ଏଭଳି ଝିଅ ଯେଉଁଠି ବି ମିଳିଯିବ ତୁରନ୍ତ କରିନିଅ ବିବାହ- Chanakya Niti

ଚାଣକ୍ୟ ଏମିତି ଜଣେ ବିଦ୍ୱାନ ଥିଲେ ଯିଏ ନିଜ ବୁଦ୍ଧି ଦ୍ୱାରା ଜଣେ ସାମାନ୍ୟ ପରିଶ୍ରମୀ ବ୍ୟକ୍ତି ଚନ୍ଦ୍ର ଗୁପ୍ତ ମୋର୍ୟଙ୍କୁ ରାଜା ବାନାଇଥିଲେ । ଚାଣକ୍ୟ ନିଜ ନୀତି ଶାସ୍ତ୍ରରେ ବହୁତ୍ କିଛି ଏମିତି ଲେଖିଛନ୍ତି ଯାହା ଦ୍ୱାରା ସାମାନ୍ୟ ଲୋକଙ୍କୁ ଜୀବନରେ କଣ କରିବା ଉଚିତ୍ ଓ କଣ ନକରିବା ଉଚିତ୍ ତାହା ବିଷୟରେ କୁହା ଯାଇଛି । ମଣିଷ ନିଜ ଜୀବନରେ ବହୁତ୍ ଏମିତି ସ୍ଥିତି ଆସିଥାଏ ଯେତେବେଳେ ସେ ପରିସ୍ଥିତି ଆଗରେ ହାର ମାନିଥାଏ କିନ୍ତୁ ଚାଣକ୍ୟ ନିଜ ନୀତିରେ ଏହି ସବୁ ଅସୁବିଧାକୁ କେମିତି ସାମ୍ନା କରିବା ବିଷୟରେ ବିସ୍ତାର ସହ ଲେଖିଛନ୍ତି ।

ଆଜି ଆମେ ଆପଣଙ୍କୁ ଚାଣକ୍ୟ ଦ୍ୱାରା କୁହା ଯାଇଥିବା ଏମିତି କିଛି ଲୋକଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ବହୁତ୍ କମ ଲୋକ ଜାଣିଛନ୍ତି । ତେବେ ଆସନ୍ତୁ ଜାଣିବା କେମିତିକା ଝିଅ ସହ ବିବାହ କରିବା ଉଚିତ୍ ହୋଇଥାଏ ।

୧- ଚାଣକ୍ୟ ନୀତି ଅନୁଯାଇ ବହୁତ୍ ଏମିତି ସ୍ତ୍ରୀ ହୋଇଥାନ୍ତି ଯିଏ ନିଜ ଆଖ ପାଖ ଲୋକଙ୍କ ଧ୍ୟାନ ରଖନ୍ତି । ଏହି ଭଳି ଝିଅଙ୍କ ସହ ବିବାହ କଲେ ପୁରୁଷ ବହୁତ୍ ଶୁଖି ରୁହନ୍ତି ।

୨- ଚାଣକ୍ୟ କହିଛନ୍ତି ଯେଉଁ ବ୍ୟକ୍ତି ନିଜ ଲୋକ ବା ପର ଲୋକ କାହାକୁବି ମାନ ସମ୍ମାନ ଦିଅନ୍ତି ନାହିଁ ତାଙ୍କ ସହ ବିବାହ କଲେ ଆପଣ ମଧ୍ୟ ଖୁସିରେ ରହିବେ ନାହିଁ ।

୩- ଚାଣକ୍ୟ କହିଛନ୍ତି ଯେଉଁ ସ୍ତ୍ରୀ ଧନ ବଞ୍ଚେଇବା ବିଷୟରେ ଅଧିକ ଚିନ୍ତା କରିଥାଏ ସେହି ଭଳି ସ୍ତ୍ରୀ ସହ ବିବାହ କଲେ ପୁରୁଷ ଶୁଖି ରୁହନ୍ତି ।

୪- ଯେଉଁ ସ୍ତ୍ରୀ ପରମ୍ପରା ଓ ସଂସ୍କୃତିକୁ ଅଧିକ ମାନ୍ୟତା ଦେଇଥାଏ ସେହି ଭଳି ସ୍ତ୍ରୀଙ୍କ ଜୀବନରେ ବହୁତ୍ ଶାନ୍ତି ଆସିଥାଏ ଓ ତାଙ୍କୁ ବିବାହ କରିଥିବା ବ୍ୟକ୍ତି ଜିବନ ସୁଖମୟ ହୋଇଥାଏ ।

୫- ଯେଉଁ ସ୍ତ୍ରୀ ନିଜ ଘର ଲୋକଙ୍କ ମନ କଥା କିଛି ନକହି ମଧ୍ୟ ବୁଝିଥାଏ ତା ସହ ବିବାହ କଲେ ପୁରୁଷ ଶୁଖି ରୁହନ୍ତି ।

୬- ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେଉଁ ସ୍ତ୍ରୀ କଥା ମଧୁର ହୋଇଥାଏ ଓ ସେ ନିଜ କଥା ଦ୍ୱାରା ସମସ୍ତଙ୍କ ମନ କିଣିଥାଏ ସେହି ଭଳି ଝିଅଙ୍କ ସହ ବିବାହ କରିବା ଉଚିତ୍ ଅଟେ ।

୭- ଚାଣକ୍ୟ କହିଛନ୍ତି ଯେଉଁ ଝିଅ ଘର ଆର୍ଥିକ ସମସ୍ୟା ବିଝିଥାଏ ଓ ଅନ୍ୟକୁ କଷ୍ଟ ଦେଲା ଭଳି କାମ କରିନଥାଏ ସେହି ଭଳି ଝିଅ ସହ ବିବାହ କରିବା ଉଚିତ୍ ଅଟେ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *