ନିଶା ଦେଇ ବେହୋସ କଲା ଆଉ ତା’ପରେ କରୁଥିଲା ଅସଲ ଖେଳ, Archana ର ପ୍ଳାନ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ

ନିଶା ଦେଲା ଉଲଗ୍ନ କରିଲା ଫୋଟ ଉଠାଇଲା ବ୍ଲାକ ମେଲ କରିଲା ଆଉ ତା ପରେ କୋଟି କୋଟି ଟଙ୍କା ରୋଜଗାର କରିଲା । ମିଛର ସାମ୍ରାଜ୍ୟ ଶଙ୍ଖ ମହଲ ଉଆସ ଗଢିଲା । କିନ୍ତୁ ସେଥିରେ ବି ମନ ବୁଝିଲା ନାହି ଆହୁରି ବ୍ଲାକ ମେଲ କରିଲା । ପାପର ଭାର ଅଧିକ ହେଲା ଆଉ ଏ ସବୁ କଳା ଧନ୍ଦା ପଡା ରେ ପଡିଲା । ଆଉ ସୁନ୍ଦରୀ ମାୟାବିନି ଅର୍ଚ୍ଚନା ନାଗ ଏବେ ଥାନା କୁ ଗଲେ । ଦର୍ଶକ ବନ୍ଧୁ ଆପଣ ଏମାନେ ଜାଣିଥିବେ କେମିତି ଶାବନୀ ଅର୍ଚ୍ଚନା ସୁନ୍ଦରୀ ହେଲା । ଆଉ ସୁନ୍ଦରୀ ହେବା ପରେ କେମିତି ସେର ମାୟା ଜାଲ ବିଛାଇଲା ଆସନ୍ତୁ ଜାଣିବା ସେହି ବିଷୟରେ କିଛି ଖାସ କଥା ।

୨୦୧୬ ରେ କଲେଜ ପାଠ ସରିବା ପରେ ଜଣେ ଯୁବତୀ ଚାକିରି ସନ୍ଧାନରେ ୨୦୧୮ରେ ରାଜଧାନୀ ଭୁବନେଶ୍ଵର କୁ ଆସିଥିଲେ । ଜାଗମରା ସ୍ଥିତି ପ୍ରଯୋଜକ ପ୍ରମୋଦ ସ୍ଵାଇଁ ଙ୍କ ଘରେ ଭଡା ରେ ରହିଥିଲେ । ଆଉ ଅର୍ଚ୍ଚନା ଜଗବନ୍ଧୁ ବି ସେତେବେଳେ ତଳ ମହଲା ରେ ରହୁଥିଲେ । ତେବେ ଏହି ଭିଡିଓ ରେ ଯେଉଁ ଚିତ୍ର ଦେଖା ଯାଉଛି ଏ ହେଉଛି ସେହି ସମୟର ଫୋଟୋ ଯେବେ ଅର୍ଚ୍ଚନା ଓ ଜଗବନ୍ଧୁ ପ୍ରମୋଦ ସ୍ଵାଇଁ ଙ୍କ ଘରେ ରହୁଥିଲେ । ଖୁସି ରେ କେକ ବି କାଟିଥିଲେ କିନ୍ତୁ ଷ୍ଟାଟସ ଏତେ ବଡ ହୋଇ ନ ଥିଲା ।

ଆଉ ଠିକ ସେହି ସମୟରେ ଅର୍ଚ୍ଚନା ଓ ଜଗବନ୍ଧୁ ଙ୍କ ସହ ସେହି ଯୁବତୀ ଙ୍କ ପରିଚୟ ହୋଇଥିଲା । ଗୋଟିଏ ବିଲଡିଙ୍ଗ ରେ ରହୁଥିବାରୁ ଉଭୟଙ୍କ ମଧ୍ୟରେ ମିଳାମିଶା ବଢିଥିଲା । କିନ୍ତୁ ଯୁବତୀ ଜଣକ ଇଂସୁରାନ୍ସ କମ୍ପାନୀ ରେ କାମ କରୁଥିଲେ । ଲକ ଡାଉନ ସମୟରେ ଅର୍ଚ୍ଚନା ତାଙ୍କୁ ଅଳ୍ପ ସମୟ ମଧ୍ୟରେ କେମିତି ଅଧିକ ଟଙ୍କା କମେଇବ ତାଙ୍କୁ କହିଥିଲେ । ଆଉ ଅଶ୍ଳୀଳ ଭିଡିଓ ଦେଖାଇ ବ୍ଲାକ ମେଲ କରିଲେ ରାତିରେ ପୁଳା ପୁଳା ଟଙ୍କା ପାଇବେ ବୋଲି ଯୁବତୀ ଙ୍କୁ କହିଥିଲେ ଅର୍ଚ୍ଚନା । କିନ୍ତୁ ଯୁବତୀ ଏଥିରେ ରାଜି ହେଲେ ନାହି ।

ଆଉ ଠିକ ୨୦୧୯ରେ ଗୋଟେ ଦିନ ଅର୍ଚ୍ଚା ଯେଉଁ ଘରେ ରହୁଥିଲେ ସେଠାରେ ଛାତ ଉପରେ ପାର୍ଟିର ଆୟୋଜନ କରିଥିଲେ । ଆଉ ଏଥିରେ ସେ ଯୁବତୀଙ୍କୁ ଡ଼ାକିଥିଲେ । ଆଉ କୋଲଡ୍ରିଂକ୍ସରେ ନିଶା ଦେଇ ତାଙ୍କୁ ଅଚେତ  କରିଥିଲେ ଅର୍ଚ୍ଚନା । ଆଉ ଯେବେ ହୋସ ଆସିଲା ପୀଡ଼ିତା ଯୁବତୀ ଜାଣିବାକୁ ପାଇଲେ ସେ ନିବସ୍ତ୍ର ଆଉ ତାଙ୍କର ଏମିତି ଅବସ୍ଥା କରି ନଗ୍ନ ଭିଡିଓ କରିଛନ୍ତି ଅର୍ଚ୍ଚନା ଓ ଜଗବନ୍ଧୁ । ଆଉ ତାଙ୍କୁ ଦେଖାଇ ବ୍ଳାକମେଲ କରିବା ଆରମ୍ଭ କରିଲେ ।

ଆଉ ଲକ ଡାଉନ ସମୟରେ ହାଇ ପ୍ରୋଫାଇଲ ଲୋକଙ୍କ ନମ୍ବର ପାଇ ତାଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କୁ ବ୍ଲାକ ମେଲ କରିଲେ । ଲକ୍ଷ ଲକ୍ଷ ନୁହେଁ କୋଟି କୋଟି ଟଙ୍କା କମାଇଲେ ଆଉ ମିଛ ସାମ୍ରାଜ୍ୟ ଗଢି ଚାଲିଥିଲା ସୁନ୍ଦରୀ ଅର୍ଚ୍ଚନା । ବନ୍ଧୁଗଣ ଆପଣଙ୍କର ଅର୍ଚ୍ଚନା ନାଗ ଙ୍କ ଏଭଳି କାର୍ଯ୍ୟ କଳାପକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *