ଏହି ୬ ଟି ଜିନିଷ ଉପରେ କେବେ ବି କରନ୍ତୁ ନାହିଁ ନିର୍ଭର, ନଚେତ ବହୁତ କାନ୍ଦିବାକୁ ପଡି ପାରେ- Shukra Niti

ମଣିଷ ନିଜକୁ ଓ ନିଜ ପରିବାରକୁ ଖୁସିରେ ରଖିବା ପାଇଁ ବହୁତ୍ ପ୍ରକାର ପ୍ରୟତ୍ନ କରିଥାଏ ଯାହା ଦ୍ଵାରା ସେ ନିଜେ ଓ ତା ପରିବାର ସୁଖରେ ରୁହନ୍ତୁ । କିନ୍ତୁ କଣ୍ ଆପଣ ଜାଣିଛନ୍ତି ଯେ ଯେଉଁ ମଣିଷ ନିଜ ସୁଖ ପାଇଁ କାହା ଉପରେ ନିର୍ଭର କରିଥାଏ ତେବେ ଏହି ନିର୍ଭର ତା ସେହି ବ୍ୟକ୍ତିର ଦୁଃଖର କାରଣ ହୋଇଥାଏ । ମଣିଷ ନିଜ ଜୀବନରେ କିଛି ଜିନିଷକୁ ନିଜ ସୁଖର କାରଣ ଭାବିଥାଏ ଆଉ ତାକୁ ନିଜ ପାଖରେ ରଖିବା ପାଇଁ ଚେଷ୍ଟା କରିଥାଏ ଆଉ ସଫଳ ନହେଲେ ମନ ଦୁଃଖ ମଧ୍ୟ କରିଥାଏ ।

ଆପଣଙ୍କୁ ସବୁଠାରୁ ଅଧିକ କେଉଁ ଜିନିଷ ଖୁସି ଦେଇଥାଏ ତା ବିଷୟରେ ଚିନ୍ତା କରନ୍ତୁ ଶୁକ୍ର ଆଚାର୍ଯ୍ୟ ଏମିତି ୫ଟି କଥା କହିଛନ୍ତି ଯାହା ଉପରେ ନିର୍ଭର କଲେ ମଣିଷକୁ ଦୁଃଖର ସାମ୍ନା କରିବାକୁ ପଡ଼ିଥାଏ ।

୧- ଯୌବନ :

ବହୁତ୍ ମହିଳା ବା ପୁରୁଷ ନିଜ ଯୌବନ ଉପରେ ବହୁତ୍ ଅହଙ୍କାର କରନ୍ତି ଆଉ ତାଙ୍କ ମନରେ ସବୁବେଳେ ଏହି କଥା ଆସିଥାଏ ଯେ ଜୀବନରେ କିଛି ହେଲେ ବି ଯୌବନ ନଯାଉ କିନ୍ତୁ ଗୋଟେ ବୟସ ପରେ ଯୌବନ କମିବା କୁ ଲାଗି ଥାଏ ଯାହା ପରେ ସେହି ବ୍ୟକ୍ତି ଦୁଃଖୀ ରହିଥାଏ ଆଉ ନିଜ ସବୁ ପ୍ରକାର ଦୁଃଖର କାରଣ ଅନ୍ୟ ମାନଙ୍କୁ ଦେଇଥାଏ ।

୨- ଧନ :

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଲକ୍ଷ୍ମୀ ମାତାଙ୍କ ମନ ବହୁତ୍ ଚଞ୍ଚଳ ହୋଇଥାଏ ସେ ଆଜି ଏହି ଲୋକ ପାଖରେ ରହିଲେ କାଲି ଆଉ କାହା ପାଖରେ ରହିବା ପସନ୍ଦ କରନ୍ତି । ତେବେ ଯେଉଁ ବ୍ୟକ୍ତି ଧନ ଉପରେ ଭରସା କରି ନିଜ ସବୁ କାମ କରିଥାଏ ଆଉ ନିଜ ଧନ ଉପରେ ବହୁତ୍ ଅହଙ୍କାର କରିଥାଏ ଆଉ ପରଉପକାର କରି ନଥାଏ ସେହି ବ୍ୟକ୍ତି ପାଖରୁ ଧନ ଯିବା ପରେ ତାଙ୍କୁ ବହୁତ୍ ପ୍ରକାର କଷ୍ଟର ସାମ୍ନା କରିବାକୁ ପଡ଼ିଥାଏ ।

୩- ପରଛାଇ :

ଆଜିକା ସମୟରେ ଯେତେବେଳେ ଲୋକଙ୍କ ମଧ୍ୟରେ ଭରସା ରହି ନାହିଁ ତେବେ ବି ବହୁତ୍ ଲୋକ ଅଛନ୍ତି ଯିଏ ନିଜ ମା ବାପା ହୁଅନ୍ତୁ ବା ସ୍ଵାମୀ ବା ସ୍ତ୍ରୀ ଉପରେ ବହୁତ୍ ଭରସା କରନ୍ତି ଆଉ ଏହି ଭରସା ଭାଙ୍ଗିବା ଦ୍ବାରା ତାଙ୍କ ମନକୁ ଅସୀମ ଆଘାତ ହୋଇଥାଏ ଆଜି ଆମେ ଆପଣଙ୍କୁ ଏହା କହିବାକୁ ଚାହୁଁଛୁ ଜେ କାହା ଉପରେ ଆଖି ବନ୍ଦ କରି ଭରସା କରିବା ଉଚିତ ନୁହେଁ।

୪- ଜିବନ :

ମଣିଷକୁ ସବୁଠାରୁ ଅଧିକ ଲୋଭ ନିଜ ଜୀବନ ପ୍ରତି ହୋଇଥାଏ କିନ୍ତୁ ଏହା ସମସ୍ତେ ଜାଣିଛନ୍ତି ଯେ ଯିଏ ଜନ୍ମ ହୋଇଛି ତାକୁ ଦିନେ ନା ଦିନେ ମୃତ୍ୟୁ ଆସିବ ଆଉ ସେ ଏକା ଏହି ସଂସାର ତ୍ୟାଗ କରିବ ସେଥିପାଇଁ କାହା ଉପରେ ଅଧିକ ନିର୍ଭର କରିବା ଉଚିତ୍ ନୁହେଁ ।

୫ – ଅଧିକାର :

ଅଧିକାର ମଣିଷର ସବୁଠାରୁ ବଡ଼ ଦୁର୍ବଳତା ଅଟେ, ତେବେ ଲୋକ ଏହି ଅଧିକାର ନପାଇଲେ ଅନ୍ୟ ମାନଙ୍କ ଉପରେ ନିର୍ଭର କରିଥାଏ ଆଉ ଅନ୍ୟ ମାନଙ୍କୁ ହଇରାଣ ମଧ୍ୟ କରି ପାରେ ସେଥିପାଇଁ ଜୀବନରେ ପଦ ଉପରେ କେବେ ଭରସା କରିବା ଉଚିତ ନୁହ କାହିଁକି ନା ଏହା କେବେ ବି ବଦଳି ପାରେ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *