ଏହାକୁ ଲଗାଇ ଦିଅନ୍ତୁ 99% ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ବିଲକୁଲ ଠିକ ହୋଇଯିବ, ଥରକରେ ଦେଖିବେ ପ୍ରଭାବ

ଆଜିକା ସମୟରେ ଦରଜ କାହାକୁ ଅବା ହେଉ ନାହିଁ ଛୋଟ ଛୁଆ ଠାରୁ ଆରମ୍ଭ କରି ବଡ ଲୋକଙ୍କୁ ସମସ୍ତଙ୍କୁ ଆଣ୍ଠୁ ଗଣ୍ଠି ସମସ୍ୟା ହେଉଛି ତେବେ ଏହାର କାରଣ କୁପୋସନ ହୋଇପାରେ ବା ସାର ଦିଆ ଖାଦ୍ୟ ମଧ୍ୟ ହୋଇପାରେ କିନ୍ତୁ ଏହାର ଚିକିତ୍ସା ଆଜି ଆମେ ଆପଣଙ୍କୁ ଯାହା କହିବାକୁ ଯାଉଛୁ ତାହା ଆପଣ କେବେ କାହା ଠାରୁ ଶୁଣି ନଥିବେ । ଆଣ୍ଠୁ ଗଣ୍ଠି ଦରଜ, କାନ୍ଧ ଦରଜ ଅନ୍ତ ଦରଜ ଏହି ସବୁ ଦରଜ ବର୍ତମାନ ସମୟରେ ସାମାନ୍ୟ ହୋଇ ଯାଇଛି ।

ତେବେ ଏହି ସବୁ ଦରଜ ଠାରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କୁ ଘରେ ଥିବା କିଛି ସାମାନ୍ୟ ଜିନିଷ ଦ୍ଵାରା ଏହି ଚମତ୍କାରୀ ମିଶ୍ରଣ ତିଆରି କରିବା ବିଷୟରେ ଶିଖେଇବାକୁ ଯାଉଛୁ ଯାହା ଦ୍ଵାର ଯେତେ ପୁରୁଣା ଦରଜ ହେଲେ ମଧ୍ୟ ବାହାରୁ ଭିତରୁ ସବୁ ଆଡୁ ସମ୍ପୁର୍ଣ୍ଣ ଦରଜ ଚାଲିଯିବ ଆଉ ଆପଣ ମନ ଇଛା ଚାଲି ବୁଲି ପାରିବେ । ତେବେ ଆସନ୍ତୁ ଜାଣିବା ବିସ୍ତାର ସହ ଆପଣଙ୍କୁ କଣ କଣ ଆବଶ୍ୟକ ଆଉ କେମିତି ଏହି ମିଶ୍ରଣ ତିଆରି କରିବେ ଆପଣ ।

ଆପଣ ମାନେ ସମସ୍ତେ ଏହି କଥା ଜାଣି ଥିବେ ହେ ପିଆଜ ଆମ ପାଇଁ କେତେ ଲାଭକାରୀ ହୋଇଥାଏ ତେବେ ଆୟୁର୍ବେଦରେ ପିଆଜକୁ ଦରଜ ଟାଣିବା ଜିନିଷ କୁହ ଯାଇଥାଏ, ତେବେ ଏହାର ଅର୍ଥ ଦରଜ ଜାଗାରେ ସଠିକ ଉପାଯରେ ଲଗାଇଲେ ଆପଣଙ୍କ ସବୁ ଦରଜ ପିଆଜ ଟାଣିଥଏ କାହିଁକିନ ପିଆଜରେ ଭରପୁର ମାତ୍ରାରେ ଭିଟାମିନ ସଲଫର ଆଉ କେତେକ ପୋଷ୍ଟିକ ତତ୍ଵ ରହିଥାନ୍ତି ଯାହା ଆମ ଶରୀର ଦରଜକୁ ସମାପ୍ତ କରିଥାଏ ।

ଏହା ଛଡା ଅନ୍ୟ ଜିନିଷ ଯାହା ଆପଣଙ୍କୁ ଆବଶ୍ୟକ ତାହା ହେଉଛି ହଳଦୀ, ତେବେ ହଳଦୀ ଫୁଲା କମ କରିବାରେ ଆଉ ଦରଜରୁ ଆପଣଙ୍କୁ ମୁକ୍ତ କରିବାରେ ବହୁତ ସାହାଯ୍ୟ କରିଥାଏ, ଏହା ପରେ ଆପଣଙ୍କୁ ସୋରିଷ ତେଲ ଆବଶ୍ୟକ ପଡିବ । ଆପଣଙ୍କୁ ଗୋଟେ ପିଆଜ ଭଲ ଭାବରେ ଛେଚିବାର ଅଛି ସେଥିରେ ଗୋଟେ ଚାମଚ ହଳଦୀ ପାଉଡର ପକାନ୍ତୁ ମନେ ରଖିବେ ଅସଲ ହଳଦୀ ବ୍ୟବହାର କରିବେ ମାର୍କେଟ ହଳଦୀ ନୁହ ଏହା ପରେ ଗୋଟେ ଚାମଚ ସୋରିଷ ତେଲ ପକାନ୍ତୁ ଆଉ ହାଲ୍କା

ନିଆରେ ଏହାକୁ ଗରମ କରି ନିଅନ୍ତୁ ଏହା ପରେ ସାହି ପାରିବା ଅନୁଯାଇ ଗରମ ମିଶ୍ରଣ ନିଜ ଦରଜ ଜାଗାରେ ଲଗାନ୍ତୁ ଏହା ପରେ ସୂତା କପଡାରେ ଏହାକୁ ବାନ୍ଧି ଦିଅନ୍ତୁ ଊ ରାତି ସାରା ଛାଡି ଦିଅନ୍ତୁ ଠିକ ଏହି ଭଳି କିଛି ଦିନ କରନ୍ତୁ ଦେଖିବେ ସପ୍ତାହ ଭିତରେ ଆପଣଙ୍କ ପୁରୁଣାରୁ ପୁରୁଣା ଦରଜ ଭଲ ହେଇଯିବ । ଏହା ଛଡା ଶରୀରକୁ କ୍ୟାଲସିୟମ ବହୁତ ଅବଶ୍ୟକ ହୋଇଥାଏ କାହିଁକିନା କ୍ୟାଲସିୟମ ଅଭାବରୁ ଆପଣଙ୍କୁ ଏହି ଭଳି ସମସ୍ୟା ଦେଖିବାକୁ ମିଳିଥାଏ ଆପଣ ନିଜ ଖାଇବାରେ କ୍ୟାଲସିୟମ ଯୁକ୍ତ ଖାଦ୍ୟ ସେବନ କରନ୍ତୁ ଏହା ଛଡା ପ୍ରତି ଦିନ ଗୋଟେ ଗ୍ରାମ ଚୂନ ବ୍ୟବହାର କରନ୍ତୁ ଚୂନ କୌଣସି ଜୁଷ ସହ ବା ତରଳ ଜିନିଷ ସହ ମିଶାଇ ଆପଣ ସେବନ କରି ପାରିବେ ଏହା ଆପଣଙ୍କ ଶରୀରରେ କ୍ୟାଲସିୟମ ମାତ୍ରା ବଢାଇଥାଏ ।

Leave a Reply

Your email address will not be published. Required fields are marked *