ଛିଡା ହୋଇ ପାଣି ପିଇବା ଦ୍ଵାରା ହୋଇପାରେ ଭୟଙ୍କର ରୋଗ, ଥରେ ନିଶ୍ଚୟ ଦେଖନ୍ତୁ- Health Tips

ଆଜିକାଲି ର ଏହି ବ୍ୟସ୍ତ ବହୁଳ ଜୀବନରେ କାହା ପାଖରେ ପାଣି ପିଇବା ପାଇଁ ମଧ୍ୟ ସମୟ ନାହିଁ । ତେଣୁ ସମୟ ର ଘୋର ଅଭାବ କାରଣରୁ ପାଣି ପିଇଲା ବେଳେ ଆମେ ଏହିଭଳି ଅନେକ ଭୁଲ କରିଦେଇ ଥାଉ ଯାହା ଆମକୁ ପଛରେ ଅନେକ ପ୍ରକାର ର ଅସୁବିଧା ଆଣି ଦେଇଥାଏ । ଆମେ ଖାଇଲା ବେଳେ ମଧ୍ୟ ଆମେ ଭୁଲ ଢଙ୍ଗ ରେ ଖାଇଦେଇଥାଉ ଏବଂ ଭୁଲ ଜିନିଷ ମଧ୍ୟ ଖାଇ ଦେଇଥାଉ । ତେଣୁ ଆଜି ଆଲୋଚନା କରିବା ଆମେ ଯେଉଁ ଭୁଲ ଢଙ୍ଗ ରେ ପାଣି ପିଉ ତାହା ଶରୀର କୁ କଣ ଅସୁବିଧା ଆଣି ଦେଇଥାଏ ।

ଯେତେବେଳେ ଅତ୍ୟଧିକ ଶୋଷ ଲାଗେ ଆମେ ଛିଡା ହୋଇ ପାଣି ପିଇଦେଇଥାଉ । ତେଣୁ ଏହା ଦ୍ଵାରା ଆମ ମନର ଶୋଷ ମେଣ୍ଟିଯାଇଥାଏ । ଛିଡା ହୋଇ ପାଣି ପିଇବା ଦ୍ଵାରା ଏହି ସବୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଛିଡା ହୋଇ ପାଣି ପିଇବା ଦ୍ଵାରା ଏହି ପାଣି ଆମ କିଡନୀ, ଲିଭର ଉପରେ ଅନେକ ପ୍ରଭାବ ପକାଇଥାଏ । ହଜମ ଶକ୍ତି କମି ଯାଇଥାଏ ।

ହଜମ ଶକ୍ତି କମିବା ଦ୍ଵାରା ଶରୀର କୁ ବିଭିନ୍ନ ପ୍ରକାରର ରୋଗ ମାଡିଯିବ । ଏହା ବ୍ୟତୀତ ଯେଉଁ ଲୋକ ଛିଡା ହୋଇ ପାଣି ପିଅନ୍ତି ସେମାନଙ୍କୁ ଅର୍ଥୋରାଇଟ ର ଅସୁବିଧା ବା ଆଣ୍ଟୁଗଣ୍ଠି ର ଯନ୍ତ୍ରଣା ମଧ୍ୟ ହୋଇଥାଏ । ତେଣୁ ଛିଡା ହୋଇ ପାଣି ପିଇବା ଦ୍ଵାରା ଆଣ୍ଠୁଗଣ୍ଠି ରେ ପ୍ରଭାବ ଦେଖାଯାଇଥାଏ ।

କେତେକ ସମୟରେ ଛିଡା ହୋଇ ପାଣି ପିଇବା ସମୟରେ ଆପଣଙ୍କ ଶରୀର ଝିମ ଝିମ ହେବାର ଆଶଙ୍କା ମଧ୍ୟ ରହିଥାଏ । କାରଣ ଛିଡା ହୋଇ ପାଣି ପିଇବା ଦ୍ଵାରା ଏହା ଆମ ଶରୀର ରେ ଅନ୍ୟ ଦ୍ରବ୍ୟ ପଦାର୍ଥ ଗୁଡିକ ର ସନ୍ତୁଳନ କୁ ବିଗାଡି ଦେଇଥାଏ । ଏହା ଛଡା ଯେଉଁ ତରଳ ପଦାର୍ଥ ଆମ ହାଡ ଭିତରେ ରହିଛି ସେହି ପଦାର୍ଥ କମ ହେବାରେ ଲାଗିଥାଏ । ଏବଂ ଧୀରେ ଧୀରେ ଗୋଦା ହାତ ବିନ୍ଧିବାକୁ ଲାଗିଥାଏ ।

ପାଣି ପିଇବା ସମୟରେ ସର୍ବଦା ବସି କରି ପାଣି ପିଅନ୍ତୁ । ବସିକି ପାଣି ପିଇବା ଦ୍ଵାରା ଶରୀର ର କୌଣସି ଅସୁବିଧା ହୋଇନଥାଏ । କିନ୍ତୁ କେବେ ବି ଛିଡା ହୋଇ ପାଣି ପିଅନ୍ତୁ ନାହିଁ । ବସି କରି ପାଣି ପିଇବା ହିଁ ପାଣି ପିଇବାର ସଠିକ ଉପାୟ । ଏହି ପରି ପାଣି ପିଇବା ଦ୍ଵାରା ଆପଣ ଆପଣଙ୍କ ଶରୀରକୁ ସବୁବେଳେ ସୁସ୍ଥ ରଖିପାରିବେ । ତେଣୁ ବସିକି ପାଣି ପିଇବାର ଅଭ୍ୟାସ ଆରମ୍ଭ କରନ୍ତୁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *