ଏହି ମଇ ମାସ ଶେଷ ହେବା ଆଗରୁ ଏହି ରାଶି ହେବ କୋଟିପତି 

ସୂର୍ଯ୍ୟ ଦେବ ଆଜି ରାଶି ପରିବର୍ତନ କରିବାକୁ ଯାଉଛନ୍ତି, ସୂର୍ଯ୍ୟ ଦେବ କନ୍ୟା ରାଶିରୁ ବ୍ରଶ ରାଶିକୁ ରାଶି ପରିବର୍ତନ କରିବାକୁ ଯାଉଛନ୍ତି । ଯେଉଁଠାରେ ଶନି ଦେବ ଆଗରୁ ବିରାଜମାନ ଅଛନ୍ତି ।

ଏହି ପରିବର୍ତନ ପାଇଁ କିଛି ରାଶି ମାନଙ୍କ ଜୀବନରେ ବହୁତ ବଡ ଖୁସି ଖବର ମିଳିବାକୁ ଯାଉଛି ତେବେ ଏହି ଅବସାର ଲାଭ ଉଠାନ୍ତୁ ନଚେତ ଜୀବନ ସାରା କାନ୍ଦିବାକୁ ପଡି ପାରେ । ଏହି ରାଶିଆର ଲୋକଙ୍କ ସବୁ କାର୍ଯ୍ୟ ବର୍ତମାନ ଅନୁକୂଳ ରହିବ ଆପଣ ଯାହା କରିବାକୁ ଇଛା କରୁଛନ୍ତି ତେବେ ବର୍ତମାନ କରି ପାରିବେ, ଆପଣଙ୍କୁ ସବୁ କାରଜ୍ୟରେ ସଫଳତା ମିଳିବ । ଏହି ରାଶି ମାନଙ୍କ ଉପରେ ଭଗବାନ ହନୁମାନଙ୍କ ବିଶେଷ କୃପା ହବାକୁ ଯାଉଛି । ଏହି ରାଶିର ଲୋକ ମାନଙ୍କ ଆଜି ଠାରୁ ଦିନ ଭଲ ହବାକୁ ଯାଉଛି, ତେବେ ଆସନ୍ତୁ ଜାଣିବା କେଉଁ ରାଶି ମାନଙ୍କ ଜୀବନ ସବୁଦିନ ପାଇଁ ବଦଳିବାକୁ ଯାଉଛି ।

ମେଷ ରାଶି :

ଆସନ୍ତା ସମୟ ଆପଣ ନିଜର ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ପ୍ରତି ଯତ୍ନ ନେବେ । ଆର୍ଥିକ ଲାଭ ପ୍ରାପ୍ତି କରି ପାରିବେ । କୌଣସି ତୀର୍ଥଯାତ୍ରାରେ ଯାଇପାରନ୍ତି । ନିଜ ବନ୍ଧୁ ଏବଂ ମିତ୍ରମାନଙ୍କର ଆଗମନରେ ମନ ଖୁସି ହେବ ।

ମିଥୁନ ରାଶି :

ସେହିଦିନ ଅଛି ଯେଉଁଦିନ ଆପଣଙ୍କର ଅଟକିଥିବା କାର୍ଯ୍ୟ ଗୁଡ଼ିକ ପୁରଣ କରାଯାଇପାରିବ । ଖାସ କରି ସେହି କାର୍ଯ୍ୟଗୁଡ଼ିକ ଯାହାକୁ ପୁରଣ କରିବା ପାଇଁ ଉଚ୍ଚ ଅଧିକାରୀ ମାନଙ୍କର ସ୍ୱୀକୃତୀ ଦରକାର ଥିଲା । ଆସନ୍ତା ସମୟ ଆପଣ ନୂଆ କାର୍ଯ୍ୟର ପ୍ରାରମ୍ଭ କିମ୍ବା ଏହାର ଯୋଜନା ବନାଇପାରିବେ ।

ସିଂହ ରାଶି :

ଆସନ୍ତା ସମୟ ସାବଧାନରେ ରୁହନ୍ତୁ । ଅଧିକ ପରିଶ୍ରମରେ କମ ସଫଳତା ମିଳିବାର ନିରାଶା ଭାବନା ସୃଷ୍ଟି ହେବ । ପାରିବାରିକ ବାତାବରଣ ମଧ୍ୟ ଅଶାନ୍ତ ରହିବ । ସ୍ଵାସ୍ଥ୍ୟ ସମ୍ବନ୍ଧୀତ ଅଭିଯୋଗ ରହିବ ।

ଧନୁ ରାଶି :

ଆସନ୍ତା ସମୟ ଆପଣଙ୍କ ନିଜ ସବୁ ସମସ୍ୟାକୁ ସମାଧାନ କରିବା ଚ଼େଷ୍ଟାରେ ଲାଗିଯିବେ । ଏହି ସମୟରେ କୌଣସି ରୋଗ କିମ୍ବା ବିଷୟକୁ କେବଳ ଉପରେ ସମାଧାନ କରନ୍ତୁ ନାହିଁ । ଆପଣ ଏହାର ମୂଳୋତ୍ପାନ କରିବାକୁ ଚ଼େଷ୍ଟା କରନ୍ତୁ ।

ତୁଳା ରାଶି :

ଚାକିରି କିମ୍ବା ବ୍ୟବସାୟରେ ଲାଭ ପ୍ରାପ୍ତି ହେବ । ମହିଳା ମିତ୍ର ଆପଣଙ୍କ ପ୍ରଗତିରେ ସହାଯକ ହେବେ । ଆର୍ଥିକ ଲାଭ ଦୃଷ୍ଟିରୁ ଆସନ୍ତା ସମୟ ବହୁତ ଭଲ ରହିବ । ଯାତ୍ରାରେ ଅନପେକ୍ଷିତ ବାଧା ଆସିପାରେ । ଆସନ୍ତା ସମୟ କୌଣସି ନୂଆ କାର୍ଯ୍ୟର ପ୍ରାରମ୍ଭ କରନ୍ତୁ ନାହିଁ ।

କୁମ୍ଭ ରାଶି :

ଆସନ୍ତା ସମୟ ଆପଣଙ୍କୁ କ୍ରୋଧ ଲାଗିବ । ଆସନ୍ତା ସମୟ ଆପଣଙ୍କର ଜୀବନର ଉନ୍ନତି କ୍ଷେତ୍ରରେ କିଛି ପରିମାଣର ଅବନତି ଦେଖାଦେବ । କିନ୍ତୁ ଆପଣ ଏ କ୍ଷେତ୍ରରେ ଆଦୌ ବ୍ୟସ୍ତ ନହୋଇ ଏ ପରିସ୍ଥିତିର ମୁକାବଲା କରନ୍ତୁ ।

Leave a Reply

Your email address will not be published. Required fields are marked *