ଏହାକୁ ୧୫ ଦିନରେ ଥରେ ପିଆନ୍ତୁ, କିଡ୍ନୀ ସର୍ବଦା ସୁସ୍ଥ ରହିବ, କିଡ୍ନୀରେ ଥିବା ସମସ୍ତ ଆବର୍ଜନା ବାହାରିଯିବ- Kidney Detox

ବନ୍ଧୁଗଣ ଆରୋଗ୍ଯ ମୟ ରହିବା ଆଜିଭଳି ଦିନରେ ବହୁତ ଆବଶ୍ୟକ ହୋଇଯାଇଛି । କାରଣ ନାନା ପ୍ରକାରର ରୋଗ ସବୁ ଉପୁଜିଛି । ଏହା କାରଣରୁ ଆମ ସହିତ ଆମ ପରିବାର ଲୋକେ ମଧ୍ୟ ଦୁଖ ଦୁର୍ଦଷାର କାରଣ ସହିତ ଅଧିକ ଚିନ୍ତିତ ମଧ୍ୟ ହୋଇ ଯାଇଥାନ୍ତି । କହିବାକୁ ଗଲେ ଆମ ଶରୀରର ପ୍ରତ୍ୟକ ଅଙ୍ଗ ମହତ୍ବପୂର୍ଣର କାର୍ଯ୍ୟ ଅର୍ପଣ କରିଥାନ୍ତି । ମାତ୍ର କିଡ୍ନି ସେଥି ମଧ୍ୟରୁ ଅନ୍ଯତମ ଅଟେ । ଆସନ୍ତୁ ଜାଣିବା ଯେ କେଉଁ ଜିନିଷଟିର ସେବନ ଦ୍ଵାରା ଶରୀରରେ ଅବସ୍ଥିତ ଥିବା କିଡ୍ନି ସର୍ବଦା ସୁସ୍ଥ ରହିଥାଏ ।

ବନ୍ଧୁଗଣ ଆଗରୁ କିଡ୍ନି ରୋଗ ବୋଲି କିଛି ନଥିଲା ମାତ୍ର ଏବେ ଏହି ରୋଗ ଏତେ ବଢିଯାଇଛି ଯେ ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଆପଣଙ୍କ ପେଟରେ ଯନ୍ତ୍ରଣା ହେଲା ଆପଣ ଡାକ୍ତଙ୍କ ପାଖକୁ ଗଲେ ସେ କହିବେ ଯେ ଆପଣଙ୍କ କିଡ୍ନି ନଷ୍ଟ ହେଇଯାଇଛି । ପେଟରେ ଅତ୍ୟଧିକ କଷ୍ଟ ହେଲା ଏବଂ ଆପଣ ସମ୍ଭାଳି ନପାରି ଡାକରଙ୍କ ଚିକିସ୍ୟା କଲେ ଜଣା ପଡିବ ଯେ ପେଟରେ ଷ୍ଟୋନ ହେଇଯାଇଛି । ବନ୍ଧୁଗଣ ଆପଣ ଲକ୍ଷାଧିକ ଟଙ୍କା ଖରଚ କଲା ପରେ ମଧ୍ୟ କିଡ୍ନି ରୋଗ ଭଲ ହୋଇନଥାଏ ।

ଯଦି କିଡ୍ନି ଖରାପ ହୋଇଯାଏ ତେବେ ତାହାକୁ ଠିକ କରିବା ବହୁତ କଷ୍ଟ ହୋଇଯାଏ । ବନ୍ଧୁଗଣ ଆଜିକାଲୀ କିଡ୍ନି ଖରାପ ହେଉଥିବାର କାରଣ ହେଉଛି, ବିଷାକ୍ତ ଖାଦ୍ଯ ପଦାର୍ଥ । ବନ୍ଧୁଗଣ ଆଜିକାଲି ସମସ୍ତ ପଦାର୍ଥ ମାନଙ୍କ ମଧ୍ୟରୁ କେମିକାଲ ମିଳୁଛି ଏହା ଫଳରେ ଏହା ଆମ କିଡ୍ନି ଖରାପ କରି ଆମକୁ ମରଣ ଆଡକୁ ନେଇଯାଇଥାଏ । ବନ୍ଧୁଗଣ ଅନେକ ଥର ଆପଣ ଦେଖିଥିବେ ଲୋକ ଅଧିକ ଚଲାବୁଲା କଲେ ତାଙ୍କର ପାଦ ଫୁଲିଯାଇଥାଏ । ଶରୀର ଫୁଲିବାକୁ ଲାଗିଯାଏ । କ୍ରିଟେନାନ ବନିବାକୁ ଲାଗିଯାଏ ।

କିଡ୍ନୀରେ ଷ୍ଟୋନ ବନିବାକୁ ଆରମ୍ଭ ହୋଇଯାଏ । ଶରୀରରେ ୟୁରିକ ଏସିଡ ବଢିବା କାରଣରୁ ଜଇଣ୍ଟ ପେନ ଭଳି ୫୦ ପ୍ରକାରର ସମସ୍ଯା ଦେଖାଯାଏ । ବନ୍ଧୁଗଣ ଏହିଭଳି ସମସ୍ୟାର ଉପାୟ ସ୍ଵୋରୂପ ଆପଣ ପାଖାପାଖି ୨ ଗିଲାସ ପାଣି ଗୋଟିଏ ପାତ୍ରରେ ନିଅନ୍ତୁ । ଏହାକୁ ଗ୍ଯାସ ରେ ବସାଇ ଦିଅନ୍ତୁ । ସେଥିରେ ଆପଣ ୧୦୦ ଗ୍ରାମ ଧନିଆ ପତ୍ର ପକାନ୍ତୁ । ଏବେ ସେଥିରେ ଅଧା ଲେମ୍ବୁକୁ କାଟି ପକାନ୍ତୁ । ବନ୍ଧୁଗଣ ଲେମ୍ବୁକୁ ନଚିପୁଡି ଚୋପା ସହିତ ସେଥିରେ ପକାଇ ଦିଅନ୍ତୁ । ତାହା ଫୁଟିଲେ ସେଥିରେ ଏକ ଚାମଚ ଜିରା ପକାନ୍ତୁ ।

ଏହି ମିଶ୍ରଣକୁ ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେତେ ପର୍ଯ୍ୟନ୍ତ ଏହା ଫୁଟି ଫୁଟି ୨ ଗିଲାସରୁ ୧ ଗିଲାସ ହୋଇଯିବ । ଯେତେବେଳେ ଲାଗିବ ଯେ ଏହା ଫୁଟି ଫୁଟି ଅଧା ହୋଇଗଲାଣି ଏହାକୁ ଆପଣ ଗୋଟିଏ ଗିଲାସକୁ ଛାଣି କାଢି ଦିଅନ୍ତୁ । ଏହାକୁ ଉଷୁମ ଉଷୁମ ସପ୍ତାହର ଗୋଟିଏ ଦିନରେ ଖାଲି ପେଟରେ ପିଅନ୍ତୁ । ଏହା ସେବନ କରିବା ଦ୍ଵାରା ଆପଣଙ୍କର ବହୁତ ଉପକାର ହେବ । ଆପଣଙ୍କ ପରିସ୍ରା ସହିତ ରକ୍ତ ସଂଚାଳନ ମଧ୍ୟ ଠିକ ରହିବ । ଏହା କିଡ୍ନି ପାଇଁ ଲାଭ ଦାୟକ ସାବ୍ୟସ୍ଥ ହେବ । ଏହା ସେବନ ଦ୍ଵାରା ଆପଣଙ୍କ ଆଣ୍ଠୁ ଗଣ୍ଠି ବାତ ମଧ୍ୟ ହ୍ରାସ ପାଇବ । ବନ୍ଧୁଗଣ ଏହି ବିବରନୀତି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *