ଏହି ଦିନ ଗୁଡିକ ରେ ସ୍ଵାମୀ ଓ ସ୍ତ୍ରୀକୁ ଦୂରେଇ ରହିବା ଉଚିତ ନଚେତ ହୋଇଯିବ ଅନର୍ଥ

ବିବାହ ପରେ ସ୍ଵାମୀ ସ୍ତ୍ରୀ ଏକା ସହ ରହିବା ଓ ସମ୍ବନ୍ଧ ବନେଇବା ସ୍ଵାଭାବିକ ଅଟେ, କାହିଁକିନା ତାଙ୍କ ବିବାହ ସଂସାର ଆଗକୁ ବଢେଇବା ପାଇଁ ହୋଇ ଥାଏ । କିନ୍ତୁ ଆପଣଙ୍କୁ ଜାଣିବା ଉଚିତ ଯେ ବର୍ଷର କିଛି ଟା ଦିନ ଏମିତି ବି ହୋଇ ଥାଏ ଯେତେବେଳେ ସ୍ଵାମୀ ସ୍ତ୍ରୀକୁ ଦୂରେଇ ରହିବା ଉଚିତ । ଆସନ୍ତୁ ଜାଣିବା ବର୍ଷର ଏମିତି କିଛି ଦିନ ଯେବେ ସ୍ଵାମୀ ସ୍ତ୍ରୀ ଅଲଗା ରହିବା ଉଚିତ ସଂଭୋଗ କରିବା ହାନିକାର ହୋଇ ପାରେ ।

Image Courtesy: Google

ସ୍ଵାମୀ ସ୍ତ୍ରୀକୁ ଏହି ଦିନ ଗୁଡିକ ରେ ସଂଭୋଗ କରିବାରୁ ବଞ୍ଚିବା ଉଚିତ :

ଏମିତି ରେ ସ୍ଵାମୀ ସ୍ତ୍ରୀକୁ ଭଲ ପାଇବା ପାଇଁ କାହାକୁ ପଚାରିବା ଦରକାର ନାହିଁ, କିନ୍ତୁ କିଛି ଏମିତି ସମୟ ମଧ୍ୟ ଆସେ ଯେତେବେଳେ ସ୍ଵାମୀ ସ୍ତ୍ରୀଙ୍କୁ ହିନ୍ଦୁଶାସ୍ତ୍ର ଅନୁଯାଇ ଅଲଗା ରହିବା ଉଚିତ । ଶାସ୍ତ୍ର ଅନୁଯାଇ ଅମାବସ୍ୟା ଦିନ ସମ୍ବନ୍ଧ ସ୍ଥାପିତ କରିବା ଉଚିତ ନୁହଁ, ଏହା କଲେ ତାଙ୍କ ବିବାହିତ ଜୀବନରେ ବହୁତ କିଛି ଖରାପ ଓ ଅମଙ୍ଗଳ ହୋଇ ଥାଏ । ଏହା ଛଡା ପୂର୍ଣ୍ଣିମା ଦିନ ମଧ୍ୟ ସ୍ଵାମୀ ସ୍ତ୍ରୀକୁ ସମ୍ବନ୍ଧ ବନେଇବା ଉଚିତ ନୁହେ । କୌଣସି ସଙ୍କ୍ରାନ୍ତି ଦିନ ମଧ୍ୟ ସ୍ଵାମୀ ସ୍ତ୍ରୀଙ୍କୁ ଦୂର ହୋଇ ରହିବା ଭଲ, ହିନ୍ଦୁ ଶାସ୍ତ୍ର ଅନୁଯାଇ ଏହି ଦିନ ଗୁଡିକ ସ୍ଵାମୀ ସ୍ତ୍ରୀକୁ ଦୂରେଇ ରହିବା ଭଲ ନଚେତ ବିବାହିତ ଜୀବନ ଖରାପ ହୋଇ ଥାଏ ।

Image Courtesy: Google

ବର୍ଷର ଏହି ଦିନ ମଧ୍ୟ ସ୍ଵାମୀ ସ୍ତ୍ରୀକୁ ଦୂରେଇ ରହିବା ଉଚିତ :

ପୂର୍ଣ୍ଣିମା ଓ ଅମାବାସ୍ୟା ଛାଡି ଦେଲେ ବିବାହିତ ଦମ୍ପତ୍ତିକୁ ନବରାତ୍ରି ୯ ଦିନ ବ୍ରହ୍ମଚର୍ଯ୍ୟା ପାଳିବା ଉଚିତ, ଦୁହିଙ୍କୁ ଦୂରତା ରେ ରହିବା ଉଚିତ । ଏମିତି ମାନ୍ୟତା ଅଛି ଯେ ନବରାତ୍ରି ସମୟରେ ସ୍ଵାମୀ ସ୍ତ୍ରୀ ସମ୍ବନ୍ଧ ବନେଇଲେ ଦେବୀ ମାଁ ଅପ୍ରସନ୍ନ ହୋଇ ଥାନ୍ତି ଏବଂ ନିଜ ଆଶୀର୍ବାଦ ଦମ୍ପତ୍ତିକୁ ଦିଅନ୍ତି ନାହିଁ ।

Image Courtesy: Google

ଯଦି ସ୍ଵାମୀ ବା ସ୍ତ୍ରୀ ଯଦି କୌଣସି ଓପାସ କରୁଛନ୍ତି ତେବେ ତାଙ୍କୁ ଦୂରତା ରେ ରହିବା ଉଚିତ ନଚେତ ତାଙ୍କ ଉପାସ କିଛି ମାନ୍ୟତା ରହିବ ନାହିଁ । ବିବାହ ବହୁତ ପବିତ୍ର ବନ୍ଧନ ଅଟେ, କିନ୍ତୁ ସ୍ଵାମୀ ସ୍ତ୍ରୀଙ୍କୁ ଏହାକୁ ପବିତ୍ର ରଖିବା ପାଇଁ କିଛି ନିୟମ ମାନିବା ଉଚିତ । ପିତୃ ପକ୍ଷ ସମୟରେ ମଧ୍ୟ ଦୁହିଙ୍କୁ ଦୂର ରହିବା ଉଚିତ ଏବଂ ଶାରୀରିକ ସମ୍ବନ୍ଧ ରଖିବା କଥା ନୁହଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *