ଏହି ଚେକକୁ ଜୁମ କରି ଦେଖିଲେ ସତରେ ହଲି ଯିବ ଆପଣଙ୍କ ଦିମାଗ

ଆପଣ ଆପଣଙ୍କର ଜୀବନରେ ବହୁତ ଥର ବ୍ୟାଙ୍କ ଯାଇଥିବେ । ଏହାଛଡା କିଛି ଲୋକ ଏମିତି ଥାନ୍ତି ଯିଏ ସବୁବେଳେ ବ୍ଯାଙ୍କକୁ ଯାଇଥାନ୍ତି । ଆପଣ ବ୍ୟାଙ୍କ ଭିତରେ ଏବଂ ବାହାରେ କେତେକ ଚେକ ସାଇନ ହେଉଥିବାର ଦେଖିଥିବେ ଏବଂ ଆପଣଙ୍କୁ ଏହା ବି ମାଲୁମ ଥିବ କି ଚେକ ବାସ୍ତବରେ ଦେଖିବାକୁ କେମିତି ? ଆମେ ଆପଣଙ୍କୁ ଏହି ପ୍ରଶ୍ନ ଏଥିପାଇଁ ପଚାରୁଛୁ କାରଣ ଆଜି ଆମେ ଆପଣଙ୍କୁ କିଛି ଏମିତି ଚେକ ଦେଖାଇବୁ , ଯାହାକୁ ଆପଣ ଆଜି ପୂର୍ବରୁ ଦେଖି ନଥିବେ ।

ଏହି ଚେକକୁ ଦେଖି ଆପଣଙ୍କୁ ହସ ବି ଆସିବ ଏବଂ ବହୁତ ଆଶ୍ଚଜ୍ୟ ବି ହେବେ ।

ଚେକରେ ସାଇନ କରିଥିବା ଲୋକ କିଛି ଏମିତି ଲେଖିଛି କେହିବି ଏହାକୁ ଦେଖିଲେ ହସକୁ ରଖିପାରିବେ ନାହିଁ । ଯଦି ଆପଣଙ୍କୁ ଏହି ଚେକରେ କଣ ଲେଖାଅଛି ଦେଖାଯାଉ ନାହିଁ ତାହେଲେ ଆପଣ ଏହାକୁ ଜୁମ କରି ଦେଖିପାରିବେ । ତାହେଲେ ଚାଲନ୍ତୁ ଏବେ ସେହି ଚେକ ଦେଖିବା ।

୧ -ପ୍ରଥମେ ଚେକକୁ ଭଲରେ ଦେଖନ୍ତୁ ସେଥିରେ ପାସବୁକରେ ଜମା ଥିବା ରାଶୀ ଦେଖି ତାକୁ ଲେଖିବା ବଦଳରେ ଏହା ଲେଖିଦେଲେ କି ସବୁ ପଇସା ବାହାର କରିବାର ଅଛି । ଆପଣ ହିଁ କୁହନ୍ତୁ କିଏ କେବେ ଏମିତି କରେ ।

୨ -ଏବେ ଦିତୀୟ ଚେକକୁ ବି ଦେଖା ଯାହାର ଅବସ୍ତା କିଛି ଏମିତି ହିଁ । ଏଥିରେ ବି ଏକଦମ ସେମିତି ହିଁ ଲେଖା ଥିଲା କି ସବୁ ପଇସା ବାହାର କରିବାର ଅଛି । ଏହି ଚେକକୁ ଦେଖି ଏମିତି ଲାଗୁଛି କି ଏହାକୁ ଲେଖିବା ବ୍ୟକ୍ତି ବହୁତ ବ୍ୟସ୍ତରେ ଥିଲେ ।

୩ -ଏବେ ତୃତୀୟ ଚେକକୁ ଦେଖନ୍ତୁ ଯେଉଁଥିରେ ମାତାପିତା ନିଜ ପୁଅର ଖାତାରୁ ପଇସା ବାହାର କରିବା ପାଇଁ ଆସିଥିଲେ । ସେମାନେ ଚେକରେ ତାଙ୍କ ପୁଅ ଘରର ନାମ ଲେଖିଦେଲେ ଏବଂ ଏହି ନାମ ବି ବହୁତ ମଜାଳିଆ ଅନ୍ଦାଜରେ ଲେଖାଯାଇ ଥିଲା । ଯାହାକୁ ଦେଖି କେହିବି ହସିବେ ।

୪ -ଏହି ଚତୁର୍ଥ ଚେକକୁ ଦେଖି ଏମିତି ଲାଗୁଛି କି ଯେମିତି ଏହି ଚେକକୁ କେହି ଫଟୋଶାପ କରିଛନ୍ତି । ଏମିତି ବିଲକୁଲ ବି ନୁହେଁ । ଏହି ଚେକରେ କେହି ଗୃପ ଏଡମିନ ଙ୍କ ନାମରେ ଦେଶର ପୂର୍ବ ପିଏମଙ୍କ ହସ୍ତାକ୍ଷର ସହିତ ଏହି ଚେକ ଇସୁ କରାଇଛନ୍ତି । ଏହି ଚେକ କୁ ଦେଖି କେହିବି ଆଶ୍ଚଜ୍ୟ ହୋଇଯିବେ ।

୫ -ଏବେ ପଞ୍ଚମ ଚେକକୁ ଦେଖନ୍ତୁ ଏଥିରେ ଏହି ବ୍ୟକ୍ତି କୃଷକକୁ ମାତ୍ର ଦୁଇଟଙ୍କା ଦେବା ପାଇଁ କହିଛନ୍ତି । ଏହି ଚେକ ତହସିଲଦାର ସାହେବ ଦ୍ୱାରା ହିଁ ତିଆରି କରାଯାଇଛି କିନ୍ତୁ ଏମିତି ଲାଗୁଛି କି ତହସିଲଦାର କୃଷକଙ୍କୁ ନେଇ ବଡ କଞ୍ଜୁସ ଦେଖାଉଛନ୍ତି ।

ଏହି ଚେକକୁ ଦେଖି ଆପଣ ବୁଝିଯାଇଥିବେ କି ଆମେ ଆପଣଙ୍କୁ ଏହି ଚେକ କଣ ପାଇଁ ଦେଖାଇବାକୁ ଚାହୁଁଥିଲୁ । ଏଥିରେ ଯାହା ଲେଖାଯାଇଛି ତାହା ସତରେ ବହୁତ ମଜାଦାର ଅଟେ । ଆଗକୁ ଏହିଭଳି ମଜାଦାର ପୋଷ୍ଟ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *