କେବଳ ଥରେ ଘରେ ଲଗାଇଦିଅ ଏହି ଫଟୋ ତା ପରେ ଦୂର ହେବ ଦାରିଦ୍ର୍ୟତା, ଆସିବ ଖୁସି ହିଁ ଖୁସି

ସମସ୍ତେ ଚାହାଁନ୍ତି କି ତାଙ୍କ ଘରେ ଖୁସି ଓ ସମୃଦ୍ଧି ରହିଥାଉ, କିନ୍ତୁ ଏହି ଇଚ୍ଛା ବହୁତ କମ ଲୋକଙ୍କର ପୂରଣ ହୋଇଥାଏ । ଏହା ପାଇଁ ପ୍ରାଚୀନ ସମୟରେ କିଛି ଏମିତି ଜିନିଷ କୁହାଯାଇଛି ଯାହା ରହିବା ଘର ପାଇଁ ଭଲ ହୋଇନଥାଏ । କିଛି ବି ଭଙ୍ଗା ଜିନିଷ ଘରେ ରଖିବା ଉଚିତ ହୋଇନଥାଏ । ଏମିତି କୁହାଯାଏକି ଏହା ନକରାତ୍ମକ ଶକ୍ତିକୁ ନିମତ୍ରଣ କରିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବୁ ଯାହାକୁ ଘରେ ରଖିଲେ ଦୂର ହୁଏ ଦରିଦ୍ରତା ।

ଯେଉଁ ପରିବାରରେ ସବୁ ସଦସ୍ୟ ମାନସିକ ଚିନ୍ତାରେ ରହିଥାନ୍ତି ଏବଂ କାର୍ଯ୍ୟରେ ଉନ୍ନତି କରିପାରନ୍ତି ନାହିଁ, ଏହି କାରଣରୁ ଧନ ସମ୍ବଧିତ କାମରେ ବି ଅସଫଳତାର ବି ଯୋଗ ହୋଇଥାଏ ।

ଘରକୁ ଦରିଦ୍ରତାର ଆଗମନ ହୋଇଥାଏ । ଆଜି ଆମେ ଆପଣଙ୍କୁ ଘରର ସମସ୍ୟାକୁ ଦୂର କରିବା ପାଇଁ ଛୋଟ ଉପାୟ କହିବୁ ଯାହାଦ୍ଵାରା ଆପଣ ଆପଣଙ୍କ ପରିବାରରେ ସକାରାତ୍ମକ ବାତାବରଣ ବନେଇ ରଖିପାରିବେ । ଶାସ୍ତ୍ରରେ କୁହାଯାଇଛି କି ଯାହା ଘରର ମୁଖ୍ୟ ଦ୍ଵାରରେ ଶିବଙ୍କ ପରିବାରର ଫଟୋ ରହିଥାଏ ତାଙ୍କୁ ଏସବୁ ର ସାମ୍ନା କରିବାକୁ ପଡିନଥାଏ । ଏହି ଫଟୋରେ ଭଗବାନ ଶିବ, ମା ପାର୍ବତୀ, ଗଣେଶ, କାର୍ତ୍ତିକ, ନନ୍ଦୀ ତଥା ସମସ୍ତଙ୍କ ବାହାନ ରହିଥାନ୍ତି ।

କୁହାଯାଏକି ଏହି ଫଟୋରେ ଏକ ଅଜବ ଶକ୍ତି ରହିଥାଏ ଏହି କାରଣ ପାଇଁ ଏହି ଫଟୋକୁ ଲଗାଇବା ପରେ ଘରେ ଖୁସିର ମାହୋଲ ଆସିଥାଏ ଏବଂ ସେହି ଘରେ ଭଗବାନ ଶିବଙ୍କ କରୁଣା ସବୁବେଳେ ରହିଥାଏ । ପ୍ରାଚୀନ ସମୟରୁ ହିଁ ଭଗବାନ ଶିବଙ୍କ ପରିବାରକୁ ପ୍ରେରଣାର ସ୍ରୋତ କୁହାଯାଇଥାଏ । ଏହା ଏକ ବିଶେଷତା ହେଉଛି ଏହି ପରିବାରର କାହିଁକିନା ଏମିତି ବହୁତ କମ ପରିବାର ସହିତ ମିଳିଥାଏ, ଏହି ପରିବାରର ସଦସ୍ୟ ଅଲଗା ଅଲଗା ଶକ୍ତିର ସ୍ରୋତ ଅଟନ୍ତି ।

ତେବେ ଯଦି ଅପାନ ବି ଚାହୁଁଛନ୍ତି ଆପଣଙ୍କ ଘରେ ସବୁ ବେଳେ ଖୁସି ଓ ସମୃଦ୍ଧି ଦେଖା ଦେଉ ତେବେ ଘରର ମୁଖ୍ୟ ଦ୍ଵାରରେ ନିଶ୍ଚୟ ଏହିଭଳି ଏକ ଫୋଟୋ ଆଣି ଲଗାନ୍ତୁ । ଦେଖିବେ ଆପଣଙ୍କ ଘରୁ ସବୁ ନକରାତ୍ମକ ଶକ୍ତି ଯାଇ କେବଳ ସକରାତ୍ମକ ଶକ୍ତି ପ୍ରବେଶ କରିବେ ଏବଂ ସବୁବେଳେ ଘର ହସ ଖୁସିରେ ଲାଗି ରହିବ । ନିଶ୍ଚୟ ଏମିତି କରିକି ଦେଖନ୍ତୁ  ।

Leave a Reply

Your email address will not be published. Required fields are marked *