907 ବର୍ଷ ଯାଏଁ ସମ୍ଭୋଗ ର ରହସ୍ୟ କଣ ? ରିଷି କଣ୍ଡୁ ଓ ପ୍ରମାଲୋଚା ଙ୍କ ସମ୍ଭୋଗ ର ରହସ୍ୟ କଣ ?

ବନ୍ଧୁଗଣ ଋଷିକଣ୍ଡୁ ଯିଏ କି ସ୍ଵର୍ଗ ର ଅପସରା ପ୍ରମୋଲୋଚା ଙ୍କ ଆକର୍ଷଣ ରେ ଆସି 907 ବର୍ଷ ସମ୍ଭୋଗ କରିଥିଲେ । ତେବେ ଏହି କଥା ଟି ଶୁଣିବା ପରେ ନିଶ୍ଚୟ ପ୍ରଶ୍ନ ଆସିବ କି ଲଗାତାର 907 ବର୍ଷ କିପରି ସମ୍ଭୋଗ କରିବା ସଂଭୋଗ ? ଋଷିକଣ୍ଡୁ ଙ୍କୁ କେଉଁ କାରଣ ପାଇଁ 907 ବର୍ଷ ଯାଏଁ ସମ୍ଭୋଗ କରିବାକୁ ପଡିଥିଲା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ପୁରାଣ ଅନୁଯାୟୀ ଯେଉଁଠି ବି ଅପ୍ସରା ମାନଙ୍କର ନାଁ ଆସିଥାଏ ସେଠାରେ ଇନ୍ଦ୍ର ଦେବ ଙ୍କ ନାମ ମଧ୍ୟ ଆସିଥାଏ ।

ବେଦ ପୁରାଣ ରେ ଲେଖା ଅଛି କି ଇନ୍ଦ୍ର ଦେବ ସ୍ଵର୍ଗ ର ଦେବତା ଥିଲେ । ଇନ୍ଦ୍ର ଦେବ ନିଜର କାମ ହାସଲ କରିବା ପାଇଁ ଛଳ କପଟ ର ସାହାରା ନେଇଥାନ୍ତି । ଥରେ ଏମିତି ହିଁ ହୋଇଥିଲା । ଯେବେ ରୁଷି ଗଣ ଙ୍କ ଶ୍ରେଷ୍ଠ ଋଷିକଣ୍ଡୁ ନଦୀ କୂଳରେ ଘୋର ତପସ୍ୟା ରେ ଲୀନ ଥିଲେ । ସେହି ସମୟରେ ଇନ୍ଦ୍ର ଦେବ ଙ୍କୁ ଭୟ ଲାଗିଲା କି ତପସ୍ୟାର ବରଦାନରେ ଋଷିକଣ୍ଡୁ ସ୍ଵର୍ଗ ନ ମାଗି ନିଅନ୍ତୁ ।

ତେବେ ସେହି ସମୟରେ ଋଷିକଣ୍ଡୁ ଙ୍କ ତପସ୍ୟା ଭଙ୍ଗ କରିବା ପାଇଁ ଦେବରାଜ ଇନ୍ଦ୍ର ସ୍ଵର୍ଗ ର ଅପ୍ସରା ପ୍ରମୋଲୋଚା କୁ ତାଙ୍କ ନିକଟକୁ ପଠାଇ ଥିଲେ । ଏହା ପରେ ପ୍ରମୋଲୋଚା ନିଜର ନୟନ ମାଧ୍ୟମରେ ଋଷିକଣ୍ଡୁ ଙ୍କୁ ସମୋହିତ କରି ନେଲେ । ଏହା ପରେ ଋଷିକଣ୍ଡୁ ପୂଜା ପାଠ ଓ ତପସ୍ୟା କୁ ଭୁଲି ଯାଇ ପ୍ରେମ ସାଧନାରେ ଲୀନ ହୋଇଗଲେ ।

ଯୋଜନା ଅନୁଯାୟୀ ଇନ୍ଦ୍ର ଓ ପ୍ରମୋଲୋଚା ଙ୍କ କାମ ହୋଇ ଯାଇଥିଲା । ତେଣୁ ସ୍ଵର୍ଗର ଅପ୍ସରା ପ୍ରମୋଲୋଚା ପୁଣି ଥରେ ନିଜ ସ୍ଥାନ ସ୍ଵର୍ଗ କୁ ଫେରିବାକୁ ଚାହୁଁ ଥିଲେ । କିନ୍ତୁ ଋଷିକଣ୍ଡୁ ପ୍ରମୋଲୋଚା ଙ୍କ ସମୋହନ ରେ ଏତେ ବୁଡି ଯାଇଥିଲେ ଯେ ସେ ତାଙ୍କ ନିକଟରୁ ପ୍ରମୋଲୋଚା ଙ୍କୁ ଯିବାକୁ ଦେବାକୁ ଚାହୁଁ ନ ଥିଲେ । କିନ୍ତୁ ଅନ୍ୟ ପରେ ପ୍ରମୋଚନା କୌଣସି ବି ପ୍ରକାରରେ ସ୍ଵର୍ଗ କୁ ଫେରିବାକୁ ଚାହୁଁ ଥିଲେ ।

କିନ୍ତୁ ଋଷିକଣ୍ଡୁ ଙ୍କ ଅଭିଶାପ କୁ ନେଇ ମଧ୍ୟ ପ୍ରମୋଲୋଚା ଭୟ କରୁଥିଲେ । ସେ ଚାହିଁ ମଧ୍ୟ ଫେରି ପାଇଲେ ନାହିଁ । ଗୋଟେ ଦିନ ଋଷିକଣ୍ଡୁ ସମୋହନ ରୁ ମୁକ୍ତ ହୋଇ ନିଜର ତପସ୍ୟା କଥା ମନେ ପକାଇଲେ । ଏହା ପରେ ନିଜ କୁଡିଆ ରୁ ବାହାରକୁ ଆସିଲେ ଓ ପ୍ରମୋଲୋଚା ଙ୍କୁ କହିଲେ ମୁଁ ତପସ୍ୟା କରିବାକୁ ଯାଉଛି । ଏହା ପରେ ପ୍ରମୋଲୋଚା କହିଲେ ଏହି ବର୍ଷ ହେବା ପରେ ଆପଣଙ୍କୁ ନିଜ ତପସ୍ୟା କଥା ମନେ ପଡିଲା ।

ତେବେ ଋଷିକଣ୍ଡୁ କହିଲେ ତୁମେ ସକାଳୁ ଆସିଛ ଆଉ ମୋର ସାଧନା ଓ ତପସ୍ୟା ବିଷୟରେ କହୁଛ ? ଏହାପରେ ପ୍ରମୋଲୋଚା ଇନ୍ଦ୍ରଦେବଙ୍କ ଯୋଜନା ଋଷିକଣ୍ଡୁଙ୍କୁ କହିଲେ ଓ ତାଙ୍କର ଆସିବାର 907 ବର୍ଷ ହୋଇଯାଇଛି । ଏହା ଜାଣି ଋଷିକଣ୍ଡୁ ପ୍ରମୋଲୋଚାଙ୍କୁ ତ୍ୟାଗ କରି ତପସ୍ୟାରେ ଲୀନ ହୋଇଗଲେ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *