ସ୍ଵାମୀ ଓ ପ୍ରେମୀ ରହିବେ ଆପଣଙ୍କ ଅଧୀନରେ ଏବଂ ହରାଇଥିବା ପ୍ରେମ ପୁଣି ଫେରିପାଇବେ, ବାସ କରନ୍ତୁ ଏହି ଗୋଟେ ଉପାୟ

ଆମର ଜୀବନଶୈଳୀ ଯେତେ ଉର୍ଣ୍ଣତା ହେଲେ ମଧ୍ୟ ଗୁଣୀ-ଗାରେଡି, କଳା ଜାଦୁର ପ୍ରଥା ପ୍ରାଚୀନ କାଳରୁ ଚାଲିଛି । କାହାକୁ ନିଜର ବଶରେ କରିବା ମଧ୍ୟ ଏହାଦ୍ବାରା ସମ୍ଭବ । ଆସନ୍ତୁ ଆଜି ଆମେ ଏହି ବିଷୟରେ ଶିଖିବା । ଆପଣଙ୍କ ସ୍ତ୍ରୀ ବା ସ୍ଵାମୀ ଆପଣଙ୍କ ଉପରେ ଖୁସି ନାହାନ୍ତି କି, ଆପଣଙ୍କ ପ୍ରେମ ଆପଣଙ୍କୁ ମିଳୁନି କି, ସେଥି ପାଇଁ ଚିନ୍ତିତ ହୁଅନ୍ତୁ ନାହିଁ କି ନିରାଶ ହୁଅନ୍ତୁ ନାହିଁ । ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ସୁନ୍ଦର ଉପାୟ ।

ଆଜି ଆମେ ଆପଣଙ୍କୁ କିଛି ସହଜ ଉପାୟ ଶିଖାଇବୁ ଯାହାକୁ ଆପଣ ଉପଯୋଗ କରି ଆପଣଙ୍କ ହଜିଯାଇଥିବା ପ୍ରେମକୁ ଫେରେଇ ଆଣିପାରିବେ କିମ୍ବା ନିଜର ସ୍ଵାମୀ କି ସ୍ତ୍ରୀକୁ ନିଜ ହାତ ମୁଠାରେ ରଖି ପାରିବେ ।

·         ଯଦି ଆପଣଙ୍କୁ ଲାଗୁଛି କି ଆପଣଙ୍କ ପ୍ରେମୀ କି ସ୍ଵାମୀଙ୍କ ପ୍ରେମ କମ ହେଇ ଯାଉଛି, ତେବେ କୌଣସି ବି ଶୁକ୍ରବାରରେ ୩ ଟି ଅଳେଇଚ ନିଜ ଦେହରେ ଛୁଆଇଁବା ପରେ ତାକୁ ନିଜ ଶାଢୀର ପଣତରେ ବାନ୍ଧିକି ରଖିବ ଏବଂ ପରଦିନ ସକାଳେ ଅର୍ଥାତ ଶନିବାର ଦିନ ଖାଇବାରେ ମିଶେଇକି ତାକୁ ଖାଇବାକୁ ଦେଇଦିଅ ।

କିନ୍ତୁ ମନେର ହିଁ ଏହା ବିଷୟରେ କାହାକୁ କହିବେ ନାହିଁ ଓ ଭଗବାନଙ୍କ ଠାରେ ଶାରାଦିନ ପ୍ରାର୍ଥନା କରିବଯେ ଆପଣଙ୍କ ସ୍ଵାମୀ ଆପଣଙ୍କୁ ଭଲ ପାଆନ୍ତୁ । ଏହିପରି ୩ଟି ଶୁକ୍ରବାର ଆପଣଙ୍କୁ ଏହି କାମ କରିବାକୁ ପଡିବ ।

·         ଯଦି ସ୍ଵାମୀ କୌଣସି ଅନ୍ୟ ସ୍ତ୍ରୀ ପ୍ରେମରେ ଫସି ଯାଇଛନ୍ତି ଏବଂ ଏହି କାରଣରୁ ଆପଣଙ୍କ ଘରେ ଅଶାନ୍ତି ସୃଷ୍ଟି ହେଉଛି ତେବେ ସ୍ଵାମୀର କୌଣସି ବି ଅନ୍ତବସ୍ତ୍ରକୁ ଲୁଚେଇକି ସେଥିରେ ନିଆଁ ଲଗେଇଦିଅ । ଏହାପରେ ପାଉଁଶକୁ ରାସ୍ତାରେ ଫୋପାଡି ତାକୁ ପଦରେ ମନ୍ଥୀ ଲିଭେଇଦିଅନ୍ତୁ ।

·         କୌଣସି ଅମାବାସ୍ୟା ଦିନ ୨ଟି ଶୁଖିଲା ଓସ୍ତ ପତ୍ର ତୋଳିକି ଆଣିବେ, ମନେ ରହେ ଏହା ତଳୁ ଗୋଟେଇକି ଯେମିତି ନ ଆଣନ୍ତି । ଆପଣ ଯାହାକୁ ଭଲ ପାଉଛନ୍ତି ତାହାର ନାମ ୨ଟି ପତ୍ରରେ ଲେଖନ୍ତୁ , ଗୋଟିଏ ପତ୍ରରେ କାଜଲରେ ଲେଖନ୍ତୁ ଓ ସେହି ଓସ୍ତ ଗଛ ପାଖରେ ଓଲଟାଇ ରଖିଦିଅନ୍ତୁ ଏବଂ ତାହା ଉପରେ ପଥରଟିଏ ରଖିଦିଅନ୍ତୁ ।

ସେହିପରି ଦ୍ଵିତୀୟ ପତ୍ରରେ ନାଲି ସିନ୍ଦୁରରେ ଲେଖନ୍ତୁ ଓ ତାକୁ ଆଣି ନିଜ ଘର ଛାତ ଉପରେ ଓଲଟାଇ ରଖନ୍ତୁ ଏବଂ ତା ଉପରେ ପଥରଟିଏ ରଖନ୍ତୁ । ଏମିତି ଆପଣଙ୍କୁ ଆସନ୍ତା ପୂର୍ଣ୍ଣିମା ଯାଏ ଅର୍ଥାତ ୧୬ ଦିନ ଯାଏଁ କରିବାକୁ ପଡିବ । ଏହାସହ ପ୍ରତିଦିନ ଓସ୍ତ ଗଛକୁ ପ୍ରାର୍ଥନା କରିବେ ଆପଣଙ୍କ ସାଥି ଆପଣଙ୍କ ପାଖକୁ ଫେରି ଆସୁ ଓ ଗଛ ମୂଳରେ ପଣି ମଧ୍ୟ ଚଢେଇବେ । ଯେବେ ଆପଣ ଆପଣଙ୍କ ସାଥି କୁ ପାଇଯିବେ ସମସ୍ତ ପତ୍ରକୁ ଏକାଠି କରି ଗାତରେ ପୋତିଦେବେ ।

·         ଯଦି ଆପଣଙ୍କ ସମ୍ବଧ ଏବେ ଭାଙ୍ଗିବାର ଅଛି ଓ ଆପଣ ତାକୁ ବଞ୍ଚେଇବାକୁ ଚହୁଁଛନ୍ତି ତେବେ ମଙ୍ଗଳବାର ଦିନ ନାଲି ସୂତାରେ ୭ ଥର ଗଣ୍ଠି ମାରନ୍ତୁ ଓ ଓମ ହିଁ ନମଃ ମନ୍ତ୍ର ୫୦୦ ଥର ଜପ କରନ୍ତୁ । ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଏପରି ପରନ୍ତୁ ଏବଂ ସେହି ଦିନ ଏହି ସୁତକୁ ନିଜ ହାତରେ ବାନ୍ଧନ୍ତୁ, ଏହାପରେ ଦେଖନ୍ତୁ ଏହାର କାମାଲ ।

·         ଯଦି ସ୍ଵାମୀ ସ୍ତ୍ରୀ ସେମାନଙ୍କ ପ୍ରତିଦିନ ଭୋଜନରୁ ରୋଟି ବଞ୍ଚେଇକି ନିଜ ହାତରେ ଚଢେଇକୁ ଖାଇବାକୁ ଦେଲେ ଦୁହିଁଙ୍କ ମଧ୍ୟରେ ପ୍ରେମ ବଢେ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *