ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଆମ ଭାରତ ସଭ୍ୟତା ଓ ସଂସ୍କୃତି ପାଇଁ ବହୁତ ପ୍ରଚଳିତ ଅଟେ । ଭାରତରେ ଲୋକ ସବୁଠାରୁ ସଭ୍ଯ ଡ୍ରେସ ବା କପଡା ପିନ୍ଧନ୍ତି ତେବେ ବାହାର ଦେଶ ଲୋକ ବହୁତ ଅଙ୍ଗ ପ୍ରଦର୍ଶନ କରି ଡ୍ରେସ ବା କପଡା ପିନ୍ଧନ୍ତି କିନ୍ତୁ ଆମ ଦେଶରେ କପଡା ଝିଅ ବା ମହିଳାଙ୍କ ଲାଜ ଗହଣା ହୋଇଥାଏ ବୋଲି ମାନ୍ୟତା ଅଛି ।
କିନ୍ତୁ କିଛି ଅଭିନେତ୍ରୀ ମାନେ ଫ୍ୟାସନ ନାରେ ଏମିତିକା ଡ୍ରେସ ପିନ୍ଧିଲେ ଯାହା ପ୍ପାରେ ସେ ପବ୍ଲିକରେ ଟ୍ରୋଲ ହବା ଆରମ୍ଭ ହୋଇଥିଲେ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଡ୍ରେସ ଏମିତିକା ପିନ୍ଧିଥିଲେ ଯେଉଁଥିରୁ ସବୁ କିଛି ଦେଖା ଯାଉଥିଲା ।

୧. ଦୀପିକା ପାଦୁକୋଣ :
ଆପଣ ମାନେ ସମସ୍ତେ ଏହି କଥା ଜାଣିଛନ୍ତି ଯେ ଦୀପିକା ପାଦୁକୋଣ ବଲୀଉଡରେ ନିଜ ପ୍ରଥମ ଚଳଚିତ୍ର ଶାରୁଖ ଖାନ ସହ କରିଥିଲେ ଯାହା ନାମ ଥିଲା ଓଁ ଶାନ୍ତି ଓଁ ଏହି ଫିଲ୍ମ ଏତେ ଫେମସ ହୋଇଥିଲା ଯେ ଏହି ଗୋଟେ ଫିଲ୍ମରୁ ଦୀପିକା ବହୁତ ବଡ ଷ୍ଟାର ହୋଇଥିଲେ ଯାହା ପରେ ସେ ବହୁତ ହିଟ ଫିଲ୍ମ ବଲୀଉଡକୁ ଦେଇଛନ୍ତି । ତେବେ ଦୀପିକା ନିଜ ଫ୍ୟାସନ ପାଇଁ ବହୁତ ଚର୍ଚିତ ଅଭିନେତ୍ରୀ ଅଟନ୍ତି କିନ୍ତୁ ଥରେ ଦୀପିକା ମଧ୍ୟ ନିଜ ହାଇ ନେକ ଧଳା ଗାଉନ ପାଇଁ ଟ୍ରୋଲ ହୋଇଥିଲେ କାହିଁକିନା ଏହି ଗାଉନ ସାଇଡରୁ ତାଙ୍କ ସବୁ ଅଙ୍ଗ ଦେଖା ଯାଉଥିଲା ଓ ଯାହା ବହୁତ ଅଜବ ଲାଗୁଥିଲା ଦେଖିବା ପାଇଁ ।

୨. ପ୍ରିୟଙ୍କା ଚୋପଡା :
ଆମେ ସମସ୍ତେ ଏହି କଥା ଜାଣିଛୁ ଯେ ପ୍ରିୟଙ୍କା ହଲିଉଡରେ କାମ କରୁଛନ୍ତି ଓ ସେଠି ବହୁତ ଅଜବ ଡ୍ରେସ ପିନ୍ଧନ୍ତି କିନ୍ତୁ କିଛି ଜାଗାରେ ପ୍ରିୟଙ୍କା ଏମିତିକା ଡ୍ରେସ ପିନ୍ଧି ଆସିଲେ ଯାହା ଦ୍ଵାରା ତାଙ୍କ ସବୁ କିଛି ଦେଖା ଯାଉଥିଲା ଏହି ଫଟୋ ସୋଶିଅଲ ମିଡିଆରେ ବହୁତ ଟ୍ରୋଲ ମଧ୍ୟ ହୋଇଥିଲା ।

୩. ଦିଶା ପଟାନି :
ଦିଶା ପଟାନିଙ୍କୁ ଆପଣ ମାନେ ଜାଣିଥିବେ ବର୍ତମାନରେ ସେ ଟାଇଗର ସ୍ରଫ ଗର୍ଲଫ୍ରେଣ୍ଡ ଅଟନ୍ତି ଓ ଦୁହେଁ ବହୁତ ଜାଗାରେ ଏକାଠି ଦେଖା ଦେଇଛନ୍ତି । ତେବେ ଦିଶା ଯେତେବେଳେ ବଲୀଉଡରେ ଗୋଟେ ମାତ୍ର ଫିଲ୍ମ କରିଥିଲେ ସେହି ସମୟରେ ଗୋଟେ ଆୱାର୍ଡ ଫଙ୍କସନରେ ସେ ବ୍ଲାକ ଗାଉନ ପିନ୍ଧି ଆସିଥିଲେ ଯେଉଁଥିରେ ତାଙ୍କ ସବୁ କିଛି ଦେଖା ଯାଉଥିଲା ଓ ତାଙ୍କ ସେହି ଫଟୋ ବହୁତ ଟ୍ରୋଲ ମଧ୍ୟ ହୋଇଥିଲା ।

୪. ଶ୍ରଦ୍ଧା କପୁର :
ଶକ୍ତି କପୁର ଝିଅ ଶ୍ରଦ୍ଧାଙ୍କୁ କିଏ ବା ନଯାଣିଛି ଶ୍ରଦ୍ଧା ଏମିତି ଗୋଟେ ଅଭିନେତ୍ରୀ ଅଟନ୍ତି ଯିଏ ନିଜ କାମ ଓ ନିଜ ପରିଶ୍ରମ ଦ୍ଵାରା ଏତେ ଉପରୁକୁ ଉଠିଛନ୍ତି । ତେବେ ଗୋଟେ ମ୍ୟାଗ୍ଜିନ ପାଇଁ ଶ୍ରଦ୍ଧା ଗୋଟେ ଗାଉନ ପିନ୍ଧିଥିଲେ ଯାହା ଟ୍ରାନ୍ସପ୍ଯାରେଣ୍ଟଥିଲା ଓ ତାଙ୍କ ଗୁପ୍ତ ଅଙ୍ଗ ଜାଗାରେ ବ୍ଲାକ ସ୍ଟ୍ରିପ ମରା ଯାଇଥିଲା, ତାଙ୍କ ଏହି ଲୁକ ବହୁତ ଫ୍ୟାନ୍ସକୁ ପସନ୍ଦ ଆସିଥିଲା କିନ୍ତୁ ବହୁତ ଟ୍ରୋଲ ମଧ୍ୟ କରା ଯାଇଥିଲା । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।
