ଯଦି ଆପଣଙ୍କ ପାଖରେ ବି ଅଛି ଏହି ଦୁର୍ଲଭ 1 ଟଙ୍କିଆ ତେବେ ଆପଣ ବି ହୋଇପାରିବେ ଲକ୍ଷପତି

ଲକ୍ଷପତି ହେବାର କାହାର ବା ଇଛା ନଥାଏ । ଏଠି ପାଇନ ବହୁତ ପରିଶ୍ରମ କରିବାକୁ ପଡିଥାଏ, କିନ୍ତୁ କଣ ଆପଣ ଜାଣିଛନ୍ତି ଆପଣ ଘରେ ବସି ଲକ୍ଷପତି ହୋଇପାରିବେ । କିନ୍ତୁ ଏହି ଲକ୍ଷ ତାଙ୍କ ପାଇବା ପାଇଁ ଆପଣଙ୍କ ପାଖରେ ଏକ ସ୍ଵତନ୍ତ୍ର 1 ଟଙ୍କିଆ ରହିବା ଆବଶ୍ୟକ ।

ଯଦି ଆପଣଙ୍କ ପକାହରେ ଏହି 1 ଟଙ୍କିଆ ନୋଟ ଅଛି ତେବେ ଏହାର ଫୋଟୋ ଉଠାଇ ଏହାକୁ ଏକ ୱେବସାଇଟ ରେ ଉପଲୋଡ କରିବାକୁ ପଡିବ । ଯାହା ପରେ ଏହି ନୋଟର ନିଲାମ ଆରମ୍ଭ ହେବ । ଏହା ପରେ ଆପଣ ଯାହାକୁ ଚାହିଁବେ ତାକୁ ଏହି ନୋଟ ଦେଇ ଲକ୍ଷାଧିକ ଟଙ୍କା ପାଇ ପାରିବେ ।

Image Courtesy: Google

ତେବେ ଏହି ନୋଟ କୁ ଇଣ୍ଡିଆମର୍ଟ ୱେବସାଇଟ ରେ ବିକ୍ରି କରାଯାଉଛି । ଯେଉଁଠି ଆପଣଙ୍କୁ ଏହି ନୋଟ ର ସବୁଠୁ ଅଧିକ ମୂଲ୍ୟ ମିଳିପାରିବ । ତେବେ ଆପଣଙ୍କ ଜାଣିବା ପାଇଁ କହି ରଖୁଚୁ କି 1 ଟଙ୍କିଆ ନୋଟ କେବେ ବି ଭାରତୀୟ ରିଜର୍ଭ ବ୍ଯାଙ୍କ ଜାରି କରି ନଥାଏ । ଏହାକୁ କେବଳ ଭରତ ସରକାର ଜାରି କରିଥାନ୍ତି । ସେଥିପାଇଁ ଏହି ନୋଟ ରେ ରିଜର୍ଭ ବ୍ଯାଙ୍କ ଗଭର୍ନରଙ୍କ ପରିବର୍ତ୍ତେ ଅର୍ଥ ସଚିବଙ୍କ ହସ୍ତାକ୍ଷର ଥାଏ ।

Image Courtesy: Google

୧୯୧୭ ମସିହା ନଭେମ୍ବର ୩୦ ତାରିଖରେ ପ୍ରଥମ ଥର ୧ ଟଙ୍କିଆ ନୋଟର ମୁଦ୍ରଣ ହୋଇଥିଲା । ଏହି ନୋଟରେ କିଙ୍ଗ ଜର୍ଜ ପଞ୍ଚମଙ୍କର ଫଟୋ ଅଛି । ତେବେ ରିଜର୍ଭ ବ୍ଯାଙ୍କ ଅନୁସାରେ ୧୯୨୬ ମସିହାରେ ଏହି ନୋଟର ଛପା ବନ୍ଦ ହୋଇଥିଲା । କିନ୍ତୁ ପରେ ୧୯୪୦ ମସିହାରେ ପୁଣି ଏହି ନୋଟ ଛପା ହୋଇଥିଲା ।

Image Courtesy: Google

ତେବେ ଏହା ପୁଣି ୧୯୯୪ରେ ଛପା ବନ୍ଦ ହୋଇଥିଲା ଓ ୨୦୧୫ ରେ ପୁଣି ଛପା ଆରମ୍ଭ ହୋଇଥିଲା । ତେବେ ଏହି ୧ ଟଙ୍କିଆ ନୋଟ ବିକ୍ରି କରି ଆପଣ ଲକ୍ଷପତି ହୋଇ ପାରିବେ । କିନ୍ତୁ ସବୁ ୧ ଟଙ୍କିଆ ନୋଟ ଏଥିରେ ସାମିଲ ହୋଇପାରିବ ନାହିଁ, କେବଳ ଯେଉଁଥିରେ ମାତା ବୈଷ୍ଣୋଦେବୀଙ୍କ ଫୋଟୋ ଥିବା ୧ ଟଙ୍କିଆ, ୫ ଟଙ୍କିଆ ଓ ୧୦ ଟଙ୍କିଆ ନୋଟ ରହିଛି ତାହେଲେ ତାକୁ ଆପଣ ଲକ୍ଷାଧିକ ମୂଲ୍ଯରେ ବିକ୍ରି କରିପାରିବେ ।

ଅଧିକ ଜାଣିବାକୁ ଚାହୁଁଥିଲେ ଏହି ୱେବସାଇଟକୁ ଯାଇ ଆପଣ ସଂପୂର୍ଣ୍ଣ ବିବରଣୀ ପାଇପାରିବେ । https://dir.indiamart.com/impcat/antique-note.html

Leave a Reply

Your email address will not be published. Required fields are marked *