Old is Gold ! ଏହି ପୁରୁଣା 2 ଟଙ୍କିଆ କଏନ କରି ଦେଉଛି ଲକ୍ଷପତି, କଣ ଆପଣଙ୍କ ପାଖରେ ଅଛି ଏମିତି କଏନ ?

ଆପଣ ମାନେ ପ୍ରତିଦିନ ଅନେକ କେନ ଦେଖୁଥିବେ । ଯେମିତି କି ଟଙ୍କିକିଆ, ଦୁଇ ଟଙ୍କିଆ, ପାଞ୍ଚ ଟଙ୍କିଆ ବା ଦସ ଟଙ୍କିଆ । ଏହାର ସାହାଜ୍ଯରେ ଆମେ ଆମର ଦରକାରୀ ଜିନିଷ କିନିଠାଉ । କିନ୍ତୁ ଆପଣ ମାନେ କେବେ କଏନ ଭିତରେ ଥିବା ରହସ୍ୟକୁ ଖୋଜିଛନ୍ତି ? ଯାହା ଅଜାଣିଲେ ଆପଣ ମାନେ ଲକ୍ଷପତି ହେବା ସହ ଆପଣଙ୍କ ଘରେ ଧନର ବର୍ଷା ହେବ । ଏହି କଥାଟି ଆଶ୍ଚର୍ଯ୍ୟ ଜଣକ ଲାଗୁଥିଲେ ମଧ୍ୟ ସତ୍ୟ ଅଟେ । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ମୁଦ୍ରା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ରାତାରାତି ଲକ୍ଷପତି କରି ଦେବ ।

ଯଦି ଆପଣଙ୍କ ପାଖରେ ଏହି ବିଶେଷ ମୁଦ୍ରା ରହିଛି ତେବେ ଆପଣଙ୍କୁ କୋଟିପତି ହେବାକୁ ଅଧିକ ସମୟ ଲାଗିବ ନାହି । ତେବେ ଆସନ୍ତୁ ଅଜାଣିବା ସେହି ବିଷୟରେ । ଆପଣଙ୍କ ପାଖରେ ଯଦି ଦୁଇ ଟଙ୍କିଆ କଏନ ରହିଛି ତେବେ ଆପଣଙ୍କୁ କୋଟିପତି ହେବାକୁ ଅଧିକ ସମୟ ଲାଗିବ ନାହି । ଏଠାରେ ଯେଉଁ ଦୁଇ ଟଙ୍କିଆ କଏନ ବିଷୟରେ କହୁଛୁ ତାହା ୧୯୯୪ ମସିହାର । ଏହି ମୁଦ୍ରାର ପଛ ଭାଗରେ ଭାରତର ଜାତୀୟ ପତାକା ରହିଛି । କ୍ଵିକର ୱେବ ସାଇଟରେ ଏହି ବିରଳର ମୁଦ୍ରାର ମୂଲ୍ୟ ରହିଛି ୫ଲକ୍ଷ ।

ସେହିପରି ଭାରତ ସ୍ଵାଧୀନତା ପୂର୍ବରୁ ରାଣୀ ଭିକ୍ଟୋରିଆଙ୍କ ଗୋଟିଏ ଟଙ୍କା ରୂପାର ମୂଲ୍ୟ ରହିଥିଲା ୨ଲକ୍ଷ ଟଙ୍କା, ଜର୍ଜ ଭିକିନ ସମ୍ରାଟ ୧୯୧୮ ମସିହାର ଗୋଟିଏ ଟଙ୍କା ବ୍ରିଟିଶ ମୁଦ୍ରାର ମୂଲ୍ୟ ୯ଲକ୍ଷ ଟଙ୍କା ରହିଛି । ଏହି ପୁରୁଣା ମୁଦ୍ରା ଗୁଡିକ ବହୁତ ଚାହିଦା ରହିଥିବାରୁ ଲୋକ ମାନେ ଏହାକୁ ନେଇ ଲକ୍ଷ ଲକ୍ଷ ଟଙ୍କା ଦେବାକୁ ରାଜି ହେଉଛନ୍ତି । ଯଦି ଆପଣଙ୍କ ପାଖରେ ଏହି ଭଳି କିଛି ପୁରୁଣା ମୁଦ୍ରା ରହିଛି ତେବେ ଆପଣ ଏହାକୁ ବିକ୍ରି କରି ପାରିବେ । ଏଥିପାଇଁ ପ୍ରଥମେ ଆପଣଙ୍କୁ କ୍ଵିକର ସାଇଟକୁ ଯାଇ ପଞ୍ଜୀକରଣ କରିବାକୁ ହେବ ।

ଏହା ପରେ ଏହି ମୁଦ୍ରାର ଫୋଟୋ ସାଇଟରେ ଅପ୍ଲୋଡ କରିବା ପରେ କ୍ରେତା ମାନେ ଆପଣଙ୍କୁ ସିଧା ସଳଖ ଯୋଗାଯୋଗ କରିବେ । ସେଠାରେ ଆପଣ ମୁଦ୍ରା ଦେୟ ଓ ବିତରଣ ସର୍ତ୍ତାବଳୀ ଅନୁଯାୟୀ ବିକ୍ରି କରି ପାରିବେ । ଜାଡ୍ୟ ପଣଙ୍କ ପାଖରେ ପୁରୁଣା ମୁଦ୍ରା ବା ନୋଟ ରହିଛି ତେବେ ଆପଣ କୋଟିପତି ହୋଇ ପାରିବେ । ଅନେକ ଲୋକ ମାନେ ପୁରୁଣା ମୁଦ୍ରାକୁ ସାଇତି ରଖିଥାନ୍ତି ତ ଆଉ କିଛି ଲୋକ ମାନେ ଏହାକୁ ଅଣଦେଖା କରିଥାନ୍ତି ।

ଯେଉଁ ମାନଙ୍କ ପାଖରେ ଆଜିକା ଡେଟରେ ଏହି ପୁରୁଣା ମୁଦ୍ରା ରହିଛି ତାହାର ମୂଲ୍ୟ ଆଜି ଆକାଶ ଛୁଆଁ ହୋଇଛି । ବର୍ତ୍ତମାନ କୋରୋନା କଟକଣା ଯୋଗୁ ଲୋକ ମାନଙ୍କର ଆର୍ଥିକ ସ୍ଥିତି ବିଗିଡି ଅଯାଇଛି । ଏହି ଉପାୟ ଦ୍ଵାରା ଆପଣ ମାନେ ଘରେ ବସି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ପାରିବେ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *