ଏହି ବୟସରେ ଭୁଲ ରେ ବି ବିବାହ କରନ୍ତୁ ନାହିଁ! ନଚେତ ପସ୍ତେଇବେ… Ajira Anuchinta

ପ୍ରତ୍ୟେକ ବ୍ୟକ୍ତି ବିବାହର ଲଡ୍ଡୁ ଖାଇବାକୁ ପସନ୍ଦ କରିଥାନ୍ତି । କିଏ କହିଥାଏ ବିବାହ କରିବା ଠିକ ନୁହେଁ ତ କିଏ କହିଥାଏ ବିବାହ ବିନା ଜୀବନ ମୂଲ୍ୟହୀନ । ସବୁଠାରୁ ମଜାଦାର କଥା ଏହା ଅଟେ ଯେ ପ୍ରାୟତଃ ନିଜର ବିବାହ ସାରିବା ପରେ ହିଁ ଅନ୍ୟକୁ କହିଥାନ୍ତି କି ଭଲରେ ରହିବାର ଅଛି ତ ବିବାହ କରନ୍ତୁ ନାହିଁ । କାହାର ବିବାହ ବନ୍ଧନ ଅଧିକ ଦିନ ଧରି ଚାଲିଥାଏ ତ କାହାର ଶୀଘ୍ର ହିଁ ତଲାଖ ହୋଇଯାଇଥାଏ । କିଛି ଏହିପରି ଲୋକ ମଧ୍ୟ ଅଛନ୍ତି ଯାହାଙ୍କର ନା ତଲାଖ ହୋଇପାରେ ଓ ନା ହିଁ ଦୁଇ ଜଣ ଏକାଠି ଖୁସିରେ ରହିପାରନ୍ତି ।

କିଶୋର ଅବସ୍ଥାରେ ବିବାହ କରିବା ଆଦୌ ଠିକ ନୁହେଁ । ଏହା ସବୁଠାରୁ  ଅଧିକ ଚିନ୍ତାଜନକ ହୋଇଥାଏ । ଏଥିରେ ତଲାଖ ହେବାର ସମ୍ଭାବନା ସବୁଠାରୁ ଅଧିକ ରହିଥାଏ । ଏବଂ ଯେଉଁ ସମୟରେ ଆପଣ ଯୁବାବସ୍ଥା ରେ ଥାନ୍ତି ସେହି ସମୟରେ ଆପଣ ଆର୍ଥିକ ରୂପରେ ବହୁତ ଦୁର୍ବଳ ରହିଥାନ୍ତି ।

ଏବଂ ସେ ସମୟରେ ଆପଣ ଆପଣଙ୍କ କ୍ୟାରିୟର କୁ ନେଇ ବହୁତ ଅଧିକ ଚିନ୍ତିତ ରହିଥାନ୍ତି । ତା ସହିତ ପରିବାର ତରଫ ରୁ ଓ ସାଙ୍ଗ ମାନଙ୍କ ତରଫ ରୁ ବିବାହ ପାଇଁ ପ୍ରେସର ରହିଥାଏ । ଏବଂ ଏହି ସମୟରେ ମଧ୍ୟ ଆପଣଙ୍କ ମସ୍ତିସ୍କ ସମ୍ପୂର୍ଣ ରୂପରେ ବିକଶିତ ରହିନଥାଏ । ଏଥିପାଇଁ ଯୁବାବସ୍ଥା ରେ ବିବାହ କରିବାକୁ ଉଚିତ ମାନା ଯାଇ ନଥାଏ ।

ଯଦି ଜ୍ଞାନୀ ଲୋକଙ୍କ କଥା କୁ ମାନିବା ତ ଯୁବାବସ୍ଥା ପରେ ବି ବିବାହ ପାଇଁ କିଛି ସମୟ ଅପେକ୍ଷା କରିବା ଉଚିତ । ଯେଉଁ ଲୋକ ମାନେ ୨୫ବର୍ଷ ବୟସରେ ବିବାହ କରିଥାନ୍ତି ସେମାନଙ୍କ ପାରିବାରିକ ସମସ୍ୟା ୨୦ବର୍ଷ ବୟସରେ ବିବାହ କରିଥିବା ବ୍ୟକ୍ତିଙ୍କ ଠାରୁ ୫୦ ପ୍ରତିଶତ କମ ରହିଥାଏ । କିଛି ବିଶେଷଜ୍ଞ ଙ୍କ ଅନୁସାରେ ଯେତେ ଅଧିକ ବର୍ଷରେ ଯେଉଁ ବିବାହ ହୋଇଥାଏ ତାଙ୍କ ଠାରୁ ତଲାଖ ର ସମ୍ଭାବନା ବହୁତ କମ ରହିଥାଏ ।

କାରଣ ଏହିପରି ଲୋକ ଯେବେ ବିବାହ କରିଥାନ୍ତି ସେ ସମୟରେ ସେମାନଙ୍କ ଆର୍ଥିକ ସ୍ଥିତି ଅଧିକ ମଜବୁତ ଥାଏ ଓ ସେମାନେ ଉଭୟ ଙ୍କୁ ବହୁତ ଭଲ ଭାବରେ ଜାଣି ନେଇଥାନ୍ତି ଓ ବୁଝି ନେଇଥାନ୍ତି । କାରଣ ସେମାନଙ୍କ ପାଖରେ ପ୍ରତିକୂଳ ପରିସ୍ଥିତିକୁ ଧେର୍ଜ୍ୟ ର ସହିତ ସମ୍ମୁଖୀନ ହେବାର ଶକ୍ତି ଅଧିକ ରହିଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *