ଏହି 6ଟି ରାଶିର ଖରାପ ସମୟର ହେଲା ଅନ୍ତ, ଶିବ ପାର୍ବତୀଙ୍କ କୃପାରୁ ଭାଗ୍ୟ ଦେବ ସାଥ

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଗ୍ରହ,ନକ୍ଷ୍ଯତ୍ର ଲଗାତାର ବଦଳୁଛି, ବ୍ଯକ୍ତିର ଜୀବନରେ ସୁଖ ଦୁଃଖର କାରଣ ହେଉଛି । ଯଦି ଗ୍ରହର ସ୍ଥିତି ବ୍ୟକ୍ତି ରାଶିରେ ଠିକ ଥାଏ ବ୍ୟକ୍ତିର ଜୀବନରେ ଖୁସି ମିଳେ । କିନ୍ତୁ ଗ୍ରହର ସ୍ଥିତି ଠିକ ନଥିଲେ ବ୍ୟକ୍ତିର ଜୀବନରେ ଦୁଃଖ ଆସିଥାଏ । ସବୁଆଡେ ନିରାଶ ହେବାକୁ ପଡିଥାଏ । ଜ୍ଯୋତିଷ ଗଣନା ଅନୁସାରେ କିଛି ରାଶିର ଲୋକ ଏମିତି ଅଛନ୍ତି ଯାହା ଉପରେ ଗ୍ରହ ଓ ନକ୍ଷତ୍ରଙ୍କର ଶୁଭ ପ୍ରଭାବ ପଡିବ। ଶିବ ପାର୍ବତିଙ୍କ ଆଶ୍ରିବାଦରୁ ଏମାନଙ୍କର ଖରାପ ଦିନ ସରିଯାଇ ଭାଗ୍ଯରେ ପ୍ରବଳ ଉନ୍ନତି ହେବ ।

ବୃଷ ରାଶି

Image Courtesy: Google

ବୃଷ ରାଶିର ଲୋକମାନଙ୍କ ଉପରେ ଶିବ ପାର୍ବତିଙ୍କ ଆଶୀର୍ବାଦ ବନି ରହିଥାଏ । ଆପଣଙ୍କ ରୋଜଗାର ବଢିବାପାଇଁ ପ୍ରବଳ ଯୋଗ ରହିଛି । ସବୁ କ୍ଷେତ୍ରରେ ଆପଣଙ୍କୁ ଭଲ ଲାଭ ମିଳିବ । ଆପଣଙ୍କ ଅଟକିଥିବା ଟଙ୍କା ମିଳିପାରେ । ପରିବାରରର ଆବଶ୍ୟକ ଉପରେ ଆପଣ ପୁରା ଧ୍ୟାନ ଦେବେ । ବାପାମାଙ୍କର ଦେହ ଭଲ ରହିବ । ଦାମ୍ପତ୍ୟ ଜୀବନ ଭଲରେ ବିତିବ । ପ୍ରେମ ସମ୍ବନ୍ଧ ମଜ୍ବୁତ ହେବ । କର୍ମ ସ୍ଥଳରେ କାମ ଭଲ ହେବ । କାମକୁ ନେଇ ଯେଉଁ କମରେ ଯାତ୍ରା କରିବେ ଯାତ୍ରା ଭଲ ରହିବା

ସିଂହ ରାଶି

ସିଂହ ରାଶିର ଲୋକମାନେ ନିଜ ପରିଶ୍ରମ ବଳରେ ରହିଥିବା କାର୍ଯ୍ୟକୁ ପୁରା କରିବେ । ଶିବ ପାର୍ବତୀଙ୍କ ଆଶ୍ରୀବାଦରୁ ଆପଣଙ୍କ ଆତ୍ମବିଶ୍ଵାସ ବଢିବ । ସାମାଜିକ କ୍ଷେତ୍ରରେ ଲୋକପ୍ରିୟତା ମିଳିବ । ଛୋଟପିଲାଙ୍କର ସବୁଚିନ୍ତା ଦୂର ହେଇଯିବ । ପରିବାରରେ ଶାନ୍ତି ରହିବ । ବୈବାହିକ ଜୀବନରେ ଖଟା ମିଠା ଝଗଡା ରହିବ । ଆପଣଙ୍କ ଦାମ୍ପତ୍ୟ ଜୀବନ ଭଲ ରହିବ । ବେରୋଜଗାର ଲୋକମାନଙ୍କର ଭଲ ଚାକିରି ମିଳିବାର ଯୋଗ ରହିବ । ଆମଦାନୀର ସ୍ରୋତ ହାସିଲ ହେବ ।

Image Courtesy: Google

ତୁଳା ରାଶି

ତୁଳା ରାଶିର ଲୋକମାନେ ବ୍ୟାପାରରେ ପ୍ରଗତି କରିବେ । ଆପଣ ରହିଥିବା କାର୍ଯ୍ୟକୁ ସାରିପାରିବେ । ପ୍ରଭାବଶାଳି ଲୋକମାନଙ୍କର ସାହାଜ୍ୟ ମିଳିବ । ଶିବ ପାର୍ବତିଙ୍କ ଆଶ୍ରୀବଦାରୁ ଆପଣଙ୍କୁ ଅଚାନକ ବଡ ଧନ ମିଳିପାରେ । ଆପଣ ଧନ ବଞ୍ଚେଇବାରେ ସଫଳ ହେବେ । ପ୍ରେମ ଜୀବନରେ ମିଠାସ ରହିବ ।

ଧନୁ ରାଶି

Image Courtesy: Google

ଧନୁ ରାଶିର ଲୋକମାନଙ୍କ ଭାଗ୍ୟ ଶିବ ପାର୍ବତିଙ୍କ ଆଶ୍ରୀବାଦରୁ ମଜବୁତ ରହିବ । ଆପଣଙ୍କୁ ନିଜ ପରିଶ୍ରମର ଫଳ ଅଧିକ ମିଳିବାର ଯୋଗ ରହିଛି । ଆପଣଙ୍କ ରୋଜଗାର ବଢିବ । ଖର୍ଚ୍ଚ କମ ହେବ । ଆପଣ ନିଜ ଯୋଜନାର ସବୁ ଯୋଜନାକୁ ଠିକ ପ୍ରକାରରେ ପୁରା କରିବେ । ରହିଥିବା କାମ ପ୍ରଗତି ହେବ । ଦାଂପତ୍ଯ ଜୀବନରେ ସବୁ ଭଲ ରହିବ ।

କୁମ୍ଭ ରାଶି

କୁମ୍ଭ ରାଶିର ଲୋକମାନଙ୍କର ସବୁ କ୍ଷେତ୍ରରେ ଶୁଭ ଫଳ ମିଳିବାର ଯୋଗ  ରହୁଛି । ଶିବ ପାର୍ବତିଙ୍କ ଆଶ୍ରୀବଦାରୁ ଭୌତିକ ସୁଖ ପ୍ରାପ୍ତି ହବ । ପରିବାରରେ ଖୁସି ରହିବ । ପ୍ରେମ ଜୀବନରେ ଆପଣଙ୍କୁ ଭଲ ଲାଭ ମିଳିବ । ଅବିବାହିତ ଲୋକଙ୍କ ବିବାହର କଥା ଆଗକୁ ବଢିପାରେ । କେଉଁ ଯାତ୍ରାରେ ଆପଣଙ୍କୁ ଭଲ ଲାଭ ମିଳିବ । ବଡ ବୁଢାମାନଙ୍କର କଥା ଆପଣଙ୍କ ପାଇଁ ଫାଇଦା ହେବ ।

Image Courtesy: Google

ମୀନ ରାଶି

ମୀନ ରାଶିର ଲୋକମାନେ ନିଜର ଆର୍ଥିକସ୍ଥିତିକୁ ସୁଦୃଢ କରିପାରିବେ । କେଉଁ ପୁରୁଣା ନିବେଶରେ ଆପଣଙ୍କୁ ବହୁତ ଲାଭ ମିଳିବ । ଶିବ ପାର୍ବତୀଙ୍କ ଆଶ୍ରୀବାଦରୁ ଦାଂପତ୍ଯ ଜୀବନରେ ପ୍ରେମ ଆଉ ସହଯୋଗ ରହିବ । ପରିବାର ଲୋକଙ୍କ ସହିତ ଆପଣ କୌଣସି ଧାର୍ମିକ ଜାଗାକୁ ଯାଇପାରନ୍ତି । ଆମଦାନୀର ଭଲ ସ୍ରୋତ ମିଳିବାର ଯୋଗ ରହିବ । ସମୟ ସହିତ ଆପଣଙ୍କର ଅର୍ଥିକସ୍ଥିତି ଭଲ ରହିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *