ଭାଗ୍ୟ ଦେଉ ନଥିଲା ସାଥ ଏହି ୬ଟି ରାଶି ବ୍ୟକ୍ତିଙ୍କର, କିନ୍ତୁ ଏବେ ଶନିଦେବ ହୋଇଛନ୍ତି ଏମାନଙ୍କ ଉପରେ ପ୍ରସନ୍ନ- ପୁରା ହେବ ସବୁ ସ୍ଵପ୍ନ

ଆପଣ ସମସ୍ତେ ଜାଣିଛନ୍ତି ଯେ ଶନିଦେବ ନ୍ୟାୟ ପ୍ରିୟ ଠାକୁର ଅଟନ୍ତି, ତାଙ୍କ ଅନୁଯାଇ ଦୋଷିକୁ ଦଣ୍ଡ ଓ ଭଲ ଲୋକଙ୍କୁ ବରଦାନ ଦବା ଉଚିତ ଅଟେ । ଶନିଦେବ ସବୁବେଳେ ସେହି ଲୋକଙ୍କୁ ସାହାଯ୍ୟ କରନ୍ତି ଯିଏ ସବୁବେଳେ ଅନ୍ୟ ଲୋକଙ୍କ ଭଲ ପାଇଁ ଚିନ୍ତା କରନ୍ତି, ଯେଉଁ ଲୋକ ଅନ୍ୟ ଲୋକ ବା ପଶୁ ପଖି ବିଷୟରେ ଖରାପ ଭାବି ଥାଏ ଓ ଖରାପ କାମ କରିଥାଏ ସେହି ଲୋକ ଉପରେ ଶନିଦେବ ବହୁତ କ୍ରୋଧ କରନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ରାଶି ନିଜ ସାମର୍ଥ୍ୟ ହରେଈ ସାରିଛନ୍ତି କିନ୍ତୁ ଶନିଦେବ ତାଙ୍କ ଉପରେ କୃପା କରୁଛନ୍ତି ।

Image Courtesy: Google

ମିଥୁନ, କର୍କଟ, ଧନୁ :-

ଦାମ୍ପତ୍ୟ ଜୀବନ ସୁଖମୟ ହବ କିନ୍ତୁ ଜୀବନସାଥୀ କୌଣସି ବିଶେଷ କାମ ପାଇଁ ଦୂର ଜାଗା ଯାଇ ପାରନ୍ତି, ଆପଣଙ୍କୁ ତାଙ୍କ କଥା ମନେ ପଡିବ । ମାନସିକ ରୂପରେ ଆପଣ ଚିନ୍ତା ଅନୁଭବ କରିବେ, ପରିବାରରେ ବର୍ତମାନ ଆପଣଙ୍କ ପାଇଁ ଭଲ ରହିବ ଓ ପରିବାର ଲୋକଙ୍କ ସୁଖି ରେ ରଖିବା ପାଇଁ ଆପଣ ବହୁତ ଚେଷ୍ଟା କରିବେ । କାମରେ ବହୁତ ଭଲ ପରିଣାମ ଦେଖିବାକୁ ପାଇବେ ଓ ଆପଣଙ୍କୁ ଧନ ଲାଭ ହବ କିନ୍ତୁ ଖର୍ଚ୍ଚ ମଧ୍ୟ ବହୁତ ଅଧିକ ହବ । ପାରିବାରିକ ଜୀବନ ସୁଖମୟ ହେବ ।

Image Courtesy: Google

ମକର, ତୁଳା, ବୃଷ :-

ଧନ ଲାଭ ହବାର ବହୁତ ଭଲ ଯୋଗ ଅଟେ ଓ ଭାଗ୍ୟ ମଧ୍ୟ ଆପଣଙ୍କୁ ସାହାଯ୍ୟ କରିବ । ଆପଣଙ୍କ ଆଖ ପାଖ ଲୋକ ଓ ଆପଣଙ୍କ ଉଚ୍ଚ ଅଧିକାରୀ ଆପଣଙ୍କ କାମ ଦ୍ଵାରା ପ୍ରଭାବିତ ହୋଇବେ ଏବଂ ଅଧିକାରୀମାନେ ଆପଣଙ୍କ କାମ ପ୍ରଶଂସା ମଧ୍ୟ କରିବେ । ନିଜ କଥା ଓ ନିଜ ପରିଶ୍ରମ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ, ଏହା ଦ୍ଵାରା ଆପଣଙ୍କୁ ବହୁତ ସଫଳତା ପ୍ରାପ୍ତ ହୋଇପାରେ । ଆଗକୁ ଅନେକ ସଫଳତା ପ୍ରାପ୍ତ ହେବ । ସାଂସାରିକ ଜୀବନରେ କୌଣସି ବାଧା ସୃଷ୍ଟି ହେବ ନାହିଁ ।

Image Courtesy: Google

ଆଶା କରୁଛୁ ଆପଣାକୁ ଆମର ଏହି ପୋଷ୍ଟ ସବୁ ପସନ୍ଦ ଆସୁଥିବ, ଆଗକୁ ଆମ ସହ ରହିବା ପାଇଁ ଓ ଏହିଭଳି ଅନେକ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଫଲ୍ଲୋ କରନ୍ତୁ । ଏବଂ ଆପଣଙ୍କ କେଉଁ ରାଶି ଓ ତା ଏଥିରେ ଅଛି ନା ନହିଁ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *