Weather Update: ଅକ୍ଟୋବରରେ ଆସୁଛି ମହାବାତ୍ୟା “Sitrang” ! ପୁଣି ଓଡିଶା ଦେଖିବ ଆଉ ଏକ ମହାବାତ୍ୟା !

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଗତ କିଛି ଦିନ ଓଡିଶାରେ ବର୍ଷା ପରିମାଣ ଅଧିକ ହେବା କାରଣରୁ ବାତ୍ୟା ସ୍ଥିତି ଦେଖା ଯାଉଛି । ଯାହା ପାଇଁ ନାହି ନ ଥିବା ଅସୁବିଧାର ସମସ୍ଯା ଭୋଗିବାକୁ ପଡୁଛି । ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ତାହା ବାତ୍ୟାର ରୂପ ନେଉଛି ଯାହା ପାଇଁ ଜନ ଜୀବନ ନଷ୍ଟ ହେଉଛି । ବର୍ତ୍ତମାନ ସମୟରେ ଆମେରିକାର ପାଣିପାଗ ବିଭାଗ ମେନ୍ଦ୍ର ଏକେ ବଡ ସୂଚନା ଜାରି କରିଛନ୍ତି । ସୂଚନା ଅନୁଯାୟୀ ଓଡିଶା ଦେଖିପାରେ ଆଉ ଗୋଟେ ମହା ବାତ୍ୟା ।

ଆସନ୍ତା ଅକ୍ଟୋବର ୨୫ ତାରିଖ ସୁଧା ବଙ୍ଗୋପସାଗର ରେ ମହାବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଦେଖା ଯାଇଛି । ଅକ୍ଟୋବର ୧୮ ତାରିଖ ରୁ ୨୫ ତାରିଖ ମଧ୍ୟରେ ବଙ୍ଗୋପସାଗର ରେ ସୁପର ସାଇକ୍ଳୋନ ସୃଷ୍ଟି ହେବା ପରେ ଆମେରିକା ପାଣିପାଗ ପୂର୍ବ ଅନୁମାନ ସଂସ୍ଥା ଗ୍ଲୋବାଲ ଫୋରକା ସିଷ୍ଟମ ତଥା GSF ପୂର୍ବ ଅନୁମାନ କରିଛି । ଏହାର ସୂଚନା ଅନୁଯାୟୀ ଆସନ୍ତା ୧୭ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ।

ଯାହା ୧୮ ତାରିଖ ସୁଧା ସାଇକ୍ଳୋନିକ ଝଡ ସୃଷ୍ଟି କରିବାର ସମ୍ଭାବନା ରହିଥିବା ବେଳେ ପାଣିପାଗ ଗବେଷକ ମୋସ୍ତାଫା କହିଛନ୍ତି । ଆସୁଥିବା ଏହି ବାତ୍ୟା ର ନାମ ହେଉଛି ସିତରଙ୍ଗ ରଖା ଯାଇଛି । ଏହି ବାତୟ ଟି ମାହ ବାତ୍ୟାର ରୂପ ନେଇପାରେ ବୋଲି ଗବେଷକ ମାନେ କହିଛନ୍ତି । ଏହି ମହା ବାତ୍ୟା ଟି ସୁନ୍ଦରବାନ ଉପକୂଳ ଓ ପଶ୍ଚିମ ବଙ୍ଗ ରେ ଲ୍ୟାଣ୍ଡଫଲ କରିବା ନେଇ ପୂର୍ବ ଅନୁମାନ କରା ଯାଇଛି । ସମ୍ଭାଭୀତ ଶକ୍ତିଶାଳୀ ବାତ୍ୟା ଆନ୍ଧ୍ର ପ୍ରଦେଶ ଉପକୁଳରୁ ବାଙ୍ଗଳା ଦେଶ ଓ ପଶ୍ଚିମ ବଙ୍ଗର ସୁନ୍ଦରବନ ଉପକୂଳ ଅଞ୍ଚଳ ରେ ସ୍ଥଳ ଭାଗ ଛୁଇଁବ ବୋଲି ଆକଳନ କରା ଯାଇଛି ।

ତେବେ ଏହି ମହା ବାତ୍ୟା ହେଲେ ଘଣ୍ଟା ପ୍ରତି ୨୦୦ ରୁ ୨୫୦ କିମି ବେଗ ରେ ପବନ ବୋହିବ ବୋଲି ଆକଳନ କରା ଯାଇଛି । ତେବେ ସବୁ ଠାରୁ ବଡ କଥା ହେଉଛି ବାତ୍ୟା ସମୟରେ ସମୁଦ୍ର ରେ ୧୫ ରୁ ୨୦ ଫୁଟ ଉଚ୍ଚତା ର ଜୁଆର ଆସିବାର ସମ୍ଭାବନା ରହିଛି । ସେଥିପାଇଁ ମଶ୍ଚ୍ୟ ଜୀବି ମାନଙ୍କୁ ସମୁଦ୍ର ଭିତରକୁ ନ ଜୀବ ପାଇଁ ପରାମର୍ଶ ଦିଆ ଯାଇଛି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *