ଏହି ଗଛର ଗୋଟିଏ ପତ୍ର ଚୁପଚାପ ନିଜ ଆଲମାରିରେ ରଖି ଦିଅନ୍ତୁ, ଏତେ ଟଙ୍କା ଆସିବ କି ସମ୍ଭାଳି ପାରିବେ ନାହିଁ- Vastu Tips

ଆପଣ ଏହି ଉପାୟକୁ ଶନିବାର ଦିନ କରିବେ ତ ଘରେ ହୋଇପାରେ ଧନର ବର୍ଷା । ଏହି ଉପାୟକୁ କରିବା ପାଇଁ ସର୍ବ ପ୍ରଥମେ ଆପଣଙ୍କୁ ଓସ୍ତ ଗଛ ପାଖକୁ ଯିବାର ଅଛି । ଆଉ ଏହି ମନ୍ତ୍ର ଉଚାରଣ କରିବାରେ ଅଛି, ମନ୍ତ୍ରଟି ହେଉଛି ଓଁ ଶ୍ରୀମ ଶ୍ରୀୟେ ନମଃ । ଆଉ ସେହି ଗଛ ମୂଳରେ ଗୋଟିଏ ଦୀପ ଜଳାଇବେ, ଆପଣ ତେଲର ଦୀପ ଜଳାଇ ପାରିବେ ନହେଲେ ଘିଅର ଦୀପ । ଆଉ ଏହି ମନ୍ତ୍ର ଜପି ଜପି ଗୋଟେ ସଫା ପତ୍ର ତୋଳନ୍ତୁ । ଧ୍ୟାନ ରଖିବେ ଏହି ପତ୍ର ଯେମିତି ଖଣ୍ଡିତ ନଥିବ, ଅର୍ଥାତ ପୁରା ସଫା ଥିବ ।


ଏହାର ଧ୍ୟାନ ରଖିବେକି ଯେମିତି ପତ୍ର ତଳେ ପଡିନଥିବ । ତା ପରେ ଏହି ପତ୍ରକୁ ଧୋଇ ଚନ୍ଦନରେ ଶ୍ରୀମ ଲେଖନ୍ତୁ । ଶ୍ରୀମ ମା ଲକ୍ଷ୍ମୀଙ୍କର ବୀଜ ମନ୍ତ୍ର ହୋଇଥାଏ, ଯାହା ଶ୍ରୀ ଜନ୍ତ୍ରରେ ପ୍ରୟୋଗ କରାଯାଇଥାଏ । ତା ପରେ ଏହି ପତ୍ରକୁ ଆପଣ ପର୍ସ ଓ ଆଲମୀରାରେ ରଖନ୍ତୁ । ଆପଣା ଯେଉଁଠି ନିଜର ଧନ ରଖୁଛନ୍ତି ।  ଆପଣ ଯେଉଁଠି ଆପଣଙ୍କର ଧନ ରଖୁଛନ୍ତି ସେଠାରେ ଏହି ପତ୍ରକୁ ସେଠାରେ ରଖୀ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କୁ ଧନ ସମ୍ପତିର ପ୍ରାପ୍ତି ହେବ ।


ଏହା ଦ୍ଵାରା ଧନ କମେଇବାର ନୂଆ ମାର୍ଗ ମଧ୍ୟ ଖୋଲିବ । ଆପଣଙ୍କୁ ସେଇ ପତ୍ର ସେ ପର୍ଯ୍ୟନ୍ତ ରଖିବାର ଅଛି ଯେଉଁ ପର୍ଯ୍ୟନ୍ତ ଏହି ପାତ୍ର ସୁଖୀ ନଯାଇଛି । ଆଉ ଏହି ପତ୍ର ଆପଣଙ୍କ ପାଇଁ ଲକି ଚାର୍ମର କାମ କରିବ । ଏହି ପତ୍ର ଯେଉଁ ପର୍ଯ୍ୟନ୍ତ ଆପଣଙ୍କ ପକାହରେ ରହିବ ସେ ପର୍ଯ୍ୟନ୍ତ ଆପଣଙ୍କ ଆର୍ଥିକ ଅବସ୍ଥା ଖୋଲି ଖୋଲି ଯାଉଥିବ । ଆପଣଙ୍କ ଆର୍ଥିକ ଉନ୍ନତି ହେଉଥିବ ଆଉ ଯେବେ ଶୁଖିଯିବ ଏହାକୁ ଆପଣ ଜଳରେ ପ୍ରବାହିତ କରିଦେବେ । ଯଦି ଘର ଘର ପାଖାପାଖି ନଦୀ କିଛି ନାହିଁ ଆପଣ ଏହାକୁ ସେଠାରେ ରଖିବେ ଯେଉଁଠୁ ଆପଣ ଆଣିଥିଲେ ।


କିନ୍ତୁ ଆପଣଙ୍କୁ ଚୁପ ଚାପ ଯାଇ ରଖିବାର ଅଛି । ତାପରେ ଆପଣ ନୂଆ ପତ୍ର ଆଣି ପୁଣି ଏହାର ପ୍ରୟୋଗ କରିପାରିବେ । କିନ୍ତୁ ଆପଣଙ୍କୁ  ଏହାର ପ୍ରୟୋଗ ଶନିବାର ଦିନ କରିବାର ଅଛି । ଆପଣ ନିଜର ସନି ଦୋଷକୁ ଏହି ପ୍ରୟୋଗ  କରି ଦୂର କରିପାରିବ । ଯଦି ଆପଣଙ୍କର ବ୍ଯାଡଲକ ଅଛି ଆପଣ ତାକୁ ଗୁଡ ଲକରେ ମଧ୍ୟ ବଦଳାଇ ପାରିବେ । ଏହା ବ୍ଯତୀତ ଆପଣ ପ୍ରତେକ ଶନିବାର ଦିନ ଓସ୍ତ ଗଛ ତଳେ ଦୀପ ଜଳାନ୍ତୁ । ଏହା ଦ୍ଵାରା ମଧ୍ୟ ଆର୍ଥିକ ଲାଭ ହେବାରେ ଲାଗିଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *