ଏହି 3ଟି ଘରକୁ ମା ଲକ୍ଷ୍ମୀ କେବେବ ବି ଯାଆନ୍ତି ନାହିଁ- Vastu Shastra

ବାସ୍ତୁ ଶାସ୍ତ୍ର ଆମ ଜୀବନ ରେ ବହୁତ ମହତ୍ଵ ରଖିଥାଏ, ଏହାର ମୁଖ୍ୟ କାରଣ ଘର ର ରୋଷେଇ ଘର ହୋଇଥାଏ, ତେବେ ଯେଉଁ ଘରେ ରୋଷେଇ ଘର ଜିନିଷ ସଠିକ ସ୍ଥାନରେ ରହିଥାଏ ସେହି ଘରେ ସଫଳତା ଆସିବାର ବାଟ ଖୋଲିଥାଏ । ଶାସ୍ତ୍ର ଅନୁଯାଇ ଘରର ମହିଳାଙ୍କୁ ମାତା ଲକ୍ଷ୍ମୀଙ୍କ ସହ ତୁଳନା କରା ଯାଇଥାଏ ତେବେ ମହିଳାଙ୍କୁ ମାତା ଲକ୍ଷ୍ମୀଙ୍କ ସମାନ କାମ କରିବା ଉଚିତ ନଚେତ ଘରେ ଦରିଦ୍ରତା ଆସିଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ବିଶେଷ କଥା ଗୁଡିକ କହିବାକୁ ଯାଉଛୁ ଯାହା ଘରର ମହିଳାଙ୍କୁ କରିବା ଆବଶ୍ୟକ ହୋଇଥାଏ, ଏହି ଭଳି କାମ କଲେ ଘରେ ଅନିଷ୍ଠ ହୋଇଥାଏ ଆଉ ଜୀବନରେ ବହୁତ ପ୍ରକାର ବୃଶଙ୍ଖଳା ପସିଥାଏ ।

୧. ଶାସ୍ତ୍ର ଅନୁଯାଇ ଝାଡୁକୁ ମାତା ଲକ୍ଷ୍ମୀ କୁହା ଯାଇଥାଏ ସେଥିପାଇଁ ଭୁଲରେ ବି ମହିଳାଙ୍କୁ ଝାଡୁରେ ପାଦ ଲଗାଇବା ଉଚିତ ନୁହଁ, କିଛି ମହିଳା ମାନେ ଝାଡୁ କରିବା ସମୟରେ ଝାଡୁରେ ପାଦ ପୋଛିଥାନ୍ତି ଏହା ବହୁତ ଖରାପ ଅଭ୍ଯାସ ଅଟେ ଏହା କରିବା ଦ୍ଵାରା ଜୀବନରେ ବହୁତ ଅସୁବିଧା ଆସିଥାଏ ।

୨. ମହିଳାଙ୍କୁ ଦୁଆର ବନ୍ଧରେ ବସି ଖାଇବା ବା ଗପ ମାରିବା ଉଚିତ ନୁହଁ, ଏହା ଦ୍ଵାରା ମାତା ରୁଷ୍ଠ ହୁଅନ୍ତି ଆଉ ଘର ଛାଡି ଯାଇଥାନ୍ତି ।

୩. ଯେଉଁ ଘର ମହିଳା ମାନେ ଡେରିରେ ସୋଇ ଡେରିରେ ଉଠି ଥାନ୍ତି ଆଉ ବହୁତ ସମୟ ପର୍ଯ୍ୟନ୍ତ ଘର ଅଗଣାରେ ଝାଡୁ ମରା ଯାଇ ନଥାଏ ସେହି ଘରୁ ମାତା ଲକ୍ଷ୍ମୀ ବହୁତ ଶୀଘ୍ର ଯାଇଥାନ୍ତି ।

୪. ଯେଉଁ ଘରେ ମହିଳା ମାନେ କେବଳ କାମ ବାସନା ଆଉ ଆରାମ କରିବା ବିଷୟରେ ଚିନ୍ତା କରନ୍ତି ସେହି ଘରେ ଭଗବାନ କେବେ ବାସ କରନ୍ତି ନହିଁ ସେଥିପାଇଁ ଏହି ଭଳି ଭୁଲ କରନ୍ତୁ ନାହିଁ ଜୀବନ ନର୍କ ହୋଇଯିବ ।

୫. ଯେଉଁ ଘର ମହିଳା ମାନେ ରାତିରେ ଶୋଇଲା ବେଳେ ଅସନା ବାସନ ବା ଅଇଁଠା ବାସନ ଛାଡି ଶୋଇବାକୁ ଯାଇଥାନ୍ତି ତାଙ୍କ ଘରେ ଆର୍ଥିକ ସମସ୍ୟା ସବୁବେଳେ ଲାଗି ରହିଥାଏ ଆଉ ସେହି ଭଳି ଘରେ ଭଗବାନ କେବେ ବାସ କରନ୍ତି ନାହିଁ ।

୬. ଯେଉଁ ଘରେ ମହିଳା ମାନେ ସକାଳେ ଝାଡୁ ନ ମାରି ସନ୍ଧ୍ୟା ବା ରାତିରେ ଝାଡୁ ମାରନ୍ତି ସେହି ଘରୁ ନକାରାତ୍ମକ ଶକ୍ତି ବାହାରି ଯାଇଥାଏ ଆଉ ନକାରାତ୍ମକ ଊର୍ଜା ଘରେ ପ୍ରବେଶ କରିଥାଏ ।

Leave a Reply

Your email address will not be published. Required fields are marked *