ଯଦି ଜଳକୁ ମୁଠାରେ ମୁଠିକରି ଧରିବେ ଜଳ ତାର ମାର୍ଗ ଖୋଜିକି ବାହାରି ଯାଇଥାଏ । ଏହି ଭଳି ଅବସ୍ତା ଆମ ନିଜ ଲୋକଙ୍କ ସହିତ ମଧ୍ୟ ହୋଇଥାଏ । ଅଧିକତର ଆମେ ଯାହାକୁ ଭଲପାଇଥାଉ ଆମେ ସବୁବେଳେ ତାକୁ ନିଜ ପାଖରେ ରଖିବାକୁ ଚେଷ୍ଟା କରିଥାଉ । ନିଜଠୁ ଦୂର କରିବାକୁ ଦେଇନଥାଉ, ଚିନ୍ତା କରିଥାଉ ଭୟ କରିଥାଉକି ତାଙ୍କ ସହିତ କିଛି ଖରାପ ନହେଉ । ଆଉ ଏମିତିରେ ଆମ ନିଜ ଲୋକ ହିଁ ଆମଠାରୁ ଦୂରେଇ ଜାଆନ୍ତି । ଠିକ ମୁଠିରେ ବାନ୍ଧିରଖିଥିବା ଜଳ ଭଳି । ସେଥିପାଇଁ ଜାହାକୁ ଆପଣ ଭଲପାଉଛନ୍ତି ତାକୁ ସ୍ବତନ୍ତ୍ରତା ଦିଅନ୍ତୁ । ତାଙ୍କ ଭାବନାକୁ ସ୍ଵତନ୍ତ୍ର ବନିବାକୁ ଦିଅନ୍ତୁ ।
ତାଙ୍କୁ ତାଙ୍କ ମାର୍ଗ ନିଜେ ବନେଇବାକୁ ଦିଅନ୍ତୁ କାରଣ ସବୁବେଳେ ଆପଣ ତାଙ୍କ ସହିତ ମାର୍ଗ ଦେଖାଇବା ପାଇଁ ରହିବେ ନାହିଁ । ସେଥିଲାଗି ନିଜ ଲୋକ ସହିତ ଅବଶ୍ୟ ରୁହନ୍ତୁ କିନ୍ତୁ ତାକୁ ବାନ୍ଧନ୍ତୁ ନହିଁ । ଜନ୍ମରେ ପରେ ଛୁଆ ଯେତେବେଳେ ପ୍ରଥମଥର ନେତ୍ର ଖୋଲିଥାଏ ତାର ମନ ଖୁସିରେ ଭରା ଥାଏକି ଏଇ ସଂସାର କଣ ଅଟେ, ତାର ଜୀବନର ନୂଆ ଆରମ୍ଭ ହୋଇଥାଏ । ଯେତେବେଳେ ଆମେ ଧୀରେ ଧୀରେ ବଡ ହେବାକୁ ଲାଗିଥାଉ ଅନୁଭବ କରିଥାଉ ଆମ ମନର ଖୁସି ଓ ଇଛା ହେବାକୁ ଲାଗିଥାଏ ।
ଟିକେ ଭାବନ୍ତୁ ଯେତେବେଳେ ଆମେ ସକାଳେ ଶୋଇକି ଉଠିଥାନ୍ତି ଆଉ ନିଜ ଆଖି ଖୋଲିଥାନ୍ତି ତାକୁ ଆମେ ଆମ ଜୀବନର ଆରମ୍ଭ ଭାବିବାତ, ସକାଳୁ ନେଇ ସନ୍ଧ୍ଯା ପର୍ଯ୍ୟନ୍ତ ଜୀବନ ବଞ୍ଚିବା ଭାବିବାତ କେକେ ଫୁର୍ତି ଆସିଯିବ କେତେ କାମ କରିବେ ଆଉ କେତେ ଲକ୍ଷ ଅର୍ଜିତ କରିପାରିବେ । ଅଳ୍ପ ସମୟରୁ ନେଇକି ଘଡି ବନିଥାଏ ଓ ଘଡିଠୁ ନେଇକି ପ୍ରହର ଓ ପ୍ରହର ଠୁ ନେଇ ଦିନ ହୋଇଥାଏ ଆଉ ଦିନଠୁ ନେଇ ମାସ ଓ ବର୍ଷ ହୋଇଥାଏ । ଯଦି ଆପଣ ସବୁଦିନ ଅବିଶ୍ଵାସର ସହିତ ବଞ୍ଚିବେ ଓ ଖୁଶିର ସହିତ ବଞ୍ଚିବେ ଆପଣଙ୍କ ସମ୍ପୂର୍ଣ ଜୀବନ ସାର୍ଥକ ହୋଇବ ।
ମନୁଷ୍ୟ ନିଜ ଜୀବନ ବିଶ୍ବାସ ଉପରେ ବଞ୍ଚିଥାଏ । କିନ୍ତୁ ବିଶ୍ବାସ କାହାର ? ଟିକେ ଭାବନ୍ତୁ କାହା ଉପରେ ବିଶ୍ଵାସ ଅଛି ଆପଣଙ୍କ ମହାପୁରୁଷଙ୍କ କଥା ଉପରେ , ଗ୍ରନ୍ଥ ଉପରେ ଲେଖା ଥିବା ଜ୍ଞାନ ଉପରେ, ମାତା ପିତା ଦେଇଥିବା ଶିକ୍ଷା ଉପରେ ନା ମିତ୍ରା ମାନେ ଦେଇଥିବା ନିର୍ଦେଶ ଉପରେ ନା ଗୀତା ଜ୍ଞାନ ଉପରେ । ଯେତେ ପର୍ଯ୍ୟନ୍ତ ଆପଣ ନିଜ ଉପରେ ବିଶ୍ବାସ କରିପାରିବେନି ଯଦି ବିଶ୍ବସା କରିବାର ଅଛି ଅବିଶ୍ଵାସ କରିବାର ବିଜ୍ଞାନକୁ ମଧ୍ୟ ବୁଝିବାର ଅଛି । ଆପଣ କାହା କଥାକୁ ମଧ୍ୟ ବିଶ୍ବାସ କରନ୍ତୁ ନହିଁ ଆଉ ଆପଣ ନିଜ ମନକୁ ପଚାରନ୍ତୁ । ନିଜ ଅନ୍ତର ଆତ୍ମାକୁ ପ୍ରଶ୍ନ କରନ୍ତୁ ଆଉ ଯାହା ଉତ୍ତର ମିଳିବ ଆଉ ସେ ସବୁଠୁ ଉଚିତ ହେବ ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।