିଲା କି ଆଜି ଲ-କ-ଡା-ଉ-ନ ଖୋଲି ଯାଇଛି । ସେଥିପାଇଁ ମୁଁ ସେହି ଖୁସିରେ ମ-ଦ ପିଇଛି । ସେ ସେଠି ସେ ବୁଲି ବୁଲି ପା-ଗ-ଳଙ୍କ ଭଳି କଥାବାର୍ତ୍ତା କରୁଥିଲା । କିନ୍ତୁ ଯେତେବେଳେ ଏହି ତ-ମା-ସା ଚାଲୁଥିଲା ଏହି ବ୍ୟକ୍ତିକୁ ଓ ଏହା ସହିତ ଥିବା ବ୍ୟକ୍ତିକୁ କେହି ବି ସାହାର୍ଯ୍ୟ କରୁ ନ ଥିଲେ ।

ବହୁତ ସମୟ ଧରି ଏହି ତ-ମା-ସା ଚାଲିଲା ପରେ କିଛି ସମୟ ପରେ ଜଣେ ମହିଳା ପୋ-ଲି-ସ ଅଧିକାରୀ ଆସିଲେ ଓ ଆଉ ଜଣେ ତାଙ୍କର ବନ୍ଧୁ ଯାହାର ବାଇକ ନେଇ ଏମାନେ ଆସିଥିଲେ ସେ ଗୋଟିଏ ଅଟୋ ଡାକି ସେହି ଦୁଇ ବ୍ୟକ୍ତିଙ୍କୁ ନେଇ ଗଲେ । କୁହାଯାଉଛି କି ବେ-ହୋ-ସ ହୋଇ ପଡିଥିବା ବ୍ୟକ୍ତିର ମୁ-ଣ୍ଡ ଫା-ଟି ଯାଇଛି । କିନ୍ତୁ ଏହା କେମିତି ହେଲା ଏହା ବିଷୟରେ କାହାକୁ କିଛି ଜଣା ନାହିଁ ।

ଏହି ସମୟରେ ପୋ-ଲି-ସ ସେହି ଦୁଇ ମ-ଦୁ-ଆ ଯାହାର ବାଇକ ନେଇ ଆସିଥିଲେ ତାହାର ଆ-ର-ସି ରଖିଲେ ଓ ଥା-ନା-କୁ ଆସି ୫୦୦ ଟଙ୍କା ଫାଇନ କା-ଟି-ବା ପାଇଁ ବି କହିଲେ । କିଛି ସମୟ ପରେ ଏହି ତ-ମା-ସା ସମାପ୍ତ ହୋଇଥିଲା । କହିବାକୁ ଗଲେ ମ-ଦ ପିଇ ରାସ୍ତାରେ ଏହିଭଳି ତ-ମା-ସା କରିବା ବହୁତ ହିଁ ନି-ନ୍ଦ-ନୀ-ୟ ଘ-ଟ-ଣା ଅଟେ ।

ଏହି ଘ-ଟ-ଣା-କୁ ନେଇ ଆପଣଙ୍କ ମତାମତ କ-ମେ-ଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *