ଇୟର ଫୋନ ନେଇଗଲା ଜୀବନ ! ପଢନ୍ତୁ ସମ୍ପୁର୍ଣ୍ଣ ଖବର

ରାୟଗଡା ଜିଲ୍ଲାରେ ଗୋଟେ ଅଭାବନୀୟ ଘଟଣା ଘଟିଛି । ଏହି ଘଟଣା ହେଉଛି ବିଷମ କଟକ ଥାନା ଅଞ୍ଚଳର । ଜଣେ ଯୁବତୀ କାନରେ ଇୟର ଫୋନ ଦେଇ ମୋବାଇଲରୁ ଗୀତ ଶୁଣି ଶୁଣି ଟ୍ରେନ ଲାଇନ ପାର ହେଉଥିଲେ, ଏହି ଗୀତ ଶୁଣିବା ତାଙ୍କ ପାଇଁ ବହୁତ ମହଙ୍ଗା ପଡିଥିଲା, ସେହି ସମୟରେ ଟ୍ରେନ ଆସୁଥିଲା ସେ ଜାଣି ପାରିନଥିଲେ ।

ଫଳରେ ଟ୍ରେନ ଧକ୍କାରେ ତାଙ୍କ ଜୀବନ ଚାଲି ଯାଇଥିଲା । ମୃତ ଯୁବତୀ ଜଣକ ହେଉଛନ୍ତି ସାନାମଟକ ଗାଁର କୁମାରୀ ଗାଣ୍ଟା, ତାଙ୍କ ବୟସ ହେଉଛି ୨୫ ବର୍ଷ । ଖବର ଅନୁସାରେ ଯୁବତୀ ଜଣକ ହେଉଛନ୍ତି କୁମାରୀ ଗାଣ୍ଟା ଶୁକ୍ରବାର ସନ୍ଧ୍ୟାରେ ନିକଟସ୍ଥ ଲଟାଗୁଡା ଗ୍ରାମକୁ କୌଣସି କାମରେ ଯାଇଥିଲେ ।

ସେ ଚାଲି ଚାଲି ନିଜ ଗ୍ରାମକୁ ଫେରିବା ସମୟରେ ଇୟର ଫୋନ ଲଗାଏ ମୋବାଇଲରୁ ଗୀତ ଶୁଣୁଥିଲେ । ଏହା ମଧ୍ୟ ଗାଁ ମଝିରେ ଯିବା ପାଇଁ ଗୋଟେ  ରେଳ ଧାରଣ ପଡିଥିଲା ସେ ତାକୁ ପାର କରିବା ସମୟରେ ଏପରି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ।

ଟ୍ରେନଟି ବହୁତ ଦ୍ରୁତ ଗତିରେ ଆସୁଥିବା ସମୟରେ  ସେ ଗୀତା ଶୁଣୁ ଥିବାରୁ ଜାଣି ପାରିନଥିଲେ, ଟ୍ରେନ ଧକ୍କାରେ ଜୀବନ ଚାଲିଯାଇଥିଲା । ତେଣୁ ଅନ୍ୟମନସ୍କ ହୋଇ ପାରା ହେଉଥିବାରୁ ଏପରି ଅଭାବନୀୟ ଘଟଣା ଘଟିଥିଲା । ଏଥିରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଗତ କଲି ସ୍ଥାନୀୟ ଲୋକ ତାଙ୍କ ମୃତ ଶରୀରକୁ ରେଳ ଧାରଣାରେ ଠାବ କରିଥିଲେ । ଏହି ଖବର ପାଇବା ପରେ ରେଳବଐ ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ କରି ପରିବାର ଲୋକଙ୍କୁ ଦେଇଥିଲେ । ଏହି ବିଷୟରେ ରେଳବାଇ ପୋଲିସ ତଦନ୍ତ କରି ମାମଲା ରୁଜୁ କରଛି ।

ତେବେ ବନ୍ଧୁଗଣ ଅମାର ଅପାନ ମାନଙ୍କୁ ଗୋଟିଏ ଅନୁରୋଧ ରାସ୍ତା ଗହତରେ ଚାଲୁଥିବା ସମୟରେ, ବ ଗାଡି ଚଳଉଥିବା ସମୟରେ ନିଜ ନଜର ରାସ୍ତା ଉଆପରେ ରଖନ୍ତୁ ନା କି ଫୋନରେ । ଏବଂ ଇୟର ଫୋନ ଦେଇ କେବେବି ବି ରାସ୍ତାକୁ ଭାରନ୍ତୁ ନାହିଁ ନଚେତ ଯାହା ହେବ ତାହା ତ ଆପଣ ଜାଣି ସାରିଲେଣି । ସେଥିପାଇଁ ସତର୍କ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *