ଏହି ପାପ କଲେ- ମହାଦେବ କେବେବି କ୍ଷମା କରିବେ ନାହିଁ

ମହାଦେବ ତ୍ରିଦେବ ଅଟନ୍ତି ଆପଣ ମହାଦେବ ଠାରୁ କିଛି ଲୁଚେଇ ପାରିବେ ନାହିଁ ପଛ ନିଜ ବ୍ୟବହାର ଦ୍ଵାରା ଆପଣ କାହାକୁ ହାନି କରି ନଥିବେ କିନ୍ତୁ ଯଦି ଆପଣ ମନ ଭିତରେ କାହା ପାଇଁ ଅଶୁଭ ଚିନ୍ତା କରନ୍ତି ତେବେ ଏହା ମହାଦେବଙ୍କୁ ଜଣା ପଡିଥାଏ ଓ ଏହା ମଧ୍ୟ ପାପ ଶ୍ରେଣୀ ରେ ଆସିଥାଏ ସେଥିପାଇଁ ଭୁଲରେ ବି କାହା ପାଇଁ ଖରାପ ଚିନ୍ତା କରିବା ଉଚିତ ନୁହ ଆଜି ଆମେ ଆପଣଙ୍କୁ ଏମିତି କିଛି ପାପ ବିଷୟରେ କହିବାକୁ ଯାଉଛୁ ଯାହା କରିବା ଦ୍ଵାରା ମହାଦେବ ଆପଣଙ୍କୁ କେବେ କ୍ଷମା କରନ୍ତି ନାହିଁ ଓ ଆପଣଙ୍କ ଜୀବନ ଦୁଃଖ ଦାଇ ହୋଇଥାଏ ।

Image Courtesy: Google

୧. ତେବେ ଅନ୍ୟ ସ୍ତ୍ରୀ ବା ସ୍ଵାମୀକୁ ଖରାପ ନଜର ବା ପାଇବାକୁ ଇଛା ରଖୁଥିବା ସ୍ତ୍ରୀ ବା ପୁରୁଷ ବହୁତ ବଡ ପାପ କରିଥାନ୍ତି ଏମିତି ଲୋକଙ୍କୁ ଭଗବାନ ମହାଦେବ କେବେ କ୍ଷମା କରନ୍ତି ନାହିଁ ।

୨. କୌଣସି କମଜୋର ବା ଦୁର୍ବଳ ଲୋକଙ୍କୁ ଖ୍ଯାତି ପହଞ୍ଚାଇବା ପୁରାଣ ଅନୁଯାଇ ବହୁତ ବଡ ପାପ ଅଟେ ଏହା କରିବା ଦ୍ଵାରା ମଣିଷ ପାପ ଭାଗ୍ୟ ହୋଇଥାଏ ସେଥିପାଇଁ କାହା ଦୁର୍ବଳତାର ଲାଭ ନିଅନ୍ତୁ ନାହିଁ ।

୩. ଆଉ କାହା ଧନ ଉପରେ ନଜର ରଖିବା ବା ଲୁଟିବାକୁ ଇଛା କରିବା ପାପ ଶ୍ରେଣୀ ରେ ଆସିଥାଏ ସେଥିପାଇଁ କେବେ ଏମିତିକା କାମନା କରିବା ଉଚିତ ନୁହ ।

Image Courtesy: Google

୪. ଯେଉଁ ଲୋକ ଅନ୍ୟ ସଫଳତା ଦେଖି ଈର୍ଷ୍ୟା କରନ୍ତି ଓ ଅନ୍ୟ ଲୋକଙ୍କ କାମ ଖରାପ କରିଥାନ୍ତି ବା ଇଛା ବି କରନ୍ତି ତାଙ୍କ ଜୀବନରେ ସେ କେବେ ଉପରକୁ ଉଠି ପାରନ୍ତି ନାହିଁ, ଭଗବାନ ଶିବ ତାଙ୍କୁ ସବୁବେଳେ ଅସଫଳ କରିଥାନ୍ତି ।

୫. ଯେଉଁ ଲୋକ କୌଣସି ମହିଳା ପାଇଁ ଖରାପ ଚିନ୍ତା ଧାରା ରଖିଥାଏ ସେହି ଭଳି ମଣିଷକୁ କେବେ ବୈବାହିକ ବା ସାଂସାରିକ ଜୀବନରେ ସୁଖ ପ୍ରାପ୍ତି ହୋଇନଥାଏ ସେଥିପାଇଁ କେବେ କୌଣସି ମହିଳାକୁ ଖରାପ ନଜରରେ ଦେଖନ୍ତୁ ନାହିଁ । ଯେତେବେଳେ କୌଣସି ଭଲ ମଣିଷ ଖରାପ ରାସ୍ତାକୁ ଯାଇଥାଏ ତେବେ ଏହା କୌଣସି ପାପ ଠାରୁ କମ ନୁହ ବୋଲି କୁହା ଯାଏ, ମହାଦେବ ଭଲ ମଣିଷକୁ ଖରାପ ହବାର ଦେଖି ତାଙ୍କୁ କେବେ କ୍ଷମା କରନ୍ତି ନାହିଁ ।

Image Courtesy: Google

୬.ଯେଉଁ ଲୋକ ନିଜ ମା ବାପାକୁ କଷ୍ଟ ଦେଇଥାନ୍ତି ମହାଦେବ କେବେ ତାଙ୍କୁ ଖୁସିରେ ରହିବାକୁ ଦିଅନ୍ତି ନାହିଁ ତାଙ୍କୁ ସବୁବେଳେ ମାନସିକ ବା ଶାସରୀରିକ କଷ୍ଟ ହୋଇଥାଏ, ତେବେ ଜନ୍ମ କରି ବଡ କରିଥିବା ମା ବାକୁ କେବେ କଷ୍ଟ ଦିଅନ୍ତୁ ନାହିଁ ତେବେ ଜାଣିକି ହେଉ ବା ଅଜାଣତରେ ଏହି ଭଳି ଭୁଲ କେବେ କରନ୍ତୁ ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *