Tapu Mishra ଙ୍କ ଶେଷ ଗୀତ ଗାଇବା ସମୟର ଭିଡିଓ ହେଲା ଭାଇରାଲ, ଦେଖିବା ପରେ ଆପଣ ବି କାନ୍ଦି ପକେଇବେ, ଦେଖନ୍ତୁ Video

ଯେମିତି କି ଆପଣ ସମସ୍ତେ ଜାଣିସାରୀ ଥିବେ କି ଗାୟିକା ତପୁ ମିଶ୍ର ଆମ ସମସ୍ତଙ୍କୁ ଛାଡି ଆର ପାରିକୁ ଚାଲି ଯାଇଛନ୍ତି । ତାଙ୍କ ଭଳି ଗାୟିକା ଓ ତାଙ୍କ ଭଳି ମଣିଷ ବୋଧେ ଓଡିଶାରେ ଆଉ କେହି ନାହାନ୍ତି । ସେ ଜଣେ ଏମିତି ବ୍ୟକ୍ତିତ୍ବ ଥିଲେ ଯିଏକି ନିଜର ସଙ୍ଗୀତ ମାଧ୍ୟମରେ ସମସ୍ତଙ୍କର ମନ ମୋହୀ ନେଉଥିଲେ । ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁତ ଫିଲ୍ମ ଓ ଆଲବମ ଗୀତରେ ନିଜର କଣ୍ଠଦାନ କରିଛନ୍ତି ।

ଆପଣ ମଧ୍ୟ ତାଙ୍କର ଗୀତ ନିଶ୍ଚିତ ରୂପରେ ଶୁଣିଥିବେ । ଯିଏ ବି ତାଙ୍କର ଗୀତ ଶୁଣିଛି ସେ ତାଙ୍କର ଦିବାନା ହୋଇଯାଇଛି । କିନ୍ତୁ ବହୁତ ବଡ ଦୁଃଖର ଖବର ଏହା ଅଟେ କି ସେ ଏହି ଦୁନିଆରେ ଆଉ ନାହାନ୍ତି ।

ଏହା ସହିତ କହିଦେଉଛୁ କି ତପୁ ମିଶ୍ର ୨୦୧୮ରେ ବିବାହ କରିଥିଲେ । ମାତ୍ର ୩ ବର୍ଷ ବିବାହ ମଧ୍ୟରେ ସେ ତାଙ୍କର ସ୍ଵାମୀଙ୍କୁ ଏକୁଟିଆ ଛାଡି ଚାଲି ଯାଇଛନ୍ତି । ତାଙ୍କର ଅଚାନକ ମୃତ୍ୟୁରେ କେବଳ ତାଙ୍କର ପରିବାର ଲୋକମାନେ ନୁହନ୍ତି ତାଙ୍କୁ ଭଲ ପାଉଥିବା ସବୁ ଫ୍ୟାନମାନେ ବି ତାଙ୍କର ମୃତ୍ୟୁ ଖବରକୁ ବିଶ୍ଵାସ କରି ପାରୁ ନାହାନ୍ତି ।

କହିଦେଉଛୁ କିଛି ମାସ ହେବ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା ଓ ମଝିରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ମଧ୍ୟ ହୋଇ ଯାଇଥିଲା । କିନ୍ତୁ ପୁଣି ଧୀରେ ଧୀରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଅବନ୍ନତି ଦେଖାଦେଲା ଓ ଶେଷରେ ସେ ଏହି ଦୁନିଆକୁ ବିଦାୟ କହିଦେଲେ ।

ଆଜି ଆମେ ଆପଣଙ୍କୁ ତାଙ୍କର ଶେଷ ଗୀତ ଭିଡିଓ ବିଷୟରେ କହିବୁ । ସେ ନିଜ ଘରେ ଏହି ଗୀତାକୁ ମୋବାଇଲ ମାଧ୍ୟମରେ ରେକର୍ଡିଂ କରିଥିଲେ । କିନ୍ତୁ ବୋଧେ ସେ ବି ଜାଣି ନ ଥିଲେ କି ତାଙ୍କର ଏହି ଭିଡିଓ ଶେଷ ଭିଡିଓ ହୋଇ ରହିଯିବ । ସେ ଆଜି ଆମ ନିକଟରେ ନାହାନ୍ତି କିନ୍ତୁ ସେ ସବୁଦିନ ପାଇଁ ଆମର ହୋଇ ଯାଇଛନ୍ତି ତାଙ୍କର ଗୀତ ପାଇଁ ।

ସେ ନିଜର ଶେଷ ଭିଡିଓରେ ‘ମୁ ତୁମକୁ ଭଲ ପାଏ’ ଗୀତା ଯାହା ଫିଲ୍ମ ଅର୍ଜୁନର ଗୀତ ଗାଉଥିବାର ନଜର ଆସୁଛନ୍ତି । ଏହି ଗୀତ ବହୁତ ପୁରୁଣା ଅଟେ । କିନ୍ତୁ ଆଜି ବି ଏହା ଦର୍ଶକମାନଙ୍କର ପସନ୍ଦିତା ଗୀତା ମଧ୍ୟରୁ ଗୋଟିଏ ଅଟେ ।

ଭଗବାନ କରନ୍ତୁ ତାଙ୍କ ଆତ୍ମାକୁ ଶାନ୍ତି ମିଳୁ, ଏତିକି ସାରା ଓଡିଶା ବାସୀଙ୍କ ତରଫରୁ କାମନା ।

Leave a Reply

Your email address will not be published. Required fields are marked *