ଯଦି ବଲିଉଡରେ ଟ୍ଯାଲେନ୍ଟର କଥା ହେବାତ ଏମିତି ଅନେକ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯାହାଙ୍କ ଟ୍ଯାଲେନ୍ଟର କିଛି ବି ଜବାବ ନାହିଁ । କିନ୍ତୁ ଆମେ କଥା ହେବା ବଲିଉଡର ସେହି ଅଭିନେତା ଓ ଅଭିନେତ୍ରୀଙ୍କ ବିଷୟରେ ଯାହା ବିଷୟରେ ଆମେ ଆଗରୁ ଜାଣିଛେ କିନ୍ତୁ କଣ ଆପଣମାନେ ତାଙ୍କ ଆଗାମି ପିଢୀ ବିଷୟରେ ଜାଣିଛନ୍ତି ଯାହାଙ୍କ ଠାରୁ କିଛି ତାରକା ଜନ୍ମ ନେଇଛନ୍ତି । ଆପଣ ଦେଖି ଥିବେ ଅମିତା ବଚ୍ଚନ ଠୁ ନେଇ ଧର୍ମେନ୍ଦ୍ର ପର୍ଯ୍ୟନ୍ତ ଏମିତି କିଛି ଅଭିନେତା ଅଛନ୍ତି ଯାହାଙ୍କ ପିଲା ଆଜି ବି ବଲିଉଡରେ ନିଜ ଅଭିନୟରେ ସମସ୍ତଙ୍କ ମନ ମୋହି ନେଇଛନ୍ତି ।

ଆଜି ଆମେ ଯାହା ବିଷୟରେ ଆପଣଙ୍କୁ କହିବୁ ସେ ବଲିଉଡର ହୀରୋ ନୁହନ୍ତି ବରଂ ଫିଲ୍ମର ଭିଲିଆନ ଅଟନ୍ତି । ଯେଉଁ ମାନଙ୍କ ବିନା ସିନେମା ପୁରା ହୋଇନଥାଏ ଯେପରି ସିନେମାରେ ହେରୋର ରୋଲ ଗୁରୁତ୍ଵପୂର୍ଣ ହୋଇଥାଏ ସେହିପରି ଭିଲିଆନଙ୍କର ରୋଲ ବି ଗୁରୁତ୍ଵପୂର୍ଣ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏହି ଭିଲିଆନ ମାନଙ୍କ ପିଲାଙ୍କ ସହ ପରିଚିତ କରାଇବାକୁ ଯାଉଛୁ ଯିଏକି ଆଜିର ସମୟରେ ବଲିଉଡର ତାରକା ଅଟନ୍ତି । ଆସନ୍ତୁ ଜାଣିବା ସେମାନେ ସମସ୍ତେ କିଏ ।
୧ -ଶକ୍ତି କାପୁର ଏବଂ ଶ୍ରଦ୍ଧା କାପୁର

ଶକ୍ତି କପୁରଙ୍କୁ ସିନେମାରେ କମେଡି ଏବଂ ଭିଲିଆନ ରୂପରେ ଜଣା ଯାଇଥାଏ ସେ ନିଜର ଭଲ ଅଭିନୟ ଦ୍ଵାରା ଲୋକମାନଙ୍କ ହ୍ରୁଦୟକୁ ଜିତି ପାରିଛନ୍ତି ଏବେ ତାଙ୍କ ଝିଅ ଶ୍ରଦ୍ଧା କପୁର ବଲିଉଡରେ ନିଜ ଅଭିନୟ ଆରମ୍ଭ କରିସାରିଛନ୍ତି ।
୨ -ରାଜ ବବର ଏବଂ ଜୁହୀ ବବର

ରାଜ ବବରରଙ୍କୁ ୧୯୯୦ ମସିହାରେ ଟପ ଅଭିନେତାଙ୍କ ମଧ୍ୟରୁ ଜଣେ ବୋଲି କୁହାଯାଏ ଯିଏ ବଲିଉଡରେ ବହୁତ ଭଲ ସିନେମାରେ କାମ କରିଛନ୍ତି । ରାଜ ବବରଙ୍କ ଝିଅ ନାମ ଜୁହୀ ।
୩ -କୁଳଭୂଷଣ ଖରବନ୍ଦା ଏବଂ ସୃତି

କୁଳଭୂଷଣ ମଧ୍ୟ କେତେକ ସିନେମାରେ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି । ତାଙ୍କ ଝିଅର ନାମ ସୃତି ଅଟେ ।
୪ -ଡେନି ଏବଂ ରିନଜିଙ୍ଗ

ଡେନି ଜଣେ ଅଭିନେତା ହେବା ସହିତ ଗୋଟେ ବିୟର କମ୍ପାନୀର ମାଲିକ ମଧ୍ୟ ଏବଂ ଜଣେ ସଫଳ ବ୍ୟବସାୟୀ ମଧ୍ୟ । ତାଙ୍କର ଦୁଇଟି ପିଲା ଅଛନ୍ତି ରିନଜିଙ୍ଗ ଓ ପେମା । ସେ ରିନଜିଙ୍ଗଙ୍କୁ ବଲିଉଡକୁ ଆଣିବାକୁ ଚାହୁଁଛନ୍ତି ।
୫ -କିରଣ କୁମାର ଏବଂ ସୃଷ୍ଟି

କିରଣ କୁମାରଙ୍କୁ ବଲିଉଡର ଏକ ଭଲ ଅଭିନେତା ଭାବେ ଜଣା ଯାଇଥାଏ । ତାଙ୍କ ଝିଅର ନାମ ସୃଷ୍ଟି ଯିଏକି ଫେସନ ଦୁନିଆ ସହିତ ଯୋଡି ହେଇଛନ୍ତି । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।