ଏହାର କେବଳ 1 ପତ୍ର ଆପଣଙ୍କ ଥଣ୍ଡା, କାଶ, କଫ ଥରକରେ ଭଲ କରିବ- Healthy Tips

ବନ୍ଧୁଗଣ ବର୍ତ୍ତମାନ ବର୍ଷା ଋତୁ ଚାଲିଛି । ଆଉ ବର୍ଷା ଋତୁ ଆରମ୍ଭ ହେବା ମାତ୍ରେ ଥଣ୍ଡା, କାଶ, କଫ ଭଳି ସମସ୍ଯା ଉତପନ ହୋଇଥାଏ । ସେଥିରୁ ବଞ୍ଚିବା ପାଇଁ ଅନେକ ଲୋକ ଗରମ ଜିନିଷର ସେବନ କରିଥାନ୍ତି । ଫଳରେ ଗ୍ଯାସ, ଏସିଡିଟି, କବଚ ଭଳି ସମସ୍ଯା ଉତପନ ହୋଇଥାଏ । ଏହା ନ ହେବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ବହୁତ ଭଲ ଘରୋଇ ଉପଚାର । ଯାହା ଦ୍ଵାରା ଥଣ୍ଡା, କାଶ, କଫ ଭଳି ସମସ୍ଯା ହେବ ନାହିଁ ।

ତେବେ ଆସନ୍ତୁ ଜାଣିବା ଏହି ରେମଡି ବନାଇବା ପାଇଁ କଣ ଆବଶ୍ୟକ ଓ ଏହାର ପ୍ରୟୋଗ କିପରି କରିବା । ଏଥିପାଇଁ ଆପଣଙ୍କୁ ଆବଶ୍ୟକ ପିଜୁଳି ପତ୍ର । ପିଜୁଳି ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ତାହ ଆପଣ ମାନେ ଜାଣିଥିବେ । ଏହାର ପତ୍ର ମଧ୍ୟ ବହୁତ ଫାଇଦା ଦେଇଥାଏ । ପିଜୁଳି ପତ୍ରରେ ଭରପୁର ମାତ୍ରାରେ ଭିଟାମିନ-ସି ଓ ଆଇରନ ଆଦି ମିଳିଥାଏ । ଯଦି ଆପଣ ଥଣ୍ଡା, କାଶ ଭଳି ସମସ୍ୟାରେ ଏହାର ଚାହା ବନାଇ ପିଇବେ ତାହା ଦୂର ହେବ ।

ଗଳାରେ ଜମିଥିବା କଫ, ମୁଣ୍ଡ ବିନ୍ଧାରୁ ସଂପୂର୍ଣ୍ଣ ଲାଭ ମିଳିବ । ପିଜୁଳି ପତ୍ରରେ ଆଣ୍ଟି ଆକ୍ସିଡେଣ୍ଟ, ଇମଫ୍ଲାମେଟରୀ ଗୁଣ ରହିଛି । ଫାଇଭରରେ ଭରପୁର ହୋଇଥାଏ ପିଜୁଳି ପତ୍ର । କେଶ ଝଡିବା, ଆଖି ସମସ୍ଯା ପାଇଁ ପିଜୁଳି ପତ୍ର ଲାଭଦାୟକ ହୋଇଥାଏ । ଏହି ରେମେଡି ବନାଇବା ପାଇଁ 5ରୁ 7ଟି ପିଜୁଳି ପତ୍ର ନେଇ ଏହାକୁ ଭଲ ଭାବେ ଧୋଇ ଦିଅନ୍ତୁ । ଏକ ପାତ୍ରରେ ଦେଢ ଗ୍ଳାସ ପାଣି ନିଅନ୍ତୁ ।

ପାଣି ଗରମ ହେବା ପରେ ପିଜୁଳି ପତ୍ରକୁ ପକାନ୍ତୁ । ଧ୍ୟାନ ରଖିବେ ସଂପୂର୍ଣ୍ଣ କଞ୍ଚା ପତ୍ରର ବ୍ୟବହାର କରିବେ । ଧୀମା ଅନାଚରେ ପାଣି କୁ ଭଲରେ ଫୁଟାନ୍ତୁ । ଯଦି ଗଳାରେ କଫ ଜମିଛି ତେବେ 4ରୁ 5ଟି ଗୋଲମରୀଚ ଓ 3ରୁ 4ଟି ଲବଙ୍ଗ ଏଥିରେ ପକାନ୍ତୁ । ଭୟଙ୍କର ରୁ ଭୟଙ୍କର ଛିଙ୍କ, ନାକ ରୁ ପାଣି ଗଡିବା, ଗଲା ଫୁଲିବା ଭଳି ସମସ୍ୟାରୁ ଏହି ରେମେଡି ରିହାତି ଦେଇଥାଏ ।

ଯଦି ତଣ୍ଟି ବସିଥାଏ ତେବେ ତାହା ସଂପୂର୍ଣ୍ଣ ଠିକ ହେବ । ଦିନକୁ 2 ଥର ଏହାର ସେବନ କରନ୍ତୁ । ଏହି ପାଣିକୁ ସେତେ ଯାଏଁ ଫୁଟାନ୍ତୁ ଯେବେ ଯାଏଁ ପାଣି ଅଧା ନ ହୋଇଛି । ଏବେ ଏହାକୁ ଅନ୍ୟ ଏକ ପାତ୍ରକୁ ଛାଣି ଦିଅନ୍ତୁ । ଏହି ଚାହା ଏତେ ଚମତ୍କାରୀ ଯଦି ଆପଣଙ୍କୁ ମଧୁମେହ ରୋଗ ଅଛି କଣ୍ଟ୍ରୋଲ ହେବ ।

ଏହା କୋଲେଷ୍ଟ୍ରୋଲ ର ମାତ୍ରାକୁ କମ କରିବା ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ । କେଶ ଝଡିବା ବନ୍ଦ ହେବ ସହ ଡାଇରିୟା ପାଇଁ ଲାଭଦାୟକ ଅଟେ । ଏହି ଚା ର ସ୍ଵାଦ ବଢାଇବା ପାଇଁ ଲେମ୍ବୁ ରସ ଓ ମିଠା କରିବାକୁ ମହୁ ମିଶାନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *