ଏହି 5ଟି ନାମର ଯୋଡି ମାନେ କେବେବି ହୁଅନ୍ତି ନାହିଁ ଅଲଗା – Jyotisha Shastra

ଜୀବନରେ ପ୍ରେମ ନ ଥିଲେ କିଛି ଅର୍ଥ ରହେ ନାହିଁ । ପ୍ରେମର ଅନେକ ମାନ୍ୟତା ରହିଛି । ଏହି ସବୁ ମଧ୍ୟରେ ଗୋଟିଏ ସମ୍ପର୍କ ରହିଛି ଜୀବନ ସାଥି ସହ । ଏମିତି ଏକ ଯୋଡି ଯିଏ ସାତ ଜନ୍ମ ପାଇଁ ସାଥ ଦେବାକୁ ପ୍ରସ୍ତୁତ ଥାଏ । ଯେ କୌଣସି ପରିସ୍ଥିତି ହେଉ ନାଁ କାହିଁକି ଜୀବନ ସାଥି କେବେ ବି ହାତ ଛାଡି ନ ଯାଏ ତାହା ସବୁ ବ୍ୟକ୍ତିର ଆଶା ରହିଥାଏ । ଆଜିକାଲିର ଦୁନିଆରେ ଏମିତି ଯୋଡି ମିଳିବା କଷ୍ଟକର ପାଠ ଅଟେ । କିନ୍ତୁ ଏମିତି କିଛି ନ୍ମାରୁ ଆରମ୍ଭ ହେଉଥିବା ଯୋଡି ମାନେ ଅଛନ୍ତି ଯେଉଁ ମାନେ ପରସ୍ପର ପ୍ରତି ବଫାଦାର ହୋଇ ସାଥ ନିଭାଇଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଅକ୍ଷରର ନାମ ଥିବା ଯୋଡିଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ବେଷ୍ଟ କପଲ ହୋଇଥାନ୍ତି ।

୧- H ଓ J ନାମର ଯୋଡି : ଏହି ଦୁଇ ନାମର ଯୋଡି ପରସ୍ପର ପ୍ରତି ବହୁତ ବିଶ୍ଵସ୍ତ ହୋଇଥାନ୍ତି । ଏମାନଙ୍କ ମଧ୍ୟରେ କଳହ ବହୁତ କମ ଦେଖାଯାଏ । ଏମାନଙ୍କ ମଧ୍ୟରେ ବହୁତ ଭଲ ବୁଝାମଣା ରହିବା ସହ ପରସ୍ପର ପ୍ରତି ସମାନ ମଧ୍ୟ ରହିଥାଏ । ଏହି କାରଣରୁ ଏମାନେ ପରଫେକ୍ଟ କପଲ ହୋଇଥାନ୍ତି ।

୨- A ଓ S ନାମର ଯୋଡି : ଏହି ଦୁଇ ନାମର ଯୋଡି ପରସ୍ପର ସାଥ ସାତ ଜନ୍ମ ଯାଏଁ ନିଭାଇଥାନ୍ତି । ଏମାନେ ପ୍ରେମ ମାମଲାରେ ବହୁତ ସଚ୍ଚା ହୋଇଥାନ୍ତି । ଏହି ଦୁଇ ଯୋଡି ପରସ୍ପର ମନ କଥା ଶେୟାର କରିଥାନ୍ତି । ଦୁହିଙ୍କ ମଧ୍ୟରେ ବିଶ୍ଵାସ ଅତୁଟ ରହିଥାଏ । ଏହି କାରଣରୁ ଏମାନେ ବେଷ୍ଟ କପଲ ହୋଇଥାନ୍ତି ।

୩- B ଓ M ନାମର ଯୋଡି : ଏହି ନାମର ଯୋଡି କେବେ ବି ପରସ୍ପରକୁ ଧୋକା ଦେଇ ନ ଥାନ୍ତି । ଏମାନେ ଦୁହେଁ ପରସ୍ପର ପ୍ରତି ସାଥ ରହିବାକୁ ନିଷ୍ପତି ନେଇଗଲେ ଦୁହିଙ୍କ ସମ୍ପର୍କ ମଜବୁତ ହୋଇଯାଏ । ଏହି କାରଣରୁ ଏମାନେ ପରଫେକ୍ଟ ଲାଇଫ ପାର୍ଟନର ହୋଇଥାନ୍ତି ।

୪- K ଓ T ନାମର ଯୋଡି : ଏହି ଦୁଇ ନାମର ଯୋଡି ପରସ୍ପରକୁ ଭଲ ପାଇବା ସହ ପରସ୍ପରର ସାଥ ଦେବାକୁ ପଚାନ୍ତି ନାହି । ଦୁହିଙ୍କ ମଧ୍ୟରୁ କେହି ଜଣେ କମଜୋର ହୋଇଗଲେ ଅନ୍ୟ ଜଣେ ତାର ସାଥ ଦେଇଥାଏ । ଦୁହିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଏତେ ମଜବୁତ ଯାହା କେବେ ବି ଭାଙ୍ଗି ନ ଥାଏ । ଏହି କାରଣରୁ ଏମାନେ ବେଷ୍ଟ କପଲ ହୋଇଥାନ୍ତି ।

୫- R ଓ P ନାମର ଯୋଡି : ଏହି ଦୁଇ ନାମର ଯୋଡି ପରସ୍ପରର ଖୁସି ପାଇଁ କିଛି ବି କରିଥାନ୍ତି । ଦୁହିଙ୍କ ସମ୍ପର୍କ ରେ କେବେ ବି ସନ୍ଦେହ ଆସି ନ ଥାଏ । ଏମାନେ ଦୁହେଁ ପରସ୍ପର ସାଥ ଦେବା ସହ ସମ୍ମାନ ମଧ୍ୟ କରିଥାନ୍ତି । ଏହି କାରଣରୁ ଏମାନେ ପରଫେକ୍ଟ ଲାଇଫ ପାର୍ଟନର ହୋଇଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *