ଏହି ଫଟୋରେ ଲୁଚିଥିବା ସାପକୁ ଆପଣ ଖୋଜି ପାରିବେ କି? ବହୁତ ଲୋକ ହାର ମାନି ଗଲେ, ଆପଣ ବି ଚେଷ୍ଟା କରି ଦେଖନ୍ତୁ

କରୋନା ଭାଇରସ ବଢିବା ପାଇଁ ଲକଦାଉ ଅଧିକ ଦିନ ପାଇଁ ବଢେଇ ଦିଆ ଯାଇଛି, ତେବେ ଆପଣମାନେ ଘରେ ବସି ବୋର ହଉଥିବେ କିନ୍ତୁ ଘରେ ରହିବା ଆପଣଙ୍କ ପାଇଁ ସୁରକ୍ଷା ବିଷୟ ଅଟେ ସେଥିପାଇଁ ଘରେ ରୁହନ୍ତୁ, ଆଜି ଆମେ ଆପଣଙ୍କୁ ଏମିତି ଗୋଟେ କାମ ଦବୁ ଯାହା ଦ୍ଵାରା ଆପଣଙ୍କ ମନୋରଞ୍ଜନ ହବ ଏବଂ ଆପଣଙ୍କୁ ଘରେ ରହି ବୋର ଲାଗିବ ନାହିଁ । ଆଜିକା ସମୟରେ ସୋଶିଅଲ ମିଡିଆ ରେ ଗୋଟେ ଜଙ୍ଗଲ ଫଟୋ ଭାଇରାଲ ହୋଇଛି, ତେବେ ଏହାର ରହସ୍ୟ କଣ ଏବଂ ଏହା ଆପଣଙ୍କ ପାଇଁ କେମିତି ମନୋରଞ୍ଜକ ତାହା ଆଜି ଆମେ ଆପଣଙ୍କୁ କହିବୁ ।

Image Courtesy: Google

ତେବେ ଯେଉଁ ଜଙ୍ଗଲ ଫଟୋ ଆମେ ଆପଣଙ୍କୁ ଦେଖାଉଛୁ ତାହା ଏକ ସବୁଜ ଜଙ୍ଗଲ ଅଟେ ଏବଂ ଏହି ଜଙ୍ଗଲ ରେ ଗୋଟେ ସାପ ଲୁଚି ରହିଛି, ଏହି ସାପକୁ ଖୋଜିବା ଆପଣଙ୍କ ପାଇଁ ବଡ ଟାସ୍କ ଅଟେ । ଏମିତିକା ଖେଳ ବହୁତ ଲୋକଙ୍କୁ ପସନ୍ଦ ଥାଏ ଏବଂ ଏହା ଦ୍ଵାରା ତାଙ୍କ ମନ ଲାଗିଥାଏ ଏବଂ ବୋର ଲାଗେ ନାହିଁ । ଆମେ ଆପଣଙ୍କୁ ଏହା ମଧ୍ୟ କହିବା ପାଇଁ ଚାହୁଁଛୁ ଯେ ଏହା ମସ୍ତିସ୍କ ପାଇଁ ମଧ୍ୟ ଭଲ ତେବେ ଗୁରୁବାର ଦିନ ସାପ ଧରିବା ଅଧିକାରୀ ‘ସ୍ନେକ କ୍ୟାଚର ନର୍ଦନ ରିବର୍ଷ ୨୪/୭’ସବୁଜ ଜଙ୍ଗଲ ଫଟୋ ଫେସବୁକ ରେ ଅପ୍ଲୋଡ କରିଥିଲେ ।

Image Courtesy: Google

ଏହା ପରେ ସେ ନିଜେ ଲେଖିଥିଲେ ଗୋଟେ ସାପ ଏହି ଫଟୋ ରେ ଲୁଚି ଅଛି ଯେଉଁ ଲୋକ ଦେଖି ପାରୁ ନାହାନ୍ତି ପ୍ରୟାଶ କରନ୍ତୁ କଣ ଆପଣ ସାପ ଦେଖି ପାରୁଛନ୍ତି । ଏହା ପରେ ଏହା ଦେଖିବାକୁ ମିଳିଲା ଯେ ବହୁତ ଲୋକ ସାପ ଲୋକେଟ କରି ପାଇଲେ ନାହିଁ ଏବଂ ହାରି ଗଲେ । କେତେ ୟୁଜର୍ସ ଲେଖିଲେ ବହୁତ ଘଣ୍ଟା ଖୋଜିଲା ପରେ ମଧ୍ୟ ମୁଁ ସାପ ଦେଖିବାକୁ ପାଇଲି ନାହିଁ । ତେବେ କିଛି ୟୁଜର୍ସ ଲେଖିଲେ ମୁଁ ଏବେ ବି ଖୋଜୁଛି । ତେବେ ଯଦି ଆପଣ ମାନେ ମଧ୍ୟ ପାଉ ନାହାନ୍ତି ତେବେ ଧ୍ୟାନ ଦେଇ ଦେଖନ୍ତୁ ଗଛର ଡାଳରେ ଝୁଳୁଥିବା ଏକ ସାପ ଆପଣଙ୍କୁ ଦେଖାଯିବ । ଆପଣଙ୍କ ସହାୟତା ପାଇଁ ଉପରେ ଦେଇଥିବା ଫୋଟୋରେ ନାଲି ଗୋଲ ବୁଲାଇ ଦେଖା ଯାଇଛି । ଏବେ ଆଉ ଥରେ ତଳେ ଥିବା ଫୋଟୋକୁ ଭଲ ଭାବେ ଦେଖନ୍ତୁ ଜାଣି ପାରିବେ ।

ଯଦି ଆପଣଙ୍କୁ ମଜା ଆସିଥାଏ ତ ସାଙ୍ଗ ମାନଙ୍କ ସହ ଶେୟାର କରି ସେମାଙ୍କ ସହ ମଧ୍ୟ ଖେଳନ୍ତୁ ଓ ମଜା ନିଅନ୍ତୁ । ଆପଣମାନକୁ ଯଦି ଆମର ଲେଖା ପସନ୍ଦ ଆସୁଥାଏ ତେବେ ଆମ ପେଜକୁ  ଲାଇକ କରନ୍ତୁ ଆମେ ଆପଣଙ୍କ ପାଇଁ ସବୁବେଳେ ନୂଆ ନୂଆ ଖବର ନେଇ ଆସିବୁ ।

Leave a Reply

Your email address will not be published. Required fields are marked *