ଏହି ଉପାୟ ଧନବାନ ଏବଂ ଭାଗ୍ୟବାନ ବନେଇଥାନ୍ତି, ଥରେ ନିଶ୍ଚିନ୍ତ ଅଭ୍ୟାସ କରନ୍ତୁ

ସଫଳତା ପ୍ରାପ୍ତ କରିବା ପାଇଁ ପୁରୁଷାର୍ଥ ସହ ଭାଗ୍ୟ ମଧ୍ୟ ଆବଶ୍ୟକ ହୋଇଥାଏ, ଭାଗ୍ୟ ନିଜ ପକ୍ଷରେ କରିବା ପାଇଁ ପାରମ୍ପରିକ ଉପାୟ ଲାଭକରି ବୋଲି କୁହାଯାଇଛି । ଜୀବନରେ ସଫଳତା ଏବଂ ସୌଭାଗ୍ୟ ପ୍ରାପ୍ତ କରିବା ପାଇଁ ଶାସ୍ତ୍ର ରେ କିଛି ସରଲ ଉପାୟ କୁହା ଯାଇଛି ଯାହା ମାନବ କଲ୍ୟାଣ ପାଇଁ ଅଟେ, ତେବେ ଆସନ୍ତୁ ଏହି ଉପାୟ ଗୁଡିକ ବିଷୟରେ ଜାଣିବା ।

– ଗୁଲର ମୂଳ ଓପାଡି କପଡା ରେ ଗୁରେଇ, ଚାନ୍ଦି କବଚରେ ପକାଇ ବେକ ରେ ଧାରଣ କରନ୍ତୁ ଏହା ଦ୍ଵାରା ଆପଣଙ୍କ ଆର୍ଥିକ ସ୍ଥିତି ଭଲ ହୋଇଥାଏ ।

– ତିଜୋରି ବା ଯେଉଁ ଜାଗାରେ ଆପଣ ନିଜ ଗହଣା ରଖନ୍ତି ଶେଠୀ ଲକ୍ଷ୍ମୀ ମା ୯ଟି କଉଡି ରଖନ୍ତୁ ଓ ଗୋଟେ ତାମ୍ବା ସିକା ରଖନ୍ତୁ ଏହା ଦ୍ଵାରା ଆପଣଙ୍କ ଘରେ ଧନ ସବୁବେଳେ ନିବାସ କରିବା ଆପଣଙ୍କ ଘରେ କେବେ ଧନ ସମାପ୍ତ ହବ ନାହିଁ ।

– ନିୟମିତ ରୂପରେ କଦଳୀ ଗଛ ମୂଳରେ ଜଳ ଅର୍ପିତ କରନ୍ତୁ ଏବଂ ଘିଅ ଦୀପ ମଧ୍ୟ ଲଗାନ୍ତୁ ଏହା ଦ୍ଵାରା ଆପଣଙ୍କ ଦରିଦ୍ରତା ଦୂର ହୋଇଥାଏ ।

– ଭୋଜନ ଆଗରୁ ଗାଈ ବା କୁକୁର ପାଇଁ ଗୋଟେ ରୁଟି ବାହାର କରି ଦିଅନ୍ତୁ, ଏହା ଦ୍ଵାରା ଆପଣଙ୍କୁ କେବେ ବି ଆର୍ଥିକ ସମସ୍ୟା ସାମ୍ନା କରିବାକୁ ପଡିବ ନାହିଁ ।

– ପ୍ରତେକ ଗୁରୁବାର ଦିନ ତୁଳସୀ ଗଛରେ ଖିର ଅର୍ପିତ କଲେ ଆପଣଙ୍କ ଆର୍ଥିକ ସ୍ଥିତି ଭଲ ହୋଇଥାଏ ।

– ମାସ ପ୍ରଥମ ବୁଧବାର ରାତିରେ କଞ୍ଚା ହଳଦୀ ଗାଣ୍ଠ ବାନ୍ଧି ଭଗବାନ ଶ୍ରୀ କୃଷ୍ଣକୁ ଅର୍ପିତ କରନ୍ତୁ, ଗତ ଦିନ ସୂତା ରେ ବାନ୍ଧି ନିଜ ଡାହାଣ ଭୁଜା ରେ ବାନ୍ଧି ଲାଭ ହବ ।

– ଶନିବାର ଦିନ ଶୋଇବା ଖଟ ତଳେ ସୋରିଷ ତେଲ ରଖନ୍ତୁ ଓ ପର ଦିନ ସେହି ତେଲ ରେ ବିରି ଲଡୁ ବନେଇ କୁକୁରକୁ ଓ ଗରିବ ଲୋକଙ୍କୁ ଖାଇବା ପାଇଁ ଦିଅନ୍ତୁ ଆପଣଙ୍କ ଦରିଦ୍ରତା ଦୂର ହୋଇଯିବ ଓ ଲକ୍ଷ୍ମୀ ଆପଣଙ୍କ ଘରେ ଆସିବେ ।

ଯଦି ଆପଣ ବି ଜୀବନରେ ସଫଳ ହେବାକୁ ଚାହୁଁଛନ୍ତି ଓ ଧନବାନ ଓ ଭାଗ୍ଯବାନ ହେବାକୁ ଚାହୁଁଛନ୍ତି ତେବେ ଏହି ଉପାୟ ନିଶ୍ଚୟ କରିକି ଦେଖନ୍ତୁ ନିଶ୍ଚୟ ସମସ୍ତ କାର୍ଯ୍ୟ ସଫଳ ହେବ ଆଉ ଆପଣ ମଧ୍ୟ ଏକ ସୁନ୍ଦର ଜୀବନ ବଞ୍ଚିବାର ସ୍ଵପ୍ନ ପୁରା କରିପାରିବେ ।

Leave a Reply

Your email address will not be published. Required fields are marked *