ଏହି 4ଟି ଅକ୍ଷରରୁ ଆରମ୍ଭ ହେଉଥିବା ଝିଅ ମାନେ ବହୁତ କ୍ରୋଧୀ ପ୍ରକୃତିର ହୋଇଥାନ୍ତି- Name Astrology

ଆଜିକାଲି ର ବ୍ୟସ୍ତ ଜୀବନରେ ପ୍ରତ୍ୟେକ ଲୋକ ବହୁତ ବ୍ୟସ୍ତ ରହୁଛନ୍ତି । ଯେଉଁଥି ପାଇଁ କେତେବେଳେ ଆମେ ଆମ ସାଙ୍ଗ, ନିଜ ଲାଇଫ ପାର୍ଟନର, କିମ୍ବା ନିଜ ପରିବାର ର ସଦସ୍ୟ ମାନଙ୍କ ସହ କ୍ରୋଧ ବା ଝଗଡା କରିଦେଇଥାଉ । ଓ ଇଚ୍ଛା ନଥିଲେ ବି ତାଙ୍କୁ କିଛି ଏହିପରି ଶବ୍ଦ କହିଦେଇଥାଉ ଯାହାଫଳରେ ପୁନର୍ବାର କ୍ଷମା ମାଗିଲେ ବି କିଛି ଲାଭ ହୋଇନଥାଏ । ସାଧାରଣତଃ ଆମେ ଜାଣିଛୁ ଯେ ଥକାପନ ପାଇଁ ବା ବିଶ୍ରାମ ନ ନେବା କାରଣରୁ ମାନସିକ ଚାପ ଯୋଗୁଁ ଆପଣଙ୍କର କ୍ରୋଧ ଆସିଯାଇଥାଏ ।

କିନ୍ତୁ ଜ୍ୟୋତିଷ ଅନୁସାରେ ଏହି ଅକ୍ଷରରୁ ଆରମ୍ଭ ହେଉଥିବା ନାମ ଅନ୍ୟ ମାନଙ୍କ ଠାରୁ ଅଧିକ କ୍ରୋଧ ସ୍ଵଭାବ ର ହୋଇଥାନ୍ତି ବୋଲି ଜଣା ଯାଇଛି ।  

B ଅକ୍ଷରରୁ ଆରମ୍ଭ ହେଉଥିବା ଝିଅଙ୍କ ନାମ:-

ଯେଉଁ ମହିଳାଙ୍କ ନାମ b ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ସାମନ୍ନା ରେ ସଫା ସଫା କଥା କହିଥାନ୍ତି । ଏମାନଙ୍କୁ କେଉଁ କଥାରେ କେତେବେଳେ କ୍ରୋଧ ଆସିଥାଏ ଆପଣ ଜାଣି ପାରିବେନି । ପ୍ରାୟତଃ ଏମାନେ ଆଉ କାହା ରାଗ କାହା ଉପରେ ସୁଜାଇ ଦେଇଥାନ୍ତି । କିନ୍ତୁ ଯେତେବେଳେ ଏମାନଙ୍କର କ୍ରୋଧ ଥଣ୍ଡା ହୋଇଯାଇଥାଏ ସେମାନେ କ୍ଷମା ମାଗିବାକୁ ବି ପଛାଇ ନଥାନ୍ତି ।  

H ଅକ୍ଷରରୁ ଆରମ୍ଭ ହେଉଥିବା ଝିଅଙ୍କ ନାମ:-

ଯେଉଁ ଝିଅଙ୍କ ନାମ h ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନଙ୍କୁ କ୍ରୋଧ ବହୁତ ଶୀଘ୍ର ଆସିଥାଏ । ଏମାନେ ନିଜ ସମ୍ପର୍କ ପାଇଁ ଅଧିକ ସଚ୍ଚୋଟ ରହିଥାନ୍ତି । କିନ୍ତୁ ବେଳେବେଳେ ଇଚ୍ଛା ନଥିଲେ ମଧ୍ୟ ଏମାନେ କ୍ରୋଧ ରେ ଏପରି କିଛି କଥା କହିଥାନ୍ତି ଯେ ଯାହା ଦ୍ଵାରା ଏମାନଙ୍କର ସମ୍ପର୍କ ଅନ୍ୟ ମାନଙ୍କ ସହିତ ଦୁର୍ବଳ ହୋଇଯାଇଥାଏ । ଯେଉଁ ଲୋକ ମାନେ ଏମାନଙ୍କ ରାଗି ସ୍ଵଭାବକୁ ପୂର୍ବ ରୁ ଜାଣିଥାନ୍ତି ସେମାନେ କେବେ ବି ଏମାନଙ୍କୁ ଛାଡି ଯାନ୍ତି ନାହିଁ । କାରଣ ଏହି ଅକ୍ଷରରୁ ଆରମ୍ଭ ହେଉଥିବା ଝିଅମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତି ।  

L ଅକ୍ଷରରୁ ଆରମ୍ଭ ହେଉଥିବା ଝିଅଙ୍କ ନାମ:-

ଯେଉଁ ଝିଅଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ଅଳ୍ପ କ୍ରୋଧୀ ହୋଇଥାନ୍ତି । କିନ୍ତୁ ଏମାନଙ୍କ କ୍ରୋଧ ଅନ୍ୟଙ୍କୁ କଷ୍ଟ ଦେଲା ଭଳି ହୋଇନଥାଏ । ଏମାନଙ୍କୁ କ୍ରୋଧ ଆସିଲେ ଏମାନେ ନିଜର ହିଁ କ୍ଷତି କରିଥାନ୍ତି । ଯଦି କେହି ତାଙ୍କୁ ସ୍ନେହରେ ସହ ବୁଝାଇଥାନ୍ତି ତେବେ ତାଙ୍କ କ୍ରୋଧ ଶାନ୍ତ ହେବାକୁ ଅଧିକ ସମୟ ଲାଗିନଥାଏ ।  

P ଅକ୍ଷରରୁ ଆରମ୍ଭ ହେଉଥିବା ଝିଅଙ୍କ ନାମ:-

ଏମାନେ ବହୁତ ରାଗି ସ୍ଵଭାବ ର ହୋଇଥାନ୍ତି । ଏମାନେ ବହୁତ ଛୋଟ ଛୋଟ କଥାରେ ରାଗି ଯାଇଥାନ୍ତି । ସେମାନଙ୍କୁ ନିଜର ଅସୁବିଧା କାହାକୁ କହିବାକୁ ଭଲ ଲାଗେ ନାହିଁ । ଯାହା ଫଳରେ ସେମାନେ ସାଧାରଣ କଥାରେ ମଧ୍ୟ ବହୁତ ରାଗି ଯାଇଥାନ୍ତି । କିନ୍ତୁ ଏମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତି । କ୍ରୋଧ ରେ କାହା ମନ କୁ କଷ୍ଟ ଦେବା ଏମାନଙ୍କୁ ଭଲ ଲାଗିନଥାଏ ।  

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *