ଆଜିକା ସମୟରେ ଶିକ୍ଷା ଏତେ ଆବଶ୍ୟକ ହୋଇଯାଇଛି ଯାହା ବିନା କିଛି ସମ୍ଭବ ନୁହ, ଆଜିକା ସମୟରେ ସମସ୍ତଙ୍କୁ ନୂଆ ନୂଆ କଥା ଜାଣିବା ପାଇଁ ଇଛା ହୋଇଥାଏ । ଆଜି ଆପଣଙ୍କ ପାଇଁ ଆଣିଛୁ ଟ୍ରିକ୍କୀ ପ୍ରଶ୍ନ, ଆଜି ଦେଖିବା ଆପଣ କେତେ ବୁଦ୍ଧିମାନ ଅଟନ୍ତି । ଆପଣଙ୍କୁ କିଛି ଡବଲ ମୀନିଂଗ ବାଲା ପ୍ରଶ୍ନ ପଚାରିବୁ, ଏହାକୁ ଶୁଣି ଆପଣଙ୍କୁ ଖରାପ ଲାଗିପରେ କିନ୍ତୁ ଏହାର ଉତରା ବହୁତ ଠିକ ଅଟେ । ଆସନ୍ତୁ ସେହି ପ୍ରଶ୍ନ ଆଲୋଚନା କରିବା ।

୧. ପୃଥିବୀ ଠାରୁ ଅନ୍ୟ ଗ୍ରହ କଣ ପାଇଁ ଦେଖା ଦିଅନ୍ତି ନାହିଁ କେବଳ ଚନ୍ଦ୍ର ଓ ତାରା ଦେଖା ଦିଅନ୍ତି ?
ଉତ୍ତର : ଅନ୍ୟ ଗ୍ରହ ଆମେ ନିଜ ଡାଇରେକ୍ଟ ଆଖିରେ ଦେଖି ପାରୁ ନାହୁଁ ଆପଣ ଟେଲିସ୍କୋପ ସାହାଜ୍ଯ ରେ ଦେଖି ପାରିବେ ।
୨. ଗୋଟେ ଦିନରେ ୨୪ ଘଣ୍ଟା କଣ ପାଇଁ ହୋଇଥାଏ ୨୩ ଘଣ୍ଟା କଣ ପାଇଁ ନୁହ ?
ଉତ୍ତର : ପୃଥିବୀ ନିଜ ଏକ୍ସିସ ରେ ଘୂରିବା ପାଇଁ ୨୪ ଘଣ୍ଟା ସମୟ ଲଗେଇଥାଏ ସେଥିପାଇଁ ଗୋଟେ ଦିନରେ ୨୪ ଘଣ୍ଟା ହୋଇଥାଏ ।
୩. ବଲୀଉଡ ସବୁଠାରୁ ମହଙ୍ଗା ମୁଭି କଉଟା ଅଟେ ?
ଉତ୍ତର : ବର୍ତମାନ ପର୍ଯ୍ୟନ୍ତ ସବୁଠାରୁ ବଲୀଉଡ ମହଙ୍ଗା ମୁଭି ଶଙ୍କର ଦ୍ଵାରା ନିର୍ମିତ ରୋବଟ ୨.୦ ଅଟେ, ଏହି ଫିଲ୍ମ ୫୪୩ କୋଟି ଟଙ୍କା ବଜଟ ଥିଲା ।

୪. ଆଙ୍ଗୁଳି ମୋଡିଲେ ଆବାଜ କଣ ପାଇଁ ହୋଇଥାଏ ?
ଉତ୍ତର : ଆଙ୍ଗୁଳି ମୋଡିଲେ ଆବାଜ ହାଡ ଭିତରେଥିବା ତରଳ ପଦାର୍ଥ ହୋଇଥାଏ, ସେଥିରେ ବବଲ ଆସିଥାଏ ଯାହା କାରଣରୁ ଏମିତି ହୋଇଥାଏ ।
୫. ମିଲ୍ଖା ସିଂହ ଜନ୍ମ କେବେ ହୋଇଥିଲା ?
ଉତ୍ତର : ମିଲ୍ଖା ସିଂହ ଜନ୍ମ ୨୦ ନଭେମ୍ବର ୧୯୨୯କୁ ପାକିସ୍ତାନ ଫେସଲାବାଦ ରେ ହୋଇଥିଲା ।
୬. ଓକିଲ କଳା ରଙ୍ଗ କୋର୍ଟ କଣ ପାଇଁ ପିନ୍ଧନ୍ତି ?
ଉତ୍ତର : ଓକିଲ କଳା କୋର୍ଟ ପିନ୍ଧିବା ପରମ୍ପରା ଇଂଲାଣ୍ଡରୁ ଆରମ୍ଭ ହୋଇଥିଲା, କଳା କୋର୍ଟ ଅନୁଶାସନ ଆତ୍ମବିଶ୍ଵାସ ପ୍ରତୀକ ହୋଇଥାଏ ।
୭. ଇଂଷ୍ଟାଗ୍ରାମ ନିର୍ମାଣ କିଏ କରିଥିଲା ?
ଉତ୍ତର : ଇଂଷ୍ଟାଗ୍ରାମ ନିର୍ମାଣ କେବିନ ଶିଷ୍ଟରାମ ଓ ମାଇକ କ୍ରେଗର ଦ୍ଵାରା ୨୦୧୦ରେ କରା ଯାଇଥିଲା ।

୮. ଶୂନ୍ୟ ଆବିଷ୍କାର କେବେ ଓ କିଏ କରିଥିଲା ?
ଉତ୍ତର : କିଛି ଲୋକଙ୍କ ଅନୁଯାଇ ଶୂନ୍ୟ ଆବିଷ୍କାର ଆର୍ଯ୍ୟଭଟ୍ଟ କରିଥିଲେ ।
୯. କଣ ଜାପାନରେ ମଧ୍ୟ ଜିଓ, ଆଇଡିଆ, ଏୟରଟେଲ ସିମ ବ୍ୟବହାର କରନ୍ତି ?
ଉତ୍ତର : ଜାପାନ ରେ ଜିଓ ଆଇଡିଆ ସିମ ଚାଲେ ନାହିଁ, ଜାପାନରେ ପ୍ରିପେଡ ୟୁ – ମୋବାଇଲ, ଓସିଏନ ଓ ରଙ୍କୁଟେନ ସିମ କାର୍ଡ ଚାଲେ ।