ହିନ୍ଦୁ ଧର୍ମରେ ମହିଳାଙ୍କୁ ମାଁ ଲକ୍ଷ୍ମୀଙ୍କ ରୂପ କୁହାଯାଏ, ଶାସ୍ତ୍ର ରେ ବି ମହିଳାଙ୍କ ବିଷୟରେ ବହୁତ ଗୁଡେ କଥା କୁହାଯାଇଛି ଯାହା କାରଣରୁ ମହିଳାଙ୍କୁ ମାଁ ଲକ୍ଷ୍ମୀଙ୍କ ରୂପ ବୋଲି କୁହା ଯାଏ । ସବୁ ମହିଳାମାନଙ୍କ ସ୍ଵଭାବ ଓ ତାଙ୍କ ଗୁଣ ଅଲଗା ଅଲଗା ହୋଇ ଥାଏ ଏବଂ ସେ ନିଜ ସ୍ଵଭାବ ଓ ଗୁଣ ଦ୍ଵାରା ନିଜ ଘର ପରିବାରକୁ ସୁଧାରୀ ପାରିବେ । ଏହି କାରଣରୁ କୁହା ଯାଇଛି ମହିଳା ଚାହିଁଲେ ଘର ସ୍ଵର୍ଗ କରିପାରିବ ଓ ସେ ଚାହିଁଲେ ଘର ବିଗାଡି ବି ପାରେ । କୌଣସି ଘରେ ମହିଳାର ସବୁଠାରୁ ମହତ୍ଵପୂର୍ଣ ଭୂମିକା ରହିଥାଏ ଓ ଜଣେ ମହିଳା ପୁରା ପରିବାରକୁ ସମ୍ଭାଳି ଥାଏ ।
ସୁନ୍ଦର ଗୋଡ ଥିବା ମହିଳା :
ଶାସ୍ତ୍ର ଅନୁଯାଇ ଯେଉଁ ମହିଳାଙ୍କ ଗୋଡ ସୁନ୍ଦର ହୋଇଥାଏ ଓ ଯାହା ଗୋଡ ଉପରେ ଚକ୍ର, ପଦ୍ମ ଓ ଶଙ୍ଖ ଚିହ୍ନ ହୋଇଥାଏ ସେ ନିଜ ଘର ପରିବାର ପାଇଁ ଅତ୍ୟନ୍ତ ଶୁଭ ଅଟନ୍ତି । ଯଦି ଏହି ପ୍ରକାର ଚିହ୍ନ ପାଇଥିବା ଝିଅ ସହ କିଏ ବିବାହ କରେ ତାହେଲେ ତା ସ୍ଵାମୀ ଘର ସ୍ଵର୍ଗ ହୋଇ ଯାଇଥାଏ ।
ଗାଲ ଉପରେ ଡିମ୍ପଲ ପାଇଥିବା ମହିଳା :
ଯଦି କୌଣସି ମହିଳାର ହସୁଥିବା ବେଳେ ଗାଲ ଉପରେ ଡିମ୍ପଲ ହେଉଥାଏ ତାହେଲେ ସେହି ମହିଳା ବହୁତ ସଚୋଟ ଓ ଭାବୁକ ବୋଲି କୁହା ଯାଏ.। ଶାସ୍ତ୍ର ଅନୁଯାଇ ଏହି ପରି ମହିଳା ନିଜ ଘର ପରିବାରକୁ ଭଲ ଭାବରେ ସମ୍ଭାଳି କରି ରଖନ୍ତି ଏବଂ ଘର ଓ ଘର ଲୋକଙ୍କ ସବୁ ପ୍ରକାର ଆବଶ୍ୟକତା ପ୍ରତି ଭଲ ଭାବେ ଧ୍ୟାନ ଦିଅନ୍ତି ।
ଗାଲ ଉପରେ କଳାଯାଇ :
ଯଦି କୌଣସି ମହିଳାର ଡାହାଣ ଗାଲରେ କଳାଯାଇ ଥାଏ ତାହେଲେ ଏହା ବହୁତ ଶୁଭ ମନେ କରା ଯାଇଥାଏ । ଏହା ଏହି ସଂକେତ ବିଷୟରେ କହିଥାଏ ଯେ ମହିଳା ଚରିତ୍ରବାନ ବୈଭବଶାଳି ଅଛନ୍ତି । ଶାସ୍ତ୍ର ଅନୁଯାଇ ଏହି ମହିଳା ନିଜ ପରିବାର ରେ ସୁଖ ନେଇ କରି ଆସିଥାନ୍ତି ।
ନାଲି ଜିଭ :
ଯଦି କୌଣସି ମହିଳାଙ୍କ ଜିଭ ନାଲି ଅଛି ତାହେଲେ ଏହି ପରି ମଇଳା ସୌଭାଗ୍ୟ ପ୍ରତିମା ହୋଇଥାନ୍ତି, ଯେଉଁ ଘରେ ଏହି ମହିଳା ଯାନ୍ତି ସେହି ଘରେ ଧନ ସମ୍ପତ୍ତି କେବେ କମ ହେବ ନାହିଁ । ଯଦି ଆମ ଶାସ୍ତ୍ର ଅନୁଯାଇ ଦେଖିବାକୁ ଯିବା ତାହେଲେ ଶାସ୍ତ୍ର ରେ ମହିଳାଙ୍କ ପ୍ରତେକ ଅଙ୍ଗ ବିଷୟରେ କିଛି ବିଶେଷ ଉଲ୍ଲେଖ ହୋଇଛି । କିଛି ମହିଳା ଏମିତି ଥାନ୍ତି ଯାହା ଶରୀର ଉପରେ କିଛି ବିଶେଷ ଚିହ୍ନ ଥାଏ ଯାହା ଦ୍ଵାରା ସେ ଯେଉଁ ଘରେ ଯାଆନ୍ତି ସେ ଘର ସ୍ଵର୍ଗ ହୋଇଥାଏ ଏହି ପରି କିଛି ଚିହ୍ନ ବିଷୟରେ ଆଜି ଆମେ ଆପଣଙ୍କୁ କହିଲୁ ।