Ollywood କଣ୍ଠଶିଳ୍ପୀ Tapu Mishraଙ୍କ ଶେଷ କୃତ୍ୟ, ଦେଖନ୍ତୁ Video

ବର୍ତ୍ତମାନ ଗୋଟିଏ ବଡ ଦୁଃଖ ଦାୟକ ଖବର ସାମ୍ନାକୁ ଆସୁଛି । କହିଦେଉଛୁ କି ଓଡିଶାର କଣ୍ଠଶିଳ୍ପୀ ତପୁ ମିଶ୍ର ଆମ ଗହଣରେ ଆଉ ନାହାନ୍ତି । ନିଜର ମଧୁର ସ୍ଵର ମଧ୍ୟରେ ସେ ସମଗ୍ର ଓଡିଶାର ଜନତାଙ୍କୁ ବାନ୍ଧି ରଖିଥିଲେ । ପ୍ରତ୍ୟକ ଓଡିଆବାସୀ ତାଙ୍କୁ ଓ ତାଙ୍କର ଗୀତାକୁ ବହୁତ ପସନ୍ଦ ବି କରନ୍ତି । ତପୁ ମିଶ୍ର ଓଲିଉଡ ଇଣ୍ଡଷ୍ଟ୍ରିର ଜଣେ ଏମିତି କଣ୍ଠଶିଳ୍ପୀ ଓ ଗାୟିକା ଅଟନ୍ତି ଯାହାଙ୍କର ବିୟୋଗରେ

ଆଜି ପୁରା ଓଡିଶାରେ ଶୋକର ଲହରୀ ଖେଳିଯାଇଛି । ତାଙ୍କର ଓଲିଉଡ ଇଣ୍ଡଷ୍ଟ୍ରି ବହୁତ ବଡ ଅବଦାନ ରହିଛି । ତପୁ ମିଶ୍ରଙ୍କ ଭଳି ଗାୟିକାଙ୍କ ମୃତ୍ୟୁ ଖବର ଶୁଣିବା ପରେ ସମସ୍ତଙ୍କ ଆଖିରୁ ଲୁହ ଚାଲି ଆସୁଛି । ତାଙ୍କର ଗୀତ ଯେତେ ସୁନ୍ଦର ହୋଇଥାଏ ତାହା ଠାରୁ ଅଧିକ ସେ ଜଣେ ଭଲ ମଣିଷ ଥିଲେ ।

ସେ ନିଜର ଆଖପାଖରେ ଥିବା ସମସ୍ତଙ୍କୁ ତାଙ୍କର ପରିବାର ଓ ତାଙ୍କର ଫ୍ୟାନମାନଙ୍କୁ ବହୁତ ଭଲ ପାଉଥିଲେ ଓ ସମସ୍ତଙ୍କୁ ସମ୍ମାନ ମଧ୍ୟ ଦେଉଥିଲେ । କହିବାକୁ ଗଲେ ଆଜି ଓଲିଉଡ ଇଣ୍ଡଷ୍ଟ୍ରିର ବହୁତ ବଡ କ୍ଷତି ହୋଇଛି । ଯେଉଁ କ୍ଷତି କେହି ବି କେବେ ବି ପୁରା କରି ପାରିବେ ନାହିଁ । ତାଙ୍କର ମୃତ୍ୟୁର ଖବରକୁ ବର୍ତ୍ତମାନ ପର୍ଯ୍ୟନ୍ତ ବି ବହୁତ ଲୋକମାନେ ବିଶ୍ଵାସ କରି ପାରୁ ନାହାନ୍ତି । କିନ୍ତୁ ଏହା ସତ ଅଟେ ।

ଆଜି ଭଗବାନ ଆମ ସମସ୍ତଙ୍କ ନିକଟରୁ ତପୁ ମିଶ୍ର ନେଇ ଯାଇଛନ୍ତି । ସୂଚନା ଅନୁସାରେ ତପୁ ମିଶ୍ରଙ୍କ ମୃତ୍ୟୁ ଆଜି ସକାଳେ ହୋଇଛି । ଯେତେବେଳେ ଚାରିଆଡେ ଏହି ଖବର ପ୍ରଚାର ହେଲା ତେବେ ସମସ୍ତେ କାନ୍ଦିବା ଆରମ୍ଭ କରିଦେଲେ । ତାଙ୍କର ପରିବାର ଲୋକମାନଙ୍କ ଅବସ୍ଥା ବିଷୟରେ କହିଲେ ସେମାନେ ତ ପୂରାପୂରି ଭାଙ୍ଗି ଯାଇଛନ୍ତି । ତାଙ୍କର ସ୍ଵାମୀଙ୍କ ଆଖିରୁ ତ ଲୁହ ବନ୍ଦ ହେଉ ନାହିଁ ।

କହିଦେଉଛୁ କି ତପୁ ମିଶ୍ରଙ୍କ ମୃତ୍ୟୁ ସମୟରେ ସେ ମାତ୍ର ୩୬ ବର୍ଷ ବୟସରେ ଥିଲେ । କହିବାକୁ ଗଲେ ୩୬ ବର୍ଷରେ ମୃତ୍ୟୁ ବହୁତ ହିଁ ଅବିଶ୍ଵାସନୀୟ ଘଟଣା ଅଟେ । କାରଣ ୩୬ ବର୍ଷ ଜଣେ ମଣିଷ ପାଇଁ କିଛି ବି ନୁହେଁ । କିନ୍ତୁ ଆମେ ଆପଣ ସମସ୍ତଙ୍କ ପାଇଁ ତପୁ ମିଶ୍ରଙ୍କ ଶେଷ ସମୟର କିଛି ଦୃଶ୍ୟ ନେଇ ଆସିଛୁ । ଏଥିରେ ଦେଖି ପାରିବେ କି ତାଙ୍କର ପରିବାର ପୂରାପୂରି ଭାଙ୍ଗି ଯାଇଛନ୍ତି ଓ ସମସ୍ତେ କାନ୍ଦୁଛନ୍ତି ।

ବିଶେଷ କରି ତାଙ୍କର ସ୍ଵାମୀ ପୂରାପୂରି ଭାଙ୍ଗି ଯାଇଛନ୍ତି । ତାଙ୍କର ମା ଓ ଭଉଣୀମାନେ ବି ତାଙ୍କ ପାଖରେ ଅଛନ୍ତି । କିଛି ଦିନ ପୂର୍ବେ ହିଁ ତପୁ ମିଶ୍ରଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା ଏମିତିରେ ପିତାଙ୍କ ମୃତ୍ୟୁ ପରେ ଝିଅର ଦେହାନ୍ତ ତାଙ୍କ ପରିବାର ପାଇଁ ବହୁତ ହିଁ କଷ୍ଟଦାୟକ କଥା ଅଟେ । ତପୁ ମିଶ୍ରଙ୍କ ଅଚାନକ ମୃତ୍ୟୁ ସମଗ୍ର ଓଡିଶା ପାଇଁ ଏକ କଷ୍ଟ ଦାୟକ ଓ ଦୁଃଖ ଦାୟକ କଥା ଅଟେ ।

Leave a Reply

Your email address will not be published. Required fields are marked *