କେବଳ ୩ଦିନ ରାତିରେ ଏହାକୁ ଲଗାଇଲେ କେଶ ବଢିବା କେବେ ବି ବନ୍ଦ ହେବ ନାହିଁ – ମିଳିବ କଳା, ଘନ ଓ ଲମ୍ବା କେଶ

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କ ପାଇଁ ଏକ ଖାସ ସ୍ୱାସ୍ଥ୍ୟ ଟିପ୍ସ ନେଇ ଆସିଛୁ । ଯାହାକୁ ଆମେ ଏଲୋବିରା ଦ୍ଵାରା ବନେଇବା । ଯାହା ଆପଣଙ୍କ କେଶକୁ କଳା, ଲମ୍ବା ଓ ଘନ କରିବାରେ ସାହାଜ୍ଯ କରିବ । ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ କେହି ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ପାରୁ ନାହାନ୍ତି । ସେଥିପାଇଁ ବହୁତ ମହିଳା ମାଙ୍କର କେସ ଝଡିବା ସମସ୍ଯା ଦେଖା ଦେଉଛି । ସେଥି ପାଇଁ ଆଜି ଆମେ ଆପଣଙ୍କୁ ଏହି ଟିପ୍ସ ଟି କହିବୁ ଯାହା କରିବା ଦ୍ଵାରା ଔ ଆପଣଙ୍କ କେସ ଝଡିବ ନାହିଁ ।

Image Courtesy: Google

ଆଜି ଆମେ ଯେଉଁ ଟିପ୍ସ ଦେବୁ ତାହା ଆପଣଙ୍କ ମୁଣ୍ଡରେ ମାଲିସ କରିବା ଦ୍ଵାରା ଆପଣଙ୍କ ମୁଣ୍ଡର ବ୍ଲଡ ସର୍କୁଲେସନ ଠିକ ହୁଏ ଓ ଆପଣଙ୍କର ନୂତନ କେସ ଉଠିବାରେ ସାହାଜ୍ଯ କରେ । ଏହା କେଶରେ ଚମକ ମଧ୍ୟ ଆଣେ । ଏହାକୁ ଆପଣ ନିଜେ ଘରେ ବହୁତ ସହଜରେ ପ୍ରସ୍ତୁତ କରି ପାରିବେ । ଏହାକୁ ଥରେ ପ୍ରସ୍ତୁତ କରି ଆପଣ ଷ୍ଟୋର କରି ରଖି ପାରିବେ ଏହାକୁ ବାରମ୍ବାର ବନେଇବା ଦରକାର ନାହିଁ ।

ଏହାକୁ ପ୍ରସ୍ତୁତ କରିବାର ବିଧି

Image Courtesy: Google

ଯେମିତିକି ଆମେ ଆପଣଙ୍କୁ କହିଲୁ କି ଏହାକୁ ଆମେ ଏଲୋବିରା ଦ୍ଵାରା ପ୍ରସ୍ତୁତ କରିବା ସେଥିପାଇଁ ଆପଣଙ୍କୁ ଦରକାର କିଛି ସଜ ଏଲୋବିରା । ଯାହା ଅତି ସହଜରେ ମିଳି ଯିବ । ଏହାକୁ ଆଣି ତାକୁ ଛୋଟ ଛୋଟ କରି କାଟନ୍ତୁ ।

ଏହା ପରେ ଅଧ କପ ନଡିଆ ତେଲ ନିଅନ୍ତୁ । ଏହାକୁ କୌଣସି ଏକ ପ୍ୟାନ ରେ ପକାନ୍ତୁ ଓ ସେଥିରେ ଏଲୋବିରା ର ଛୋଟ ଛୋଟ ଖଣ୍ଡ ପକାଇ ତାକୁ ଗ୍ଯାସ ରେ ୨ ରୁ ୩ ମିନିଟ ଫୁଟାନ୍ତୁ । ଅଧିକା ସମୟ ଫୁଟନ୍ତୁ ନାହିଁ ।

ଏବେ ଏହାକୁ ଥଣ୍ଡା ହେବାକୁ ଦିଅନ୍ତୁ । ପରେ ଏହାକୁ ଅନ୍ୟ ଏକ ପାତ୍ରରେ ଛାଣି ରଖନ୍ତୁ ।

Image Courtesy: Google

ବ୍ଯବହର କେମିତି କରିବେ

ରାତିରେ ଶୋଇବାକୁ ଯିବା ସମୟରେ ଏହାକୁ ଧୀରେ ଧୀରେ ନିଜ କେଶରେ ମୂଳରେ ମାଲିସ କରନ୍ତୁ ସେମିତି ହିଁ ପୁରା କେଶରେ ଲଗାନ୍ତୁ । ଏବଂ ସକାଳେ କୌଣସି ସମ୍ପୁ ରେ ଧୋଇ ଦିଅନ୍ତୁ । ସପ୍ତାହରେ ୨ ରୁ ୩ ଥର ଏହାକୁ ଲଗାନ୍ତୁ । ଦେଖିବେ ଆପଣଙ୍କ କେଶ ଝଡିବା ବନ୍ଦ ହୋଇ କେଶ ଘନ, ଲମ୍ବା ଓ କଳା ହେବ ।

Image Courtesy: Google

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *