IAS ଇନ୍ଟରଭିଉ ରେ ପଚରାଗଲା ଏମିତି ପ୍ରଶ୍ନ ଯାହା ଶୁଣିଲେ ଆପଣଙ୍କ ମୁଣ୍ଡ ଖରାପ ହୋଇଯିବ- ଜାଣନ୍ତୁ କଣ

ଯଦି ଆପଣ ଆଇଏଏସ ପରୀକ୍ଷା ବିଷୟରେ ଶୁଣିଥିବେ ତାହେଲେ ଆପଣ ଜାଣିଥିବେ ଏହି ପରୀକ୍ଷା ଫିଲ୍ମ ର ସସପେନ୍ସ ଟ୍ରେଲର ପରି ହୋଇଥାଏ ଏବଂ ଆଇଏଏସ ଇନ୍ଟାରଭିଉ ତାର କ୍ଲାଇମେକ୍ସ ହୋଇଥାଏ ଯାହା ପୁରା ଫିଲ୍ମ କୁ ସମ୍ପୂର୍ଣ କରିଥାଏ । ଇନ୍ଟାରଭିଉ ସ୍ତର ପଯ୍ୟନ୍ତ ପହଞ୍ଚିବା ଲୋକ ବହୁତ ଜ୍ଞାନୀ ହୋଇଥାଏ ହେଲେ ଇନ୍ଟାରଭିଉ କେବଳ କେବଳ ଜ୍ଞାନର ପରୀକ୍ଷା ହୋଇନଥାଏ , ଏହା ମଣିଷର ଗତିଶୀଳତାକୁ ମାପିବାର ଏକ ଭଲ ପ୍ରକ୍ରିୟା ହୋଇଥାଏ ।

ଏହା ଛଡା ୟୁପିଏସସି ଦ୍ଵାରା ବାହାରିଥିବା ପତ୍ରରେ ବି ଏହା ସ୍ପଷ୍ଟ ଲେଖା ଯାଇଥାଏ କି ଏହା ଜ୍ଞାନର ନୁହେଁ ବ୍ୟକ୍ତିତ୍ବର ପରୀକ୍ଷା ହୋଇଥାଏ ।

ଯଦି ବି କେହି ହେଇଯାଏ ଆଉ ତାପରେ ଆଇଏଏସ ଇନ୍ଟାରଭିଉ ସମୟରେ ପଳେଇବା ଜରୁରୀ ହୋଇନଥାଏ ଆମର କହିବାର ଉଦେଶ୍ୟ ଏହାକି ଏଥିରେ ପାସ କରିବା ପାଇଁ ଆପଣଙ୍କ ପାଖରେ ଏକ ଅଦ୍ଭୁତ ଗୁଣ ରହିବା ନିହାତି ଦରକାର ।ଏହି ପରୀକ୍ଷା ପାଇଁ ଆପଣଙ୍କ ପାଖରେ କେବଳ ଜ୍ଞାନ ରହିବା ଜରୁରୀ ନୁହେଁ , ଜ୍ଞାନ ସହିତ ଏହି ଇନ୍ଟାରଭିଉ ରେ ଆପଣଙ୍କ ର ବ୍ୟକ୍ତିତ୍ବ କୁ ବି ପରୀକ୍ଷା କରାଯାଇଥାଏ ଆସନ୍ତୁ ଜାଣିବା ଏହି ପରି ପରୀକ୍ଷାରେ କିଭଳି ପ୍ରଶ୍ନ ପଚରା ଯାଇଥାଏ ଓ ଏହାର ଉତରା କଣ ହୋଇଥାଏ । ଆସନ୍ତୁ ଜାଣିବା ଆଇଏଏସ ଏଣ୍ଟରଭିଏବ ରେ ପଚରା ଯାଉଥିବା କିଛି କଠିନ ପ୍ରଶ୍ନ ଓ ଏହାର ଦିଆଯାଉଥିବା କିଛି ଉତର ।

ପ୍ରଶ୍ନ -ତାହା କେଉଁ ଜିନିଷ ଅଟେ ଯାହାକୁ ଆଗେ ଭଗବାନ ଏବଂ ପଛରେ ମଣିଷ ଦ୍ଵାରା ଗାଢା ଯାଇଛି ?

ଉତର – ବଳଦ ଗାଡି, ଏହାକୁ ଆଗରୁ ଭଗବାନ ଓ ପଛରୁ ମଣିଷ ବନେଇଛି । ମାନେ ବଳଦଙ୍କ ସୃଷ୍ଟି ଭଗବାନ କରିଛନ୍ତି କିନ୍ତୁ ସେମନାଙ୍କ ପଛରେ ଶଗଡ ଗାଡି ତ ମଣିଷ ବନେଇଛି ।

ପ୍ରଶ୍ନ -ଯଦି ଗୋଟିଏ ଘରେ ଫ୍ରୀଜ ର ଡୋର କୁ ଖୋଲା ରଖାଯାଏ ତାହେଲେ ଘର ଥଣ୍ଡା ହବ ନା ଗରମ ?

ଉତର -ଯଦି ଗୋଟେ ଘରେ ଥିବା ଫ୍ରୀଜ ର ଦୂର କୁ ଖୋଲା ରଖାଯାଏ ତାହେଲେ ଘର ଗରମ ହେବାକୁ ଲାଗିବ ।

ତେବେ ଏହିଭଳି ଅନେକ ଆଇଏଏସ ସମ୍ବନ୍ଧିତ ପ୍ରଶ୍ନ ଉତ୍ତର ଆମେ ତ ଅପାଣମାଣଙ୍କ ପାଇଁ ନେଇ ଆସିଛୁ ଏବଂ ଆଗକୁ ମଧ୍ୟ ନେଇ ଆସିବୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *